"ହିନ୍ଦୁ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ, ମାନେ → ମାନେ, ଦେବାଦେବୀ → ଦେବଦେବୀ using AWB
No edit summary
୧ କ ଧାଡ଼ି:
{{ଛୋଟ|Hinduism}}
{{copy edit}}
[[ହିନ୍ଦୁଧର୍ମ ଏକ ଧାର୍ମିକ ମତବାଦ ବା ଧାରା ଯାହା ମୁଖ୍ୟତଃ ଭାରତୀୟ ଉପମହାଦେଶ ରେ ଅନୁସରଣ ହୋଇଥାଏ । ହିନ୍ଦୁ]]ମାନଙ୍କର ଧର୍ମକୁଧର୍ମର ଉତ୍ପତ୍ତି ସମୟ ବିଷୟ ରେ ମତପାର୍ଥକ୍ୟ ଥିଲେ ମଧ୍ୟ ଏହା ପ୍ରାୟ ଖୀ.ପୂ. ୨୦୦୦ - ୧୫୦୦ ମଧ୍ୟରେ ଉତ୍ପତ୍ତି ହୋଇଥିଲା ବୋଲି ଅନେକ ମତ ଦିଅନ୍ତି । ବେଦ '''ହିନ୍ଦୁ ମାନଙ୍କର ପ୍ରଧାନ ଧର୍ମ'''କୁହାଯାଏ ଗ୍ରନ୍ଥ ଅଟେ । ୯୨ କୋଟି ଧର୍ମାବଲମ୍ବୀଙ୍କ ସହିତ ହିନ୍ଦୁଧର୍ମ, [[ଖ୍ରୀଷ୍ଟ]] ଓ [[ଇସଲାମ]] ଧର୍ମ ପରେ ଦୁନିଆର ୩ୟ ବଡ଼ ଧର୍ମ । ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀ [[ଭାରତ]] ଓ [[ନେପାଳ]]ରେ ବସବାସ କରନ୍ତି। <ref name="ହିନ୍ଦୁ ଧର୍ମ">{{cite web
| url = http://www.religioustolerance.org/hinduism.htm
| title = ହିନ୍ଦୁ ଧର୍ମ
୧୨ କ ଧାଡ଼ି:
 
== ସ୍ଥାପନ ==
ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ସ୍ଥାପନା କରାଯାଇନାହିଁ । ଏହା ପ୍ରାଚୀନମୁଖ୍ୟତଃ କାଳରୁବେଦ ଭିନ୍ନଉପରେ ଭିନ୍ନପର୍ଯ୍ୟବେସିତ ମତ ତେବେ ବିଶ୍ଵାସରୁହିନ୍ଦୁଧର୍ମରେ ଉତ୍ପନ୍ନବହୁମତ ହେଇଛିବହୁପଥ ର ସହାବସ୍ଥାନ ଘଟିଛି । ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ । ହିନ୍ଦୁଧର୍ମର ମୂଳସତ୍ତ୍ଵ - ସତ୍ୟ, ଅହିଂସା, ଦୟା, କ୍ଷମା ଓ ଦାନ। ସେଥିପାଇଁ ନିଜର ମନ, ବଚନ ଓ କର୍ମ ଦ୍ଵାରା ହିଂସାଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ । ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। ପୁରାଣ ଅନୁସାରେ [[ପୃଥିବୀ]]ର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା । ଏହାକୁ [[ସନାତନ ଧର୍ମ]] ମଧ୍ୟ କୁହାଯାଏ ।
== ନାମକରଣ ==
[[ହିନ୍ଦୁ]] ଶବ୍ଦଟି [[ସିନ୍ଧୁନଦୀ]]ରୁ ଆସିଅଛି । ଆରବୀ ଭାଷାରେ ଅଲ୍‌-ହିନ୍ଦ୍ ଶବ୍ଦର ଅର୍ଥ ସିନ୍ଧୁ ନଦୀ ପାର୍ଶ୍ଵରେ ବାସ କରୁଥିବା ଲୋକମାନଙ୍କୁ ବୁଝାଉଥିଲା ଓ ଏହି ଶବ୍ଦକୁ ୟୁରୋପ ଦେଶମାନେ ଗ୍ରହଣ କରିଥିଲେ । [[ସିନ୍ଧୁନଦୀ]] ତୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ, ଆରବିକ ଅଧିବାସୀମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ । ସିନ୍ଧୁନଦୀର ପୂର୍ବଦେଶ [[ହିନ୍ଦୁସ୍ତାନ]],ସେଠାରେ ରହୁଥିବା ଅଧିକାଂଶ ଅଧିବାସୀ [[ହିନ୍ଦୁ]] ।