"ବ୍ରାହ୍ମ ସମାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: ମୋବାଇଲ ୱେବ ବଦଳ
ସଂଶୋଧନ
୨୭ କ ଧାଡ଼ି:
ଜୀବନର ଶେଷ ପାଦକୁ ସାମାଜିକ ସଂସ୍କାର ଏବଂ ଅନ୍ୟାନ୍ୟ ଜନହିତକର କାର୍ଯ୍ୟରେ ଆତ୍ମନିବେଶ କରି ପରିଶେଷରେ ୧୮୩୩ ମସିହାରେ ଇଂଲଣ୍ଡସ୍ଥିତ ବ୍ରିଷ୍ଟଲ ସହରରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
==ଆଧାର==
 
==ରାଜା ରାମମୋହନ ରାୟଙ୍କ ଅବଦାନ==
ବ୍ରାହ୍ମ ସମାଜ ପ୍ରତିଷ୍ଠା କରିବାରେ ରାମମୋହନ ରାୟଙ୍କ ଅବଦାନ ଅନେକ ଥିଲା। ନିଜ ଜୀବନକାଳ ମଧ୍ୟରେ ଅଦମ୍ୟ ପ୍ରୟାସ ଦ୍ବାରା ସେ ବ୍ରହ୍ମ ସମାଜ ପ୍ରତିଷ୍ଠା କରାଇପାରିଥିଲେ।
===ବାଲ୍ୟଜୀବନ===
ବଙ୍ଗପ୍ରଦେଶସ୍ଥ ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ରାଧାକାନ୍ତପୁର ଗ୍ରାମରେ ଗୋଟିଏ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ୧୭୭୪ ମେ ୨୨ ତାରିଖ ଦିନ ରାମମୋହନଙ୍କ ଜନ୍ମ। ତାଙ୍କ ପିତାଙ୍କ ନାମ ଥିଲା ରମାକାନ୍ତ ରାୟ ଓ ମାତାଙ୍କ ନାମ ଥିଲା ତାରିଣୀ ଦେବୀ। ପ୍ରଚୁର୍ଯ୍ୟଳ ଐଶ୍ବର୍ଯ୍ୟ ମଧ୍ୟରେ ରାମମୋହନ ରାୟ ତାଙ୍କର ବାଲ୍ୟାବସ୍ଥା ଅତିବାହିତ କରିଥିଲେ ମଧ୍ୟ ବାଲ୍ୟଚାଳରୁ ଧର୍ମ ପୁସ୍ତକ ପଠନରେ ତିଙ୍କର ଯଥେଷ୍ଟ ଆଗ୍ରହ ପ୍ରକାଶ ପାଇଥିଲା। ଅନ୍ୟାନ୍ୟ ଭାଷା ଅଧ୍ୟୟନରେ ମଧ୍ୟ ତାଙ୍କର ପ୍ରବଳ ଆଗ୍ରହ ଜନ୍ମିବାରୁ ଅଲ୍ପଦିନ ମଧ୍ୟରେ ସେ ସଂସ୍କୃତ, ପାରସିକ, ଆରବିକ ଏବଂ ଇଂରାଜୀ ଭାଷାରେ ପ୍ରସିଦ୍ଧି ଲାଭ କରିବା ସଙ୍ଗେ ସଙ୍ଗେ ଇଟାଲୀ ଓ ଗ୍ରୀକ୍ ଭାଷାରେ ମଧ୍ୟ ଚିଛି ଜ୍ଞାନ ଆହାରଣ କରିପାରିଥିଲେ।
===ହିନ୍ଦୁ ଦର୍ଶନର ପରିବର୍ତ୍ତନ ସମ୍ପର୍କରେ ସୂଚନା===
ଧର୍ମଗ୍ରନ୍ଥ ଅଧ୍ୟୟନ କରିବା ସମୟରେ ରିମମୋସନ ଅତି ଦୁଃଖର ସହିତ ଆବିଷ୍ଷ୍କାର କରିଥିଲେ ଯେ ବେଦରେ ଉଦଘୋଷିତ ହୋଇଥିବା ହିନ୍ଦୁ ଦର୍ଶନ କାଳକ୍ରମେ ରକ୍ଷଣଶୀଳ ବ୍ରାହ୍ମଣମାନଙ୍କ ଦ୍ବାରା କିଛି ପରିମାଣରେ ପରିବର୍ତ୍ତିତ ହୋଇଯାଇଛି। ସେ ନିଜେ ବଙ୍ଗଳା ଭାଷାରେ ଏକ କ୍ଷୁଦ୍ର ପୁସ୍ତିକା ପ୍ରକାଶ କରି ପ୍ରତ୍ୟକ୍ଷ ଭାବରେ ଘୋଷଣା କରିଥିଲେ ଯେ ଭାରତୀୟ ଦର୍ଶନରେ ପ୍ରତିମାପୂଜାର ସ୍ଥାନ ନାହିଁ। ଏତାଦୃଶ ଲେଖାପାଇଁ ତାଙ୍କ ରକ୍ଷଣଶୀଳ ପିତା ତାଣ୍ଠ ଉପରେ ବିରକ୍ତ ହୋଇ ତାଙ୍କୁ ଗୃହରୁ ବହିଷ୍କାର କରିଦେଇଥିଲେ। ତେଣୁ ସେ ଜଣେ ନିର୍ବାସିତର ଜୀବନଯାପନ କରିବା ବ୍ୟତୀତ ରାମମୋହନଙ୍କ ଅନ୍ୟ ଚିଛି ଉପାୟ ନଥିଲା। ସେତେବେଳେ ସେ ମାତ୍ର ୧୫ ବର୍ଷର ଯୁବକ ଥିଲେ।
===ବିଭିନ୍ନ ଧର୍ମ ସମ୍ବନ୍ଧରେ ଜ୍ଞାନ ଅହାରଣ===
===ବ୍ରହ୍ମ ସମାଜ ପ୍ରତିଷ୍ଠା ଓ ଉପାଧିରେ ଭୂଷିତ===
===ସାମାଜିକ ଓ ଧର୍ମଗତ ବାଣୀ===
===ରାଜନୈତିକ ଜାଗରଣ===
===ସାମାଜିକ ଓ ଆଧ୍ୟାତ୍ମିକତା ସଂସ୍କାର===
===କୃତିତ୍ୟ===