"ହରକିଷନ ସିଂହ ସୁରଜିତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୫ କ ଧାଡ଼ି:
 
'''ହରକ୍ରିଷ୍ଣ ସିଂହ ସୁରଜିତ''' (୨୩ ମାର୍ଚ୍ଚ ୧୯୧୬- ୧ ଅଗଷ୍ଟ ୨୦୦୮) ପଞ୍ଜାବ ଅଞ୍ଚଳରୁ ଜଣେ ଭାରତୀୟ କମ୍ୟୁନିଷ୍ଟ ରାଜନୀତିଜ୍ଞ ଥିଲେ । ସେ ୧୯୯୨ ରୁ ୨୦୦୫ ପର୍ଯ୍ୟନ୍ତ ଭାରତୀୟ କମ୍ୟୁନିଷ୍ଟ ଦଳ (ମାର୍କିଷ୍ଟ)ରେ ସାଧାରଣ ସେକ୍ରେଟାରୀ ଥିଲେ ଓ ଦଲର ରାଜନୀତି ବ୍ୟୁରୋରେ ୧୯୬୪ ରୁ ୨୦୦୮ ପର୍ଯ୍ୟନ୍ତ ସଭ୍ୟ ଥିଲେ ।<ref name=Nine>Manini Chatterjee. "[http://www.telegraphindia.com/1080404/jsp/frontpage/story_9094771.jsp Nine to none, founders’ era ends in CPM]". ''[[The Telegraph (Calcutta)|The Telegraph]]''. 3 April 2008.</ref>
 
==ଉପନ୍ୟାସ==
 
''ଭାଉ'' ନାମରେ ପଞ୍ଜାବୀରେ ଏକ ଉପନ୍ୟାସ ପ୍ରକାଶ ପାଇଥିଲା, ଯାହାକୁ ସୁରଜିତଙ୍କ ଅନ୍ତରଙ୍ଗ ବନ୍ଧୁ ଦର୍ଶନ ସିଂହ ଲେଖିଥିଲେ ଓ ଏହା ସୁରଜିତଙ୍କ ଜୀବନ ସ‌ହ ପ୍ରାୟ ମେଳ ଖାଏ । ଏହା ମେଷ୍ଟ୍ରିମ ମିଡ଼ିଆ ଦ୍ୱାରା ପ୍ରକାଶ ନ ହେବା ପର୍ଯ୍ୟନ୍ତ ଅଜଣା ହୋଇ ରହିଥିଲା ।<ref>[http://www.livemint.com/2008/06/03000910/Novel-based-on-the-life-of-CPM.html/ Novel based on the life of CPM’s Surjeet may kick up a storm] Singh, Bajinder Pal, 3 June 2008.</ref> ଏକ ସମ୍ବାଦପତ୍ର ସ୍ତମ୍ଭରୁ ଏହା ଲୋକଲୋଚଙ୍କୁ ଅସିଥିଲା ।<ref>[http://www.telegraphindia.com/1080604/jsp/nation/story_9362752.jsp]</ref>
<ref>[http://www.news24online.com/ViewDetails.aspx?NewsId=3044]</ref><ref>[http://www.indianexpress.com/news/the-conciliatory-revolutionary/343533/3]</ref><ref>[http://www.mainstreamweekly.net/article877.html=]</ref> ଯଦିଓ ଲେଖକ ଦର୍ଶନ ସିଂହ ଏହା ସୁରଜିତଙ୍କ ଜୀବନୀ ନୁହେ ବୋଲି ଦର୍ଶାଇ ଥିଲେ, ତେବେ ଏହାକୁ ସେ ଅବାସ୍ତବ ସତ୍ୟ ବୋଲି କ‌ହିଥିଲେ । ସେ କ‌ହିଥିଲେ ଜେ, ନାମ ନ ଲେଖି ଆମେରିକାର ରାଷ୍ଟ୍ରପତିଙ୍କ ଉପରେ ମଧ୍ୟ ଉପନ୍ୟାସ ଲେଖାଜାଉଛି । ଏଥିରେ ମୁଖ୍ୟ ନାୟକଙ୍କ ନାମ କରମ ସିଂହ କୀର୍ତ୍ତି, ପଞ୍ଜାବୀ ଭାଷାରେ ଯାହାର ଅର୍ଥ ହେଉଛି କର୍ମୀ ଓ ଏହା ବ‌ହୁଳ ଭାବେ ସିପିଆଇ ଦ୍ୱାରା ବ୍ୟବ‌ହାର କରାଯାଏ । ସିପିଆଇ ଏହି ବ‌ହିରେ ସୁରଜିତଙ୍କ ସମ୍ବନ୍ଧରେ ଦିଆଯାଇଥିବା ତ‌ଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା ।<ref>[http://newshopper.sulekha.com/cpi-m-upset-over-fiction-targeting-surjeet_news_916224.htm]</ref>
 
==ଆଧାର==