"ସ୍ୱର୍ଗଦ୍ୱାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
ପ୍ରକୃରେ ଜେ କୌଣସି ଲୋକ ସ୍ୱର୍ଗଦ୍ୱାରରେ ଦାହ ହେବ ତାହା ତାର ଆତ୍ମା ସ୍ୱର୍ଗପୁର କୁ ଯିବ ।{{ଛୋଟ|Swargadwar}}
{{ଛୋଟ|Swargadwar}}
[[File:Swargadwar, Puri.JPG|thumb|ସ୍ଵର୍ଗଦ୍ଵାର]]
ସ୍ୱର୍ଗଦ୍ୱାର ହେଉଛି [[ହିନ୍ଦୁ]]ମାନଙ୍କର ଶବଦାହ ଭୂମି । ସ୍ୱର୍ଗଦ୍ୱାରକୁ ସ୍ୱର୍ଗଲୋକ ଯିବାର ମାର୍ଗଭାବାରେ ଗଣନା କରାଯାଏ । ହିନ୍ଦୁମାନଙ୍କ ସାଧରଣ ବିଶ୍ୱାସ ଅନୁସାରେ ସ୍ୱର୍ଗଦ୍ୱାରରେ ଶବଦାହ କଲେ ମଣିଷର ସମସ୍ତ ପାପ କ୍ଷୟ ହୋଇଯାଏ ଏବଂ ସେ ପୂନଃଜନ୍ମରୁ ମୁକ୍ତି ପାଇଥାଏ ।<ref>{{cite web|url=http://odishasuntimes.com/2015/01/14/modern-cremation-facility-inaugurated-swargadwar-odishas-puri-town/|title=Modern cremation facility inaugurated at Swargadwar in Odisha's Puri town - OdishaSunTimes.com|work=OdishaSunTimes.com|accessdate=17 February 2016}}</ref>