"ଚିଙ୍ଗୁଡ଼ି ଝୋଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: → (29) using AWB
No edit summary
୧୬ କ ଧାଡ଼ି:
'''ଚିଙ୍ଗୁଡ଼ି ଝୋଳ''' ବା ଚୁଙ୍ଗୁଡ଼ି ଝୋଳ (''{{Lang-en|Chingudi Jhola}}'') ଝୋଳ ଥିବା ମସଲା ଦିଆ ଚିଙ୍ଗୁଡ଼ି ତରକାରି । ଏହି ଖାଦ୍ୟଟି [[ଓଡ଼ିଶା|ଓଡ଼ିଶାରେ]] ବିଶେଷ କରି ସମୁଦ୍ର ଓ ନଦୀ କୁଳିଆ ଜାଗାର ଲୋକମାନେ ଖାଆନ୍ତି ।
 
== ପ୍ରସ୍ତୁତି ==
== ପ୍ରସ୍ଥୁତି ==
ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ଚୋପା ଛଡେଇଦେଲା ପରେ ଏହା କୁ ଶୋରିଷ ତେଲ ରେ ଭଜାଯାଏ, ତାପରେ ଏକ ପାତ୍ର ରେ ଟିକେ ଗରମ ମସଲା ଓ ଡାଳଚିନି ମିଶାଇ ଏକ ଝୋଳ ପ୍ରସ୍ତୁତ କରି ଭଜାଯାଇଥିବା ଛିଙ୍ଗୁଡ଼ି ମିଶାନ୍ତୁ ଏହିପରି ତରକାରି ଟି ପ୍ରସ୍ଥୁତ ହୁଏ । କେତେକ ସ୍ଥାନରେ ଚିଙ୍ଗୁଡି ଝୋଳ [[ନଡ଼ିଆ]] ଓ କାଜୁ ବଟା ମିଶାଯାଏ ।
ଚିଙ୍ଗୁଡ଼ି ଝୋଳ ରେ ବିଶେଷ୍ କରି ଟମାଟ ଓ ଅଦା ରସୁଣ ବଟା ଓ କଞ୍ଛା ଲଙ୍କା ପଡ଼ିଥାଏ ଏହା ତରକାରିକୁ ନାଲି ଓ ମସଲା ସ୍ଵାଦ ବନାଇଥାଏ ।