"ଘର୍ଷଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{ଅନ୍ୟ ବ୍ୟବହାର ପାଇଁ}}
{{Classicalଚିରସମ୍ମତ mechanicsବଳ ବିଜ୍ଞାନ|cTopic=Core topics}}
'''ଘର୍ଷଣ''' କଠିନ ପୃଷ୍ଠଭୂମି, ତରଳ ଓ ଗ୍ୟାସୀୟ ସ୍ତର ଏବଂ ପରସ୍ପର ଘଷି ହେଉଥିବା ବସ୍ତୁ ମଧ୍ୟରେ ସୃଷ୍ଟି ହେଉଥିବା [[ବଳ]] ।<ref>http://www.merriam-webster.com/dictionary/friction</ref> ବିଭିନ୍ନ ପ୍ରକାରର ଘର୍ଷଣ ଅଛି :
*'''ଶୁଷ୍କ ଘର୍ଷଣ''' ପରସ୍ପର ସଂସ୍ପର୍ଶରେ ଆସୁଥିବା ଦୁଇଟି କଠିନ ବସ୍ତୁ ମଧ୍ୟରେ ହେଉଥିବା ଆପେକ୍ଷିକ ପାର୍ଶ୍ୱିକ ପ୍ରତିରୋଧ । ଶୁଷ୍କ ଘର୍ଷଣକୁ ପୁନର୍ବାର, ଦୁଇଟି ସ୍ଥିର ପୃଷ୍ଠ ମଧ୍ୟରେ ହେଉଥିବା ''ସ୍ଥିତିଶୀଳ ଘର୍ଷଣ'' (''[[ସ୍ଥିର ଘର୍ଷଣ]]'') ଓ ଦୁଇଟି ଗତିଶୀଳ ପୃଷ୍ଠ ମଧ୍ୟରେ ହେଉଥିବା ''ଗତିଜ ଘର୍ଷଣ''ରେ ବିଭକ୍ତ କରାଯାଏ ।
*'''ତରଳ ଘର୍ଷଣ''' ପରସ୍ପର ନିକଟକୁ ଆପେକ୍ଷିକ ଗତି କରୁଥିବା, ଦୁଇଟି [[ବହଳିଆ]] ତରଳ ପଦାର୍ଥ ମଧ୍ୟରେ ଥିବା ଘର୍ଷଣକୁ ବୁଝାଏ ।
*'''ଚର୍ମ ଘର୍ଷଣ''' [[ଘୋଷଡା ବଳ (ପଦାର୍ଥ ବିଜ୍ଞାନ)|ଘୋଷଡା ବଳ]]ର ଏକ ଅଂଶ, ଯାହା ଶରୀରରେ ପ୍ରବାହିତ ତରଳ ପଦାର୍ଥ ମଧ୍ୟରେ ସୃଷ୍ଟି ହୋଇଥାଏ ।
*'''ଅନ୍ତଃ ଘର୍ଷଣ''', କଠିନ ପଦାର୍ଥ ଅନ୍ୟ ଏକ [[ରୂପ ପରିବର୍ତ୍ତନ (ଚିରସମ୍ମତ ବଳ ବିଜ୍ଞାନ)|ରୂପକୁ ପରିବର୍ତ୍ତିତ]] ହେଲା ବେଳେ, ତାକୁ ତିଅରି କରୁଥିବା ଉପାଦାନମାନଙ୍କ ମଧ୍ୟରେ ଥିବା ଗତି ରୋଧକ ବଳ ।<ref name="Meriam"/>
ଯେତେବେଳେ ପରସ୍ପର ସଂସ୍ପର୍ଶରେ ଥିବା ପୃଷ୍ଠତଳ ପରସ୍ପର ନିକଟକୁ ଗତି କରିବାକୁ ଆରମ୍ଭ କରନ୍ତି, ସେମାନଙ୍କ ମଧ୍ୟରେ ସୃଷ୍ଟି ଘର୍ଷଣ, [[ଗତିଜ ଶକ୍ତି]]କୁ [[ତାପଜ ଶକ୍ତି]]ରେ ପରିବର୍ତ୍ତନ କରେ (ଅର୍ଥାତ୍ ଏହା [[କାର୍ଯ୍ୟ (ପଦାର୍ଥ ବିଜ୍ଞାନ)|କାର୍ଯ୍ୟ]]କୁ [[ତାପ]]ରେ ପରିବର୍ତ୍ତନ କରେ । ଏହି ଗୁଣର ଏକ ନାଟକୀୟ ଫଳାଫଳ ମଧ୍ୟ ରହିଛି, ଯେପରି ନିଆଁ ଜଳେଇବା ପାଇଁ କାଠ ଖଣ୍ଡଗୁଡ଼ିକୁ ପରସ୍ପର ସହ ଘଷିବା ଦ୍ୱାରା ଘର୍ଷଣ ସୃଷ୍ଟି ହୋଇଥାଏ ।
==ଆଧାର==
{{ଅଧାର}}
"https://or.wikipedia.org/wiki/ଘର୍ଷଣ"ରୁ ଅଣାଯାଇଅଛି