"ଚୈତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ମୂଳ ନାମ
୧ କ ଧାଡ଼ି:
{{ଛୋଟ|Chaitra}}
 
ଚିତ୍ରା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]] ପଡୁଥିବା [[ମାସ|ଚାନ୍ଦ୍ରମାସକୁ]] '''ଚୈତ୍ର''' ବା '''ଚଇତ''' ('''ଚଇତ୍ର''' ନାମରେ ମଧ୍ୟ ଜଣା) ମାସ କୁହାଯାଏ । ସମ୍ବତ ଗଣନାରେ ଏହା ବର୍ଷର ପ୍ରଥମ ମାସ । ଏହାର ପୂର୍ବବର୍ତ୍ତୀ ମାସ [[ଫାଲଗୁନ]] ଓ ପରବର୍ତ୍ତୀ ମାସ [[ବୈଶାଖ]] । ଚୈତ୍ର ବସନ୍ତ ଋତୁର ଦ୍ଵିତୀୟ ମାସ ।
 
== ପର୍ବପର୍ବାଣୀ ==
"https://or.wikipedia.org/wiki/ଚୈତ୍ର"ରୁ ଅଣାଯାଇଅଛି