"ରୀଲା ହୋତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୩ କ ଧାଡ଼ି:
 
ମହାନ ସଙ୍ଗୀତକାର ପୁଚି କଟେନାଙ୍କ ନିର୍ଦେଶିତ ଅପେରାରେ ରାମଲୀଳାରେ ୪୫ ଜଣ ଭାରତୀୟ ଏବଂ ପାଶ୍ଚାତ୍ୟ ଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଭୌଗୋଳିକ ଏବଂ ସାଂସ୍କୃତିକ ଭାବରେ ପୃଥକ ଦୁଇଟି ପ୍ରାନ୍ତର ରାମାୟଣ ମାଧ୍ୟମରେ ଏହି ସମ୍ମେଳନ ଏକ ସୁନ୍ଦର ଚିନ୍ତାଧାରା। <ref>http://www.hindustantimes.com/art/potpourri-of-culture-when-ramleela-meets-opera/article1-1294723.aspx</ref>
 
===ଆୟୋଜନ===
 
ସେ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ICCR (Indian Council for Cultural Relations)ଙ୍କ ମିଳିତ ସହଯୋଗରେ ଆନ୍ତର୍ଜାତୀୟ ପୁରାତନ କଳା ନାମକ ଏକ ଅଦ୍ୱିତୀୟ ଉତ୍ସବ ସମ୍ମିଳନୀର ଆୟୋଜନ କରିଥିଲେ। <ref>{{cite news| author =Promita Mukherjee| title =So, was your grandmom artistic?| newspaper =Mid-Day| date =May 10, 2011| url =http://www.mid-day.com/articles/so-was-your-grandmom-artistic/121444 }}</ref> ରାମଲୀଳା, ଶାସ୍ତ୍ରୀୟ ନୃତ୍ୟ, କବାଲି, ବିଦେଶୀ ନାଚ, ଫ୍ୟୁଜନ ଏବଂ କଣ୍ଢେଇନାଚ ଓ ଲୋକନୃତ୍ୟ ପରି ଏ ଗୁଡ଼ିକ ଦୀର୍ଘ ସପ୍ତାହାନ୍ତ ଉତ୍ସବ ଥିଲା।
 
ସେ ଦ୍ୱି-ଦିବସୀୟ ଆନ୍ତର୍ଜାତୀୟ ପୁରାତନ କଳା ଉତ୍ସବ 2012ର ଆୟୋଜନ କରିଥିଲେ। ଏ ସମୟରେ ଫ୍ୟୁଜନ ଆନ୍ତର୍ଜାତୀୟ ମିଳିତ ସଙ୍ଗୀତ ପରିବେଷଣ ଅନୁଷ୍ଠିତ ହୋଇଥିଲା। ଏଠାରେ ଚୀନ୍‌ରୁ ୱାଙ୍ଗ ଫେଇ, ଇରାନ୍‌ରୁ ବାହମନ ପାନାହି ଏବଂ ଭାରତରୁ ବେହେଲାରେ ଉସ୍ତାଦ୍ ଜୋହାର ଅଲି ସଙ୍ଗୀତ ସହିତ ରୀଲା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। <ref>{{cite news| author =Nidhi Gupta| title =Sing and dance to heal your soul| newspaper =[[The Sunday Guardian]]| date =May 20, 2012| url =http://www.sunday-guardian.com/young-restless/sing-and-dance-to-heal-your-soul }}</ref>
୨୦୧୩ରେ ଶାସ୍ତ୍ରୀୟ ଭାଷା, ବିଶେଷ କରି ସଂସ୍କୃତ ମାଧ୍ୟମରେ ଆନ୍ତର୍ଜାତୀୟ ପୁରାତନ କଳା ସଙ୍ଗୀତର ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଉତ୍ସବର ମୁଖ୍ୟ ବାକ୍ୟ ଥିଲା “ମନ୍ତ୍ରଭାଷା ସଂସ୍କୃତ” ଯେଉଁଠାରେ ରୀଲା ବୁକାରେଷ୍ଟ ଜାତୀୟ ଅପେରା ହାଉସ୍, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ପାଶ୍ଚାତ୍ୟ ଶାସ୍ତ୍ରୀୟ ସିମ୍ଫୋନୀ ସହିତ ନିଜ କଳାର ପ୍ରଦର୍ଶନ କରିଥିଲେ।<ref>{{cite news| author =Katyayini Singh| title =The Language of Healing| newspaper =[[The Indian Express]]| date =May 22, 2013| url =http://indianexpress.com/article/cities/delhi/the-language-of-healing/ }}</ref>
 
===ଦୂରଦର୍ଶନ===
 
ଦୂରଦର୍ଶନର ଭାରତୀ ଚ୍ୟାନେଲରେ “ସେଲିବ୍ରିଟୀମାନେ କ'ଣ କହନ୍ତି” (‘'''What Celebrities Say'''’) ଶିର୍ଷକ କାର୍ଯ୍ୟକ୍ରମରେ ଭାଗନେବାରେ ସେ ହେଉଛନ୍ତି ସର୍ବ କନିଷ୍ଠ ସେଲିବ୍ରିଟୀ ଏବଂ ଏକମାତ୍ର ଓଡ଼ିଶୀ କଳାକାର। <ref>{{cite news| title = What Celebrities say about DD Bharati| newspaper = [[Doordarshan]] India National T.V.| url = http://bharati.ddgov.in/what-celebrities-say-about-ddbharati.html| accessdate = 29 March 2014}}</ref> ଆଉ ତାଙ୍କ ସହିତ ଥିଲେ ପଦ୍ମଭୂଷଣ ରାଜା ରେଡ୍ଡୀ, ପଣ୍ଡିତ ବିର୍ଜୁ ମହାରାଜ, ଏବଂ ପଦ୍ମ ଭୂଷଣ ପଣ୍ଡିତ ଦେବୁ ଚୌଧୁରୀଙ୍କ ବିଶେଷ ବ୍ୟକ୍ତି। ଦୂରଦର୍ଶନରେ ତାଙ୍କ ସହିତ ଏକ ସାକ୍ଷାତକାର କାର୍ଯ୍ୟକ୍ରମ ହୋଇଥିଲା। <ref>https://www.youtube.com/watch?v=LJFBxS-OQIw</ref>
ସେ ରାଜ୍ୟ ସଭା ଟିଭିର ଭାରତର ରଙ୍ଗ (Colors of India )ସିରିଜ୍ ପାଇଁ ଫ୍ୟୁଜନ ନୃତ୍ୟ ନିର୍ମାଣ ଓ ପ୍ରଦର୍ଶନ କରିଥିଲେ। <ref>{{cite news| author =Rajya Sabha| title =Fusion dance on Sanskrit| newspaper =[[Doordarshan]] Rajya Sabha TV| date =Jun 22, 2013| url =https://www.youtube.com/watch?v=on_zxM5VXxU }}</ref> ପୂର୍ବରୁ ସେ ଲୋକସଭା ଦୂରଦର୍ଶନ ସିରିଜ୍ " ସଂସ୍କୃତିର ରାଜ୍ୟ "State of Culture" ପାଇଁ ମଧ୍ୟ ପ୍ରଦର୍ଶନ କରିଥିଲେ। <ref>{{cite news| author =Lok Sabha| title =State of Culture| newspaper =[[Doordarshan]] Lok Sabha TV| date =Oct 11, 2012| url =https://www.youtube.com/watch?v=9X8MuK7GnFw }}</ref>
 
'''ସାମ୍ପ୍ରଦାୟିକ ଉନ୍ନତି'''
 
ନିଜର ନିଃସ୍ୱାର୍ଥ 'ସେବା' ହିସାବରେ ୨୦୦୮ ମସିହାରୁ ରୀଲା ତାଙ୍କର ନାଚକୁ ଝାଡଖଣ୍ଡର ସ୍ଥାନୀୟ ସମ୍ପ୍ରଦାୟ ରିଖିଆକୁ ଶିକ୍ଷା ଦେଇ ଆସୁଛନ୍ତି।
 
==ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ==
 
ରୀଲା ହୋତା ଅନେକ ସମ୍ମାନଜନକ ଭାରତୀୟ ନୃତ୍ୟ ଉତ୍ସବରେ ପ୍ରଦର୍ଶନ କରିଛନ୍ତି। କେତେକ ଉଲ୍ଲେଖଯୋଗ୍ୟ ପ୍ରଦର୍ଶନର ତାଲିକା ଏଠାରେ ଦିଆଗଲା।
# କାର୍ତ୍ତିକ ପୂର୍ଣ୍ଣିମା, ଇଟରନାଲ ମେୱାର ଫେଷ୍ଟିଭାଲ <ref>http://www.eternalmewar.in/Kartik-Poornima/Over-The-Years.html</ref>
# ନଭେମ୍ବର, 1998 – ଶିବଙ୍କ କାହାଣୀ, ଶ୍ରୀରାମ ସେଣ୍ଟର ଅଫ ଆର୍ଟ ଏଣ୍ଡ କଲ୍‌ଚର, ନୂଆ ଦିଲ୍ଲୀ<ref>{{cite news |title=WHAT'S DOING IN; New Delhi |first=Dugger |last=Celia W. |url=http://www.nytimes.com/1998/10/18/travel/what-s-doing-in-new-delhi.html |newspaper=The New York Times |location=New York |date=18 October 1998 |accessdate=28 March 2014 }}</ref>
 
==ମୁଖ୍ୟ ଉପଲବ୍ଧି==
* ଦୂରଦର୍ଶନର ଭାରତୀ ଚ୍ୟାନେଲରେ “ସେଲିବ୍ରିଟୀମାନେ କ'ଣ କହନ୍ତି” (‘'''What Celebrities Say'''’) ଶିର୍ଷକ କାର୍ଯ୍ୟକ୍ରମରେ ପଦ୍ମଭୂଷଣ ରାଜା ରେଡ୍ଡୀ, ପଣ୍ଡିତ ବିର୍ଜୁ ମହାରାଜ, ଏବଂ ପଦ୍ମ ଭୂଷଣ ପଣ୍ଡିତ ଦେବୁ ଚୌଧୁରୀଙ୍କ ପରି ବିଶେଷ ବ୍ୟକ୍ତିମାନଙ୍କ ସହିତ ଭାଗନେବାରେ ସେ ହେଉଛନ୍ତି ସର୍ବ କନିଷ୍ଠ ସେଲିବ୍ରିଟୀ ଏବଂ ଏକମାତ୍ର ଓଡ଼ିଶୀ କଳାକାର। <ref>{{cite news| title = What Celebrities say about DD Bharati| newspaper = [[Doordarshan]] India National T.V.| url = http://bharati.ddgov.in/what-celebrities-say-about-ddbharati.html| accessdate = 29 March 2014}}</ref>
 
* ଆନ୍ତର୍ଜାତୀୟ [[BRICS]]ର ସେ ହେଉଛନ୍ତି ସର୍ବ କନିଷ୍ଠ ପ୍ରଦର୍ଶନକାରୀ ଏବଂ କଳା ନିର୍ଦ୍ଦେଶିକା <ref>[http://www.cci.gov.in/Newsletter/nl7.pdf CCI Newsletter Vol.7 Oct-Dec, 2013, Page-8]</ref> [[CAPAM]] ଏବଂ CVC କନଫେରେନ୍ସ, ଭାରତ ସରକାରଙ୍କଦ୍ୱାରା
* ୨୦୦୬ରେ ସେ ସାଂସ୍କୃତିକ ସମ୍ପର୍କପାଇଁ ଭାରତୀୟ କାଉନସିଲ (ICCR) ତାଙ୍କୁ ଭାରତୀୟ ନୃତ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାରପାଇଁ ମରିସସ୍, ବୋଷ୍ଟୱାନା, ଜିମ୍ୱାୱେ, ଜାମ୍ବିଆ, ଦକ୍ଷିଣ ଆଫ୍ରିକା ଆଦି ପାଞ୍ଚଟି ଦେଶକୁ ପଠାଇଥିଲେ। <ref>{{cite news| author =Lexpress| title =Reela Hota, danseuse du sublime| newspaper =Lexpress| date =Apr 27, 2006| url =http://www.lexpress.mu/article/reela-hota-danseuse-du-sublime }}</ref>
 
==ପୁରସ୍କାର==
# ସନାତନ ସଙ୍ଗୀତ ସଂସ୍କୃତିଙ୍କଦ୍ୱାରା ୨୦୦୭ରେ ଭାରତୀୟ କଳାକୁ ଅସାଧାରଣ ଅବଦାନ ପାଇଁ ସନାତନ ନୃତ୍ୟ ପୁରସ୍କାର<ref>[http://www.artindia.net/reela Art India]</ref>