"ପ୍ରିୟମ୍ବଦା ମହାନ୍ତି ହେଜମାଦି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ପଦ୍ମ ଶ୍ରୀ +ପଦ୍ମଶ୍ରୀ)
ଲେଖାର ଶୈଳୀ ବଦଳାଗଲା, "ମୁଁ" -> "ସେ"
୧୯ କ ଧାଡ଼ି:
 
'''ପ୍ରିୟମ୍ବଦା ମହାନ୍ତି ହେଜମାଦି''' ଜଣେ ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଶିକ୍ଷାବିତ ।<ref>{{cite web|last=Vvnkataraman|first=Leela|title=From the pages of history|url=http://www.thehindu.com/todays-paper/tp-features/tp-fridayreview/from-the-pages-of-history/article2273148.ece|publisher=The Hindu|accessdate=8 March 2015}}</ref>
ସେ ୧୯୩୯ ମସିହା ନଭେମ୍ବର ୧୮ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।<ref>{{cite web|title=Fellow Profile|url=http://www.ias.ac.in/php/fell_detail.php3?name=Mohanty-Hejmadi&intials=Priyambada&year=18-11-1939|publisher=Indian Academy of Sciences|accessdate=8 March 2015}}</ref>
 
ସେ [[ରେଭେନ୍ସା ବାଳିକା ବିଦ୍ୟାଳୟ]]ରୁ ଶିକ୍ଷା ଲାଭ କରିଥିଲେ । ସ୍କୁଲରେ [[ସଙ୍ଗୀତ]]କୁ ମୁଁ ଇଚ୍ଛାଧୀନ ବିଷୟ ଭାବରେ ନେଇ ପଢ଼ିଥିଲି ଓ କଲେଜରେ [[ବିଜ୍ଞାନ]] ନେଇ ପାଠ କଲି । ବିଜ୍ଞାନ ସଂସାର ଅତି ଆକର୍ଷଣୀୟ ଥିଲା ଓ ମୁଁ ସେଠାରେ ପରୀକ୍ଷା ଅତି ଆଗ୍ରହ ସହକାରେ କରୁଥିଲି । ସେତେବେଳକାର ଅନ୍ୟାନ୍ୟ ଝିଅମାନଙ୍କ ଭଳି ମୁଁ ଡାକ୍ତରୀ ବିଦ୍ୟା ଶିକ୍ଷା କରିବାକୁ ଚାହୁଁଥିଲି, କିନ୍ତୁ କମ ବୟସ ହେତୁ ପ୍ରବେଶ ମିଳିଲା ନାହିଁ ଓ ମୁଁ ବି.ଏସ ସି ପାଠ୍ୟକ୍ରମରେ ନାମ ଲେଖାଇଲି । ଜୀବଜନ୍ତୁଙ୍କ ପ୍ରତି ଆକର୍ଶଣ ଯୋଗୁ ମୁଁ ଜୀବ ବିଜ୍ଞାନ (Zoology) ଅନର୍ସ ନେଲି । ଏହା ପରେ ମେଡିକାଲ ସ୍କୁଲରେ ନ ପଢ଼ି ଲକ୍ଷ୍ନୌ ୟୁନିଭରସିଟିରେ ମାସ୍ଟର ଡିଗ୍ରୀ ନିମନ୍ତେ ଗଲି ଓ ସେ ସ୍ଥାନ ମୋ ନିମନ୍ତେ ଏକ ଆଡଭେଞ୍ଚର ଥିଲା ।
 
== ପ୍ରାରମ୍ଭିକ ଜୀବନ ==
ଏମ୍.ଏସ୍.ସି. ଶିକ୍ଷା ଲାଭ ପରେ [[ଓଡ଼ିଶା]]କୁ ଫେରି [[ଉତ୍କଳ ବିଶ୍ଵବିଦ୍ୟାଳୟ]]ରେ ଶିକ୍ଷକ ହୋଇ ଯୋଗଦାନ କଲି । ଲାଇବ୍ରେରୀକୁ ଆସୁଥିବା ଅଳ୍ପ କେତେକ ପତ୍ରିକା ନେଇ ଗବେଷଣା କରିବାକୁ ହେଉଥିଲା । ବିଭିନ୍ନ ପଥ ଖୋଜିଲା ସମୟାରେ ମୋତେ ମିଶିଗାନ ୟୁନିଭର୍ସିଟିରେ ଫୁଲ୍‌ବ୍ରାଇଟ ଟ୍ରାଭେଲ୍ ଗ୍ରାଣ୍ଟ ସହ ବାର୍ବୋର ଫେଲୋସିପ୍ ମିଳିଲା । ସୌନ୍ଦର୍ଯ୍ୟମୟୀ ଆନ୍ ଆର୍ବର (Ann Arbor) ସହରରେ ଥିବା [[ମିଶିଗାନ ୟୁନିଭରସିଟି]]ର [[ପ୍ରାଣୀ ବିଜ୍ଞାନ]] ବିଭାଗରେ ଯୋଗ ଦାନ କଲି ।
ସେମହାନ୍ତି ୧୯୩୯ ମସିହା ନଭେମ୍ବର ୧୮ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।<ref>{{cite web|title=Fellow Profile|url=http://www.ias.ac.in/php/fell_detail.php3?name=Mohanty-Hejmadi&intials=Priyambada&year=18-11-1939|publisher=Indian Academy of Sciences|accessdate=8 March 2015}}</ref>
 
=== ପ୍ରାରମ୍ଭିକ ଶିକ୍ଷାଲାଭ ====
ମୋର ପୂର୍ବ ପାଠ୍ୟକ୍ରମରେ ବହି ପାଠ, ଜିଆ, ଗିନିପିଗ ଇତ୍ୟାଦି ହାତରେ ଡିସେକ୍ସନ, ଓ ସାଇତା ହୋଇଥିବା ଜୀବଜନ୍ତୁଙ୍କ ଶବ ସହ ଶିକ୍ଷା ଲାଭ ହେଉଥିଲା । ମିସିଗାନରେ ବେଙ୍ଗ ଅଣ୍ଡା ନିଷିକ୍ତ କରିବା, କୁକୁଡା ଅଣ୍ଡାରେ ଜୀବନ୍ତ ତନ୍ତୁ ଗ୍ରାଫ୍ଟ କରିବା ଇତ୍ୟାଦି ବିସ୍ମୟଜନକ ଥିଲା । ଶରୀରତତ୍ତ୍ଵ, କୋଷ ଜୀବ ବିଜ୍ଞାନ ଓ ଜେନେଟିକ ଓ ପୋଷ୍ଟ- ଜେନେଟିକ କୋଡ ଆବିଷ୍କାର କରିବା ସହ ଜୀବ ବିଜ୍ଞାନ ଉନ୍ନତ ହେଉଥିଲା । ଗର୍ଭାଧାନ ବିସ୍ମୟ, ଅଣ୍ଡାର ଗୈଋକ ବିଭାଜନ ଆଦିର [[ଜେନେଟିକ ପ୍ରୋଗ୍ରାମିଙ୍ଗ]] ଆଦି ଦେଖି ମୁଁ ଡେଭଲପମେଣ୍ଟାଲ ବିଜ୍ଞାନ ପ୍ରତି ଆକର୍ଷିତ ହେଲି । ମୋର ପି.ଏଚ. ଡି. ବିଷୟ ଥିଲା ଆମେରିକାନ ଲିୟପର୍ଡ ଫ୍ରଗ ରାନା ପିପିଏନ୍ସ ରେ ମ୍ୟାଟେର୍ନାଲ ସେରମ ପ୍ରୋଟିନ ଟ୍ରାନ୍ସଫରର ରୋଲ ।
ସେ [[ରେଭେନ୍ସା ବାଳିକା ବିଦ୍ୟାଳୟ]]ରୁ ଶିକ୍ଷା ଲାଭ କରିଥିଲେ । ସ୍କୁଲରେ [[ସଙ୍ଗୀତ]]କୁ ମୁଁ ଇଚ୍ଛାଧୀନ ବିଷୟ ଭାବରେ ନେଇ ପଢ଼ିଥିଲିପଢ଼ିଥିଲେ ଓ କଲେଜରେ [[ବିଜ୍ଞାନ]] ନେଇ ପାଠ କଲିପଢ଼ିଥିଲେବିଜ୍ଞାନସେ ସଂସାରପ୍ରଥମେ ଅତିସମକାଳୀନ ଆକର୍ଷଣୀୟସମାଜରେ ଥିଲାଝିଅମାନଙ୍କ ଡାକ୍ତରୀ ମୁଁ ସେଠାରେ ପରୀକ୍ଷା ଅତି ଆଗ୍ରହ ସହକାରେ କରୁଥିଲି । ସେତେବେଳକାର ଅନ୍ୟାନ୍ୟ ଝିଅମାନଙ୍କପଢ଼ା ଭଳି ମୁଁନିଜେ ଡାକ୍ତରୀ ବିଦ୍ୟାପଢ଼ିବାକୁ ଶିକ୍ଷାଚାହୁଁଥିଲେ କରିବାକୁ ଚାହୁଁଥିଲି,ହେଁ କିନ୍ତୁ କମ ବୟସ ହେତୁ ପ୍ରବେଶ ମିଳିଲା ନାହିଁ ମୁଁସେ ବି.ଏସ ସି ପାଠ୍ୟକ୍ରମରେ ନାମ ଲେଖାଇଲି । ଜୀବଜନ୍ତୁଙ୍କ ପ୍ରତି ଆକର୍ଶଣ ଯୋଗୁ ମୁଁଲେଖାଇ [[ଜୀବ ବିଜ୍ଞାନ (Zoology)]] ଅନର୍ସ ନେଲିନେଇଥିଲେ । ଏହା ପରେ ମେଡିକାଲ ସ୍କୁଲରେ ନ ପଢ଼ି [[ଲକ୍ଷ୍ନୌ ୟୁନିଭରସିଟିରେୟୁନିଭରସିଟି]]ରେ ମାସ୍ଟରମାଷ୍ଟର ଡିଗ୍ରୀଡିଗ୍ରୀରେ ନିମନ୍ତେ ଗଲି ଓ ସେ ସ୍ଥାନ ମୋ ନିମନ୍ତେ ଏକ ଆଡଭେଞ୍ଚରନାମ ଥିଲାଲେଖାଇଥିଲେ
 
=== ଉତ୍କଳ ବିଶ୍ୱବିଦ୍ୟାଳୟ ===
ଏମ୍.ଏସ୍.ସି. ଶିକ୍ଷା ଲାଭ ପରେ ସେ [[ଓଡ଼ିଶା]]କୁ ଫେରି [[ଉତ୍କଳ ବିଶ୍ଵବିଦ୍ୟାଳୟ]]ରେ ଶିକ୍ଷକପ୍ରଫେସର ହୋଇଭାବେ ଯୋଗଦାନ କଲିଯୋଗଦେଇଥିଲେ ସେତେବେଳେ ଲାଇବ୍ରେରୀକୁ ଆସୁଥିବା ଅଳ୍ପ କେତେକ ପତ୍ରିକା ନେଇ ତାଙ୍କୁ ଗବେଷଣା କରିବାକୁ ହେଉଥିଲାପଡୁଥିଲାବିଭିନ୍ନପରେ ପଥସେ ଖୋଜିଲା[[ମିଚିଗାନ ସମୟାରେ ମୋତେ ମିଶିଗାନ ୟୁନିଭର୍ସିଟିରେବିଶ୍ୱବିଦ୍ୟାଳୟ]]ରେ [[ଫୁଲ୍‌ବ୍ରାଇଟ ଟ୍ରାଭେଲ୍ ଗ୍ରାଣ୍ଟ]] ସହ [[ବାର୍ବୋର ଫେଲୋସିପ୍]] ମିଳିଲାମିଳିଥିଲାସୌନ୍ଦର୍ଯ୍ୟମୟୀ ଆନ୍ ଆର୍ବର (Ann Arbor) ସହରରେସେ ଥିବା [[ମିଶିଗାନ ୟୁନିଭରସିଟି]]ରସେଠାରେ [[ପ୍ରାଣୀ ବିଜ୍ଞାନ]] ବିଭାଗରେ ଯୋଗ ଦାନ କଲିଯୋଗଦେଇଥିଲେ
 
=== ମିଚିଗାନ ବିଶ୍ୱବିଦ୍ୟାଳୟ ===
ମୋରତାଙ୍କୁ ପୂର୍ବ ପାଠ୍ୟକ୍ରମରେ ବହି ପାଠ, କେବଳ [[ଜିଆ]], [[ଗିନିପିଗ]] ଇତ୍ୟାଦି ହାତରେ ଡିସେକ୍ସନ,ବ୍ୟବଚ୍ଛେଦ ଓ ସାଇତା ହୋଇଥିବା ଜୀବଜନ୍ତୁଙ୍କ ଶବ ସହ ଶିକ୍ଷାଶିକ୍ଷାଲାଭ ଲାଭକରିବାକୁ ହେଉଥିଲା । ମିସିଗାନରେସେ ମିଚିଗାନରେ ବେଙ୍ଗ ଅଣ୍ଡା ନିଷିକ୍ତ କରିବା, କୁକୁଡା ଅଣ୍ଡାରେ ଜୀବନ୍ତ ତନ୍ତୁ ଗ୍ରାଫ୍ଟ କରିବା ଇତ୍ୟାଦିଆଦି ବିସ୍ମୟଜନକପରୀକ୍ଷା ଥିଲାନିରୀକ୍ଷା ଆରମ୍ଭ କଲେ । ଶରୀରତତ୍ତ୍ଵ, କୋଷ ଜୀବ ବିଜ୍ଞାନଜୀବବିଜ୍ଞାନ ଓ ଜେନେଟିକ ଓ ପୋଷ୍ଟ- ଜେନେଟିକ କୋଡକୋଡ଼ ଆବିଷ୍କାରଆବିଷ୍କୃତ କରିବାହେବା ସହ ଜୀବ ବିଜ୍ଞାନ ଉନ୍ନତ ହେଉଥିଲା । ଗର୍ଭାଧାନ ବିସ୍ମୟ, ଅଣ୍ଡାର ଗୈଋକ ବିଭାଜନ ଆଦିର [[ଜେନେଟିକ ପ୍ରୋଗ୍ରାମିଙ୍ଗ]] ଆଦି ଦେଖି ମୁଁସେ ଡେଭଲପମେଣ୍ଟାଲ ବିଜ୍ଞାନ ପ୍ରତି ଆକର୍ଷିତ ହେଲି । ମୋରତାଙ୍କର ପି.ଏଚ. ଡି. ବିଷୟ ଥିଲା ଆମେରିକାନ ଲିୟପର୍ଡଲିଓପାର୍ଡ଼ ଫ୍ରଗ ରାନା ପିପିଏନ୍ସ ରେପିପିଏନ୍ସର ମ୍ୟାଟେର୍ନାଲ ସେରମ ପ୍ରୋଟିନ ଟ୍ରାନ୍ସଫରର ରୋଲ ।
 
=== ଭାରତ ଫେରିବା ଓ ଗବେଷଣା ===
ଉତ୍କଳମିଚିଗାନରେ ୟୁନିଭରସିଟିକୁତାଙ୍କର ଫେରିବାଗବେଷଣା ପରେ ମୁଁସେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଫେରିଥିଲେ । ସେଠାରେ ସେ ଉଭୟଚର ଓ ବିପଦଗ୍ରସ୍ତ [[ସରୀସୃପ]]ଙ୍କ ଗବେଷଣା ନିମନ୍ତେ ଏକ ଲାବୋରେଟରୀ ସ୍ଥାପନସ୍ଥାପନା କଲିକଲେ । ବେଙ୍ଗଫୁଲାର ଲାଞ୍ଜ [[ଭିଟାମିନ କ]] ସଂସ୍ପର୍ଶରେ (ଆଇ. ଏ. ନିଆଜିଙ୍କ ଦ୍ଵାରା ପ୍ରଥମେ ଆବିଷ୍କୃତ) ଆଣି ଗୋଡ଼ରେ ପରିବର୍ତ୍ତିତବଦଳାଇବାରେ କଲିସେ ସଫଳ ହେଲେ ମୋର। ତାଙ୍କର ଏହି ଗବେଷଣା ପ୍ରସୂତ [[‘ହୋମିଓଟିକହୋମିଓଟିକ ଟ୍ରାନସଫରମେସନ’ଟ୍ରାନସଫରମେସନ]] [[ନେଚର (ପତ୍ରିକା)|ନେଚର]] ପତ୍ରିକାରେ ୧୯୯୨ ମସିହାରେ ବାହାରିଲାପ୍ରକାଶିତ ହୋଇଥିଲା । ଏହା ଦ୍ଵାରା ମୋରତାଙ୍କର ଲାବୋରେଟୋରୀ ଆନ୍ତର୍ଜାତୀୟ ଆକର୍ଷଣସ୍ତରରେ ଲାଭନାମ କଲା ।<ref>http://www.ias.ac.in/womeninscience/liladaug.html - P Mohanty Hejmadi.pdf - Adobe Reader</ref>
 
[[ଇଣ୍ଡିଆନ ଡେଭଲପମେଣ୍ଟାଲ ବାୟୋଲୋଜି]]ର ସେ ପ୍ରଥମ ମହିଳା ସଭାପତି ଭାବେ ଦାୟିତ୍ଵ ସମ୍ଭାଳିଥିଲେ । ୧୯୯୫ ରୁ ୧୯୯୮ ପର୍ଯ୍ୟନ୍ତ ସେ [[ସମ୍ବଲପୁର ବିଶ୍ଵବିଦ୍ୟାଳୟ]]ର ପ୍ରଥମ ମହିଳା କୁଳପତି ଭାବେ କାମ କରିଥିଲେ । ସେ ନିଜ ଝିଅ ଅହଲ୍ୟାଙ୍କ ସହ ମିଶି 'ଓଡ଼ିଶୀ' ନାମକ ପୁସ୍ତକ ରଚନା କରିଅଛନ୍ତି ।<ref>{{cite web|title=Oddissi An Indian Classical Dance Form|url=http://www.exoticindiaart.com/book/details/odissi-indian-classical-dance-form-idj119/|accessdate=8 March 2015}}</ref>
 
== ରଚନା ==
ସେ ନିଜ ଝିଅ ଅହଲ୍ୟାଙ୍କ ସହ ମିଶି 'ଓଡ଼ିଶୀ' ନାମକ ପୁସ୍ତକ ରଚନା କରିଅଛନ୍ତି ।<ref>{{cite web|title=Oddissi An Indian Classical Dance Form|url=http://www.exoticindiaart.com/book/details/odissi-indian-classical-dance-form-idj119/|accessdate=8 March 2015}}</ref>
 
ଉତ୍କଳ ୟୁନିଭରସିଟିକୁ ଫେରିବା ପରେ ମୁଁ ଉଭୟଚର ଓ ବିପଦଗ୍ରସ୍ତ [[ସରୀସୃପ]]ଙ୍କ ଗବେଷଣା ନିମନ୍ତେ ଏକ ଲାବୋରେଟରୀ ସ୍ଥାପନ କଲି । ବେଙ୍ଗଫୁଲାର ଲାଞ୍ଜ [[ଭିଟାମିନ କ]] ସଂସ୍ପର୍ଶରେ (ଆଇ. ଏ. ନିଆଜିଙ୍କ ଦ୍ଵାରା ପ୍ରଥମେ ଆବିଷ୍କୃତ) ଆଣି ଗୋଡ଼ରେ ପରିବର୍ତ୍ତିତ କଲି । ମୋର ଏହି ଗବେଷଣା ପ୍ରସୂତ [[‘ହୋମିଓଟିକ ଟ୍ରାନସଫରମେସନ’]] [[ନେଚର]] ପତ୍ରିକାରେ ୧୯୯୨ ମସିହାରେ ବାହାରିଲା । ଏହା ଦ୍ଵାରା ମୋର ଲାବୋରେଟୋରୀ ଆନ୍ତର୍ଜାତୀୟ ଆକର୍ଷଣ ଲାଭ କଲା ।<ref>http://www.ias.ac.in/womeninscience/liladaug.html - P Mohanty Hejmadi.pdf - Adobe Reader</ref>
[[ଇଣ୍ଡିଆନ ଡେଭଲପମେଣ୍ଟାଲ ବାୟୋଲୋଜି]]ର ସେ ପ୍ରଥମ ମହିଳା ସଭାପତି ଭାବେ ଦାୟିତ୍ଵ ସମ୍ଭାଳିଥିଲେ । ୧୯୯୫ ରୁ ୧୯୯୮ ପର୍ଯ୍ୟନ୍ତ ସେ [[ସମ୍ବଲପୁର ବିଶ୍ଵବିଦ୍ୟାଳୟ]]ର ପ୍ରଥମ ମହିଳା କୁଳପତି ଭାବେ କାମ କରିଥିଲେ । ସେ ନିଜ ଝିଅ ଅହଲ୍ୟାଙ୍କ ସହ ମିଶି 'ଓଡ଼ିଶୀ' ନାମକ ପୁସ୍ତକ ରଚନା କରିଅଛନ୍ତି ।<ref>{{cite web|title=Oddissi An Indian Classical Dance Form|url=http://www.exoticindiaart.com/book/details/odissi-indian-classical-dance-form-idj119/|accessdate=8 March 2015}}</ref>
==ପୁରସ୍କାର ଓ ସମ୍ମାନ==
* [[ପଦ୍ମଶ୍ରୀ]], ୧୯୯୮
Line ୩୬ ⟶ ୪୭:
* ନୃତ୍ୟ ଭାରତୀ
* ନୃତ୍ୟ ସରସ୍ଵତୀ
 
== ଆଧାର ==
{{Reflist|30em}}
 
== ଅଧିକ ତଥ୍ୟ ==
* Lilavati's Daughters: The Women Scientists of India
 
{{ଓଡ଼ିଶାର ପଦ୍ମ ବିଜେତା}}