"ଘର୍ଷଣ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
No edit summary |
||
୧ କ ଧାଡ଼ି:
{{ଅନ୍ୟ ବ୍ୟବହାର ପାଇଁ}}
{{Classical mechanics|cTopic=Core topics}}
'''ଘର୍ଷଣ''' କଠିନ ପୃଷ୍ଠଭୂମି, ତରଳ ଓ ଗ୍ୟାସୀୟ ସ୍ତର ଏବଂ ପରସ୍ପର ଘଷି ହେଉଥିବା ବସ୍ତୁ ମଧ୍ୟରେ ସୃଷ୍ଟି ହେଉଥିବା [[ବଳ]] ।
*'''ଶୁଷ୍କ ଘର୍ଷଣ''' ପରସ୍ପର ସଂସ୍ପର୍ଶରେ ଆସୁଥିବା ଦୁଇଟି କଠିନ ବସ୍ତୁ ମଧ୍ୟରେ ହେଉଥିବା ଆପେକ୍ଷିକ ପାର୍ଶ୍ୱିକ ପ୍ରତିରୋଧ । ଶୁଷ୍କ ଘର୍ଷଣକୁ ପୁନର୍ବାର, ଦୁଇଟି ସ୍ଥିର ପୃଷ୍ଠ ମଧ୍ୟରେ ହେଉଥିବା ''ସ୍ଥିତିଶୀଳ ଘର୍ଷଣ'' (''[[ସ୍ଥିର ଘର୍ଷଣ]]'') ଓ ଦୁଇଟି ଗତିଶୀଳ ପୃଷ୍ଠ ମଧ୍ୟରେ ହେଉଥିବା ''ଗତିଜ ଘର୍ଷଣ''ରେ ବିଭକ୍ତ କରାଯାଏ ।
*'''ତରଳ ଘର୍ଷଣ''' ପରସ୍ପର ନିକଟକୁ ଆପେକ୍ଷିକ ଗତି କରୁଥିବା, ଦୁଇଟି [[ବହଳିଆ]] ତରଳ ପଦାର୍ଥ ମଧ୍ୟରେ ଥିବା ଘର୍ଷଣକୁ ବୁଝାଏ ।<ref name="Beer">{{cite book
| title = Vector Mechanics for Engineers
| edition = ଷଷ୍ଠ
| last = ବିଅର
| first = ଫର୍ଡ଼ିଣ୍ଡାଡ ପି.
| authorlink = ଫର୍ଡ଼ିଣ୍ଡାଡ ବିଅର
|author2=ଇ. ରଶେଲ ଜନଶନ୍, କନିଷ୍ଠ
| page = ୩୯୭
| year = ୧୯୯୬
| publisher = ମ୍ୟାକ୍ଗ୍ର-ହିଲ୍
| isbn = 0-07-297688-8}}</ref><ref name="Meriam">{{cite book
| title = ବୈଷୟିକ ବଳବିଜ୍ଞାନ
| edition = ପଞ୍ଛମ
| last = ମେରିଆମ
| first = ଜେ. ଏଲ୍.
|author2=ଏଲ୍. ଜି. କ୍ରେଗ୍
| page = ୩୨୮
| year = ୨୦୦୨
| publisher = ଜନ୍ ୱିଲି & ସନ୍ସ
| isbn = 0-471-60293-0}}</ref>
|