"ଘର୍ଷଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{ଅନ୍ୟ ବ୍ୟବହାର ପାଇଁ}}
{{ଚିରସମ୍ମତ ବଳ ବିଜ୍ଞାନ|cTopic=Coreଅନ୍ତଃ topicsବିଷୟ}}
'''ଘର୍ଷଣ''' କଠିନ ପୃଷ୍ଠଭୂମି, ତରଳ ଓ ଗ୍ୟାସୀୟ ସ୍ତର ଏବଂ ପରସ୍ପର ଘଷି ହେଉଥିବା ବସ୍ତୁ ମଧ୍ୟରେ ସୃଷ୍ଟି ହେଉଥିବା [[ବଳ]] ।<ref>http://www.merriam-webster.com/dictionary/friction</ref> ବିଭିନ୍ନ ପ୍ରକାରର ଘର୍ଷଣ ଅଛି :
*'''ଶୁଷ୍କ ଘର୍ଷଣ''' ପରସ୍ପର ସଂସ୍ପର୍ଶରେ ଆସୁଥିବା ଦୁଇଟି କଠିନ ବସ୍ତୁ ମଧ୍ୟରେ ହେଉଥିବା ଆପେକ୍ଷିକ ପାର୍ଶ୍ୱିକ ପ୍ରତିରୋଧ । ଶୁଷ୍କ ଘର୍ଷଣକୁ ପୁନର୍ବାର, ଦୁଇଟି ସ୍ଥିର ପୃଷ୍ଠ ମଧ୍ୟରେ ହେଉଥିବା ''ସ୍ଥିତିଶୀଳ ଘର୍ଷଣ'' (''[[ସ୍ଥିର ଘର୍ଷଣ]]'') ଓ ଦୁଇଟି ଗତିଶୀଳ ପୃଷ୍ଠ ମଧ୍ୟରେ ହେଉଥିବା ''ଗତିଜ ଘର୍ଷଣ''ରେ ବିଭକ୍ତ କରାଯାଏ ।
୭ କ ଧାଡ଼ି:
*'''ଅନ୍ତଃ ଘର୍ଷଣ''', କଠିନ ପଦାର୍ଥ ଅନ୍ୟ ଏକ [[ରୂପ ପରିବର୍ତ୍ତନ (ଚିରସମ୍ମତ ବଳ ବିଜ୍ଞାନ)|ରୂପକୁ ପରିବର୍ତ୍ତିତ]] ହେଲା ବେଳେ, ତାକୁ ତିଅରି କରୁଥିବା ଉପାଦାନମାନଙ୍କ ମଧ୍ୟରେ ଥିବା ଗତି ରୋଧକ ବଳ ।<ref name="Meriam"/>
ଯେତେବେଳେ ପରସ୍ପର ସଂସ୍ପର୍ଶରେ ଥିବା ପୃଷ୍ଠତଳ ପରସ୍ପର ନିକଟକୁ ଗତି କରିବାକୁ ଆରମ୍ଭ କରନ୍ତି, ସେମାନଙ୍କ ମଧ୍ୟରେ ସୃଷ୍ଟି ଘର୍ଷଣ, [[ଗତିଜ ଶକ୍ତି]]କୁ [[ତାପଜ ଶକ୍ତି]]ରେ ପରିବର୍ତ୍ତନ କରେ (ଅର୍ଥାତ୍ ଏହା [[କାର୍ଯ୍ୟ (ପଦାର୍ଥ ବିଜ୍ଞାନ)|କାର୍ଯ୍ୟ]]କୁ [[ତାପ]]ରେ ପରିବର୍ତ୍ତନ କରେ । ଏହି ଗୁଣର ଏକ ନାଟକୀୟ ଫଳାଫଳ ମଧ୍ୟ ରହିଛି, ଯେପରି ନିଆଁ ଜଳେଇବା ପାଇଁ କାଠ ଖଣ୍ଡଗୁଡ଼ିକୁ ପରସ୍ପର ସହ ଘଷିବା ଦ୍ୱାରା ଘର୍ଷଣ ସୃଷ୍ଟି ହୋଇଥାଏ । ଯେତେବେଳେ ଘର୍ଷଣ ସହ ଗତି ହୁଏ, ସେତେବେଳେ ଗତିଜ ଶକ୍ତ, ତାଜ ଶକ୍ତିକୁ ରୂପାନ୍ତରିତ ହୁଏ । ଉଦାହରଣ ସ୍ୱରୂପ ଏକ [[ବହଳିଆ ପ୍ରବାହ|ବହଳିଆ]] ତରଳ ପଦାର୍ଥକୁ ଘାଣ୍ଟିବା । ବିଭିନ୍ନ ପ୍ରକାରର ଘର୍ଷଣର ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ ଫଳାଫଳ ହେଉଛି ଘଷିହେବା, ଯାହାଫଳରେ ପ୍ରଦର୍ଶନ ନିମ୍ଙଗାମୀ ହୁଏ ବା ଉପାଦାନର କ୍ଷୟ ଘଟେ । ଘର୍ଷଣ [[ଗତି]] ବିଜ୍ଞାନର ଏକ ଅଂଶ ଅଟେ ।
ଘର୍ଷଣ ନିଜେ ଏକ [[ମୌଳିକ ବଳ]] ନୁହେଁ । ଶୁଷ୍କ ଘର୍ଷଣ ଭିତର ପୃଷ୍ଠତଳ ମଧ୍ୟରେ ଦୃଢ ସଂସ୍ପର୍ଶତା, ବନ୍ଧୁରତା, ବିରୂପତା, ପ୍ରଭୃତି ଫଳରେ ସୃଷ୍ଟି ହୋଇଥାଏ । ଏହିସବୁ ପାରସ୍ପାରିକ କ୍ରିୟାର ଜଟିଳତା, [[ପ୍ରଥମ ମୂଳତତ୍ତ୍ୱ]]ର ଅସାଧ୍ୟତା ଓ [[ପ୍ରମାଣସିଦ୍ଧ ପଦ୍ଧତି]]ର ଆବଶ୍ୟକୀୟ ବ୍ୟବହାରରୁ ସିଦ୍ଧାନ୍ତର ଉନ୍ନତି ଓ ବିଶ୍ଳଷଣ ପାଇଁ ଘର୍ଷଣର ଗଣନା କରିଥାଏ । .
==ଇତିହାସ==
ସର୍ପୀ ଘର୍ଷଣର ସର୍ବୋତ୍କୃଷ୍ଟ ନିୟମ [[ଲିଓନାର୍ଡୋ ଦା ଭିନ୍ସି]]ଙ୍କ ଦ୍ୱାରା ଆବିଷ୍କାର ହୋଇଥିଲା, ମାତ୍ର ଏହା ତାଙ୍କର ଖାତାରେ ଅପ୍ରକାଶିତ ଭାବେ ଥିଲା ।<ref name="Dowson" >{{cite book |last=Dowson |first=Duncan |title=History of Tribology, 2nd Edition |publisher=Professional Engineering Publishing |year=1997 |isbn=1-86058-070-X}}</ref><ref name="Armstrong" >{{cite book |last=Armstrong-Hélouvry |first=Brian |title=Control of machines with friction |publisher=Springer |year=1991 |location=USA |pages=10 |url=https://books.google.com/?id=0zk_zI3xACgC&pg=PA10 |isbn=0-7923-9133-0}}</ref><ref name="VanBeek">{{cite web |last=van Beek |first=Anton |title=History of Science Friction |publisher=tribology-abc.com |url=http://www.tribology-abc.com/abc/history.htm |accessdate=2011-03-24}}</ref> These rules were rediscovered by [[Guillaume Amontons]] in 1699. Amontons presented the nature of friction in terms of surface irregularities and the force required to raise the weight pressing the surfaces together. This view was further elaborated by [[Bernard Forest de Bélidor]] <ref>[[Bernard Forest de Bélidor|Forest de Bélidor, Bernard]]. "[http://gallica.bnf.fr/ark:/12148/btv1b53032692q.r=Belidor%2C%20Bernard%20Forest%20de Richtige Grund-Sätze der Friction-Berechnung]" ("Correct Basics of Friction Calculation"), 1737, (in [[German language|German]])</ref> and [[Leonhard Euler]] (1750), who derived the [[angle of repose]] of a weight on an inclined plane and first distinguished between static and kinetic friction.<ref>{{cite web
==ଆଧାର==
"https://or.wikipedia.org/wiki/ଘର୍ଷଣ"ରୁ ଅଣାଯାଇଅଛି