"ଗଣେଶ୍ୱର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଜନ୍ମ ଓ ମୃତ୍ୟୁ ତାରିଖ ସଜଡା ଗଲା
No edit summary
୪୯ କ ଧାଡ଼ି:
 
== ସାହିତ୍ୟିକ ଜୀବନ ==
ଗଣେଶ୍ୱର ମିଶ୍ର ଓଡ଼ିଆ, ଇଂରାଜୀ ବ୍ୟତିତ ହିନ୍ଦୀ, ବଙ୍ଗଳା ଓ ସଂସ୍କୃତ ସାହିତ୍ୟରେ ପାରଦର୍ଶୀ ଥିଲେ । ସେ ୮ଟି ଉପନ୍ୟାସ, ୫ଟି ଗଳ୍ପ ସଂକଳନ, ୫ଟି ଭ୍ରମଣ କାହାଣୀ, ୩ଟି ଫିଚର ସଂକଳନ, ୫ଟି ଅନୁବାଦ ପୁସ୍ତକ, ୧୦ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଛନ୍ତି । ସେ ନିଜ ଆତ୍ମଜୀବନୀ ଓ 'ଗାନ୍ଧିବାଦୀ ଶିକ୍ଷାବିତ ସର୍ବେଶ୍ଵର ଦାଶ' ଶୀର୍ଷକ ଜୀବନୀ ପୁସ୍ତକ ରଚନା କରିଛନ୍ତି । ବହୁ ଇଂରାଜୀ ପତ୍ରିକାର ସମ୍ପାଦନା ସହ, କିଛିଦିନ ପାଇଁ [[ସମାଜ (ଖବରକାଗଜ)|ସମାଜର]] ପରିଚାଳନା ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । [[ପ୍ରମେୟ]]ର ସେ ପ୍ରତିଷ୍ଠାତା ସମ୍ପାଦକ ଥିଲେ ।<ref>{{cite news|title=ଗଣେଶ୍ଵର ମିଶ୍ରଙ୍କଗଣେଶ୍ଵରଙ୍କ ପରଲୋକ|url=http://sambadepaper.com/Details.aspx?id=185083&boxid=23653851|accessdate=11 August 2015|newspaper=ସମ୍ବାଦ ୧୧/୦୮/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୫|date=11 August 2015}}</ref>
 
== ରଚନାବଳୀ ==