Content deleted Content added
୪୮ କ ଧାଡ଼ି:
ସୁଭ, କିନ୍ତୁ ଦେଖଣା ଓଡିଆ ଟେମ୍ପଲେଟ ଓ ଇଂରାଜୀ ଟେମ୍ପଲେଟ ଅଲଗା ଅଲଗା ଲାଗୁଛି । ଏଥିପାଇଁ କଣ ଅଲଗା ଟେମ୍ପଲେଟ ଅଛିକି ନା ତାର ଦରକାର ନାହିଁ ଯେମିତି ଦିଶିଲେ ଭି ଚଳିବ ।[[ବ୍ୟବହାରକାରୀ:Pmsarangi|Pmsarangi]] ([[ବ୍ୟବହାରକାରୀଙ୍କ ଆଲୋଚନା:Pmsarangi|ମୋ ଆଲୋଚନା]]) ୧୧:୦୦, ୨୬ ଜୁନ ୨୦୧୫ (UTC)
ସୁଭ, ଆମ ସାଇନ କରିବା ପରେ ଯେଉଁ ସମୟ ଆସୁଛି ସେଇଟା ଭୁଲ ଆସୁଛି ମୁଁ କାଲି ତୁମକୁ ପ୍ରଶ୍ନ ପଚାରିଥିଲି ଅପରାହ୍ନରେ କିନ୍ତୁ ସମୟ ଦେଖାଉଛି ୧୧:୧୩ ସେଇଟା ଭି ବଦଳେଇଦିଅ ।[[ବ୍ୟବହାରକାରୀ:Pmsarangi|Pmsarangi]] ([[ବ୍ୟବହାରକାରୀଙ୍କ ଆଲୋଚନା:Pmsarangi|ମୋ ଆଲୋଚନା]]) ୧୧:୦୦, ୨୬ ଜୁନ ୨୦୧୫ (UTC)
 
== ଆପଣଙ୍କ ଦେଇ ତିଆରି ନୂଆ ଲେଖା [[ଯଶୋଧାରା ମିଶ୍ର]] ବାବଦରେ ==
 
ଅପା, ଆପଣ [[ଯଶୋଧାରା ମିଶ୍ର]]ଙ୍କ ବାବଦରେ ଆପଣ ନୂଆ ଲେଖାଟିଏ ତିଆରି କରିଥିବା ଦେଖି ଖୁସି ଲାଗିଲା । ତେବେ ବ୍ୟକ୍ତିବିଶେଷଙ୍କ ବାବଦରେ (ବିଶେଷ କରି ସାହିତ୍ୟିକଙ୍କ ବାବଦରେ) ଲେଖିବାର ଏକ ସୁବିଧା ବାଟ ହେଉଛି ଆଗରୁ ଥିବା ସାହିତ୍ୟିକଙ୍କ ବାବଦରେ ଲେଖାରୁ ଦେଖି ଲେଖିବା । ଆପଣ [[ପ୍ରତିଭା ରାୟ]] କି [[ନନ୍ଦିନୀ ଶତପଥୀ]]ଙ୍କ ବାବଦରେ ଥିବା ଲେଖା ଦେଖିଲେ ଏବେର ଲେଖାରେ ନୂଆ ବିଭାଗ କିଛି ଯୋଡ଼ିହେଇଯିବ । ନହେଲେ ଲେଖାଟା ଖାଲି ଖାଲି ଲାଗୁଛି ! {{smiley}} --[[ବ୍ୟବହାରକାରୀ:Psubhashish|ସୁଭାସିସ ପାଣିଗାହି]] <sup>[[User_talk:Psubhashish|(ଆଳାପ)]]</sup> ୧୧:୦୯, ୧୫ ଜୁଲାଇ ୨୦୧୬ (IST)