"ସମୁଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
→‎ଜଳଚକ୍ର: ଫିକ୍ସଡ଼ ବନାନ
ଟ୍ୟାଗ: ମୋବାଇଲ ୱେବ ବଦଳ
୬୨ କ ଧାଡ଼ି:
 
===ଜଳଚକ୍ର===
ଜଳଚକ୍ରକୁ ସୁଚାର ରୂପରେ ଚାଲୁରଖିବାରେଚଳାଇବାରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ । ସମୁଦ୍ର ଜଳ ସୂର୍ଯ୍ୟକିରଣରେ[[ସୂର୍ଯ୍ୟ]]କିରଣରେ ବାଷ୍ପୀଭୂତ ହୋଇ, ଉପରକୁ ଯାଇଥାଏ । ଏହି ବାଷ୍ପ ଉପରେ ଘନୀଭୂତ ହୋଇ ମେଘର ସୃଷ୍ଟି କରି ଥାଏ । ଏହି ମେଘ ପରବର୍ତ୍ତୀ ସମୟରେ ବର୍ଷାର ରୂପ ନେଇ ପୃଥିବୀ ପୃଷ୍ଟକୁ ଫେରି ଆସିଥାଏ । ଏହି ଚକ୍ରକୁ ଜଳଚକ୍ର ବୋଲି ମଧ୍ୟ କୁହା ଯାଏ ।
 
===ସମୁଦ୍ର ମଧ୍ୟରେ ଜୀବନ===
"https://or.wikipedia.org/wiki/ସମୁଦ୍ର"ରୁ ଅଣାଯାଇଅଛି