"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanaranjan sahu ହ୍ଵାଟ୍ସଅପ୍ ପୃଷ୍ଠାଟି ହ୍ଵାଟ୍ସଆପକୁ ଲେଉଟାଇଲେ: ଆଲୋଚନା:ହ୍ଵାଟ୍ସଆପ ଅନୁସାରେ
ଟିକେ Bot: Automated text replacement (-ହ୍ଵାଟ୍ସଅପ୍ +ହ୍ଵାଟ୍ସଆପ)
୨ କ ଧାଡ଼ି:
 
{{Infobox software
| name = ହ୍ଵାଟ୍ସଅପ୍ହ୍ଵାଟ୍ସଆପ ମେସେଞ୍ଜର୍
| logo = WhatsApp logo.svg
| logo_size= 250px
୮୫ କ ଧାଡ଼ି:
 
 
'''ହ୍ଵାଟ୍ସଅପ୍ହ୍ଵାଟ୍ସଆପ''' ସ୍ମାର୍ଟ ଫୋନରେ ଚାଲୁଥିବା ଏକ ପ୍ରସିଦ୍ଧ ତାତ୍-କ୍ଷଣିକ ବାର୍ତ୍ତାବହ ସେବା ବା ଯୋଗାଯୋଗ ଯନ୍ତ୍ର । ଏହାର ସାହାଯ୍ୟରେ ଇଣ୍ଟରନେଟ୍ ମାଧ୍ୟମରେ ଗୋଟିଏ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ବ୍ୟବହାରକାରି ଅନ୍ୟ ଏକ ବ୍ୟବହାରକାରିଙ୍କ ସ୍ମାର୍ଟ ଫୋନକୁ ଲେଖାଯାଇଥିବା ସଂଦେଶକୁ ପଠେଇପାରିବା । ଏହା ସହିତ ରେକର୍ଡ କରାଯାଇଥିବା ବାର୍ତ୍ତା, ଛବି, ଭିଡିଓ ତଥା ନିଜର ଅବସ୍ଥିତି (ଲୋକେସନ) ମଧ୍ୟ ପଠେଇପାରିବ ।
 
ସେପ୍ଟେମ୍ବର୍ ୨୦୧୫ ର ସ୍ଥିତି ଅନୁସାରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ୯୦ କୋଟିରୁ ଅଧିକ ବ୍ୟବହାରକାରିଙ୍କ ସହିତ ଏହା ବିଶ୍ୱର ଦ୍ଵିତୀୟ ଲୋକପ୍ରିୟ ତକ୍ଷଣ ମେସେଜିଙ୍ଗ୍ ସେବା ଭାବରେ ପରିଚିତ ହେଲା ।
 
ଫେସବୁକ୍ ଇନ୍ସ ୧୯ ଫେବୃଆରି ୨୦୧୪ ରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ଇନ୍ସ ୧୯ ଆରବ୍ ଡଲାର୍ ରେ କିଣିଥିଲା ।
 
 
୯୫ କ ଧାଡ଼ି:
==ଇତିହାସ==
 
Brian Acton ଏବଂ Jan Koum ୨୦୦୯ ମସିହାରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ଇନ୍ସ ର ପ୍ରତିଷ୍ଠା କରିଥିଲେ । ସେତେବେଳେ Brian Acton ଏବଂ Jan Koum, Yahoo! ର କର୍ମଚାରୀ ଥିଲେ । ସେପ୍ଟେମ୍ବର୍ ୨୦୦୭ ମସିହାରେ ସେ ଦୁହେଁ ନିଜର କର୍ମରୁ ବିରତି ନେଇ ସାଉଥ୍ ଆମେରିକା ଗ୍ରସ୍ତ ରେ ଯାଇଥିଲେ । ସେହି ସମୟରେ ସେମାନେ [[ଫେସବୁକ]] ରେ ନିଯୁକ୍ତି ପାଇଁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ ବର୍ଜିତ ହୋଇଥିଲେ । ଜାନୁଆରି ୨୦୦୯ ମସିହାରେ ସେ ଏକ iPhone କିଣିଥିଲେ ଏବଂ ତାର ବୃଦ୍ଧି ହେଉଥିବା ଆପ୍ ର ବାଣିଜ୍ୟ ଦେଖି ସେ ଚକିତ ହୋଇଜାଇଥିଲେ । ସେମାନେ Alex Fishman ଙ୍କ ସହିତ ଏକ iPhone ର ଡେଭେଲପର୍ Igor Solomennikov ଙ୍କ ମିଳିତ ଚେଷ୍ଟା ଫଳରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ର ପ୍ରତିଷ୍ଠା କରିଥିଲେ । Jan Koum ଙ୍କ ଜନ୍ମଦିନ, ଫେବୃଆରି ୨୪, ୨୦୦୯ ରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ଇନ୍ସକୁ କାର୍ଲିଫୋର୍ଣିଆ ଠାରେ ଉପାଦାନ ଭାବେ ଅନ୍ତର୍ଭୁକ୍ତ କରିଥିଲେ । କିନ୍ତୁ ପ୍ରାରମ୍ଭରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ଠିକ୍ ଭାବରେ ପରିଚାଳିତ ହୋଇନଥିଲା ।
 
ଜୁନ୍ ୨୦୦୯ ରେ Apple ର push notifications ର ଉଦ୍ଭାବନ ହେବା ପରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ର ନୁତନ ରୁପ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ୨.୦ ଭାବରେ ଦେଖିବାକୁ ମିଳିଥିଲା । ଏବଂ ଏହ ସହିତ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ର ବ୍ୟବହାରକାରିଙ୍କ ସଂଖ୍ୟା ୨୫୦,୦୦୦କୁ ବ୍ରୁଦ୍ଧି ପାଇଥିଲା । Koum ହ୍ଵାଟ୍ସଅପ୍ହ୍ଵାଟ୍ସଆପ ର ସଫଳତାକୁ ଦେଖି ସେ Acton ଏବଂ Yahoo! ର କେତେକ ଅବସର ପ୍ରାପ୍ତ କର୍ମଚାରୀଙ୍କ ମିଳିତ ସହଯୋଗ ରେ ନଭେମ୍ବର୍ ୨୦୦୯ ରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ କୁ iPhone ଷ୍ଟୋର୍ ରେ ଔପଚାରିକ ଭାବରେ ଆରମ୍ଭ କଲେ । Koum ତାଙ୍କର ଏକ ବନ୍ଧୁ Chris Peiffer ଙ୍କୁ କହି BlackBerry ପାଇଁ ଦୁଇ ମାସ୍ ମଧ୍ୟରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ କୁ ନିର୍ମିତ କରାଇଲେ ।
 
ଡିସେମ୍ବର୍ ୨୦୦୯ରେ iPhone ମାନଙ୍କରେ ପ୍ରଚଳିତ ହେଉଥିବା ହ୍ଵାଟ୍ସଅପ୍ହ୍ଵାଟ୍ସଆପ , ଛବି କୁ ମେସେଜିଙ୍ଗ୍ ମାଧ୍ୟମରେ ପଠାଇବାର ସକ୍ଷମ ହେଲା । ଏବଂ ୨୦୧୧ ମସିହାର ଆରମ୍ଭରୁ, ହ୍ଵାଟ୍ସଅପ୍ହ୍ଵାଟ୍ସଆପ କୁ iPhone ର ଷ୍ଟୋରରେ ପ୍ରଥମ ୨୦ ମାନଙ୍କ ମାଧ୍ୟରେ ଦେଖିବାକୁ ମିଳିଥିଲା ।
 
ଫେବୃଆରୀ ୧୦୧୩ ମଧ୍ୟରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ରେ ୨୦୦୦ ଲକ୍ଷ କ୍ରିୟାଶୀଳ ବ୍ୟବହାରକାରୀ ଏବଂ ୫୦ ରୁ ଉର୍ଦ୍ଧ କର୍ମଚାରୀ ଯୋଡ଼ିହୋଇଥିଲେ । ଡିସେମ୍ବର ୨୦୧୩ ବ୍ଲଗ ପୋଷ୍ଟ ରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ଦାବି କରିଥିଲା ଯେ ପ୍ରତି ମାସ ୪୦୦୦ ଲକ୍ଷ ବ୍ୟବହାରକାରୀ ମାନେ ଏହି ସୁବିଧା ଉପଲବ୍ଧ କରୁଅଛନ୍ତି । ଏପ୍ରିଲ ୨୦୧୪ ର କଳନା ହିସାବରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ରେ ମାସିକ ୫୦୦୦ଲକ୍ଷ ବ୍ୟବହାରକାରୀ ଥିଲେ । ଏହା ସହିତ ପ୍ରତିଦିନ ହିସାବରେ ୭୦୦୦ ଲକ୍ଷ ଛବି, ୧୦୦୦ ଲକ୍ଷ ଭିଡିଓ ଏବଂ ୧୦ ଆରବ ବାର୍ତ୍ତା ହ୍ଵାଟ୍ସଅପ୍ହ୍ଵାଟ୍ସଆପ ର ମେସେଜିଙ୍ଗ ପ୍ରଣାଳୀ ପରିଚାଳିତ କରୁଥିଲା । ପ୍ରତିଦିନ ୨୫୦ ଲକ୍ଷ ବ୍ୟବହରକାରୀମାନେ ତାର ଏହି ସେବାରେ ଯୋଡ଼ିହେଉଛନ୍ତି । ଭାରତବର୍ଷରୁ ୬୫୦ ଲକ୍ଷ ଲୋକ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ରେ ଏହି ତତ୍-କ୍ଷଣ ବାର୍ତ୍ତା ସେବାର ଉପଭୋଗ କରୁଅଛନ୍ତି ଏବଂ ଏମାନେ ବିଶ୍ୱର ଦଶ ପ୍ରତିଶତ ବ୍ୟବହରକାରୀଙ୍କ ମଧ୍ୟରେ ସାମିଲ ଅଛନ୍ତି । ଜାନୁଆରୀ ୨୦୧୫ ରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ବିଶ୍ୱର ଅଧିକାଂଶ ବ୍ୟବହୃତ ହେଉଥିବା ତତକ୍ଷଣ ମସେଜିଙ୍ଗ ଆପ ଭାବେ ପ୍ରସିଦ୍ଧ ହେଲା ।
 
ଫେବୃଆରୀ ୧୯, ୨୦୧୪ ରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ୧.୫ ଆରବ ଡ଼ଲାର ର ଦୁଃସାହସିକ ଅର୍ଥଯୋଗାଣ କରିବାରେ ସଫଳ ହୋଇଥିଲା । ଏହି ତାରିଖରେ ଫେସବୁକ ଘୋଷଣା କରିଥିଲା ଯେ ସେ ୧୯ ମିଲିୟନ ଆରବ ଡ଼ଲାର ରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ କୁ କିଣିବାକୁ ଯାଉଛି । ଏବଂ ଏହା ଫେସବୁକ ର ବଡ ପ୍ରାପ୍ତି ଥିଲା । ସେହି ସମୟରେ ଫେସବୁକ ର ହ୍ଵାଟ୍ସଅପ୍ହ୍ଵାଟ୍ସଆପ କୁ ୧୯ ମିଲିୟନ ଆରବ ଡ଼ଲାରରେ କିଣିବା ସବୁଠାରୁ ବଡ ଖରିଦ ଥିଲା ।
 
 
୧୧୨ କ ଧାଡ଼ି:
[[File:Whatsappweb.jpg|thumb|Whatsapp Web Snapshot|right]]
 
==ହ୍ଵାଟ୍ସଅପ୍ହ୍ଵାଟ୍ସଆପ ୱେବ୍==
 
ହ୍ଵାଟ୍ସଅପ୍ହ୍ଵାଟ୍ସଆପ ଔପଚାରିକ ଭାବରେ କମ୍ପୁଟରରେ ଏକ ୱେବ୍ କ୍ଲାଏଣ୍ଟ ଦ୍ଵାରା ହ୍ଵାଟ୍ସଅପ୍ହ୍ଵାଟ୍ସଆପ ୱେବ୍ ନାମରେ ପରିଚାଳିତ ହେଉଛି । ଜାନୁଆରି ୨୦୧୫ର ଶେସ ଆଡକୁ Koum ତାଙ୍କ ଫେସବୁକ୍ ପେଜ୍ ରେ ଏହା କହିଥିଲେ : "Our web client is simply an extension of your phone: the web browser mirrors conversations and messages from your mobile device—this means all of your messages still live on your phone". ହ୍ଵାଟ୍ସଅପ୍ହ୍ଵାଟ୍ସଆପ ୱେବ୍ ମାଧ୍ୟମରେ ଆମେ ନିଜର ଫୋନରେ ପୂର୍ବରୁ ନିର୍ମିତ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ଆକାଉଣ୍ଟ କୁ ନିଜର କମ୍ପୁଟରର ୱେବ ବ୍ରାଉଜରରେ ଦେଖିପାରିବା । ଏହା ଦ୍ଵାରା ଆମେ ନିଜର ହ୍ଵାଟ୍ସଅପ୍ହ୍ଵାଟ୍ସଆପ ଆକାଉଣ୍ଟକୁ କମ୍ପୁଟରରେ ଚଳାଇପାରିବା ଏବଂ ତାର ଲାଭ ନେଇପାରିବା । ହ୍ଵାଟ୍ସଅପ୍ହ୍ଵାଟ୍ସଆପ ୱେବ୍ କମ୍ପୁଟରରେ ଅନେକ ୱେବ୍ ବ୍ରାଉଜର୍ ରେ ପରିଚଳିତ ହୋଇପାରୁଛି କିନ୍ତୁ ଏହି ସୁବିଧା ମାଇକ୍ରୋସଫ୍ଟ୍ ଇଣ୍ଟରନେଟ ଏକ୍ସପ୍ଲୋରର୍ ନାମକ ଏକ ୱେବ୍ ବ୍ରାଉଜର୍ ରେ ପରିଚାଳିତ ହେଉନାହିଁ । ଜାନୁଆରି ୨୧, ୨୦୧୫ ସୁଦ୍ଧା ହ୍ଵାଟ୍ସଅପ୍ହ୍ଵାଟ୍ସଆପ ୱେବ୍ ସେବା ଆନ୍ଡ୍ରଏଡ୍, ଉଇନ୍ଡୋଜ୍, ଏବଂ ବ୍ଲାକବେରି ବ୍ୟବହାରକାରିଙ୍କ ମଧ୍ୟରେ ସିମିତ ଥିଲା । କିନ୍ତୁ ପରବର୍ତି କାଳରେ ଏହା ଆଇ.ଓ.ଏସ୍, ନୋକିଆ ଏସ୍୪୦, ଏବ୍ଂ ନୋକିଆ ଏସ୍୬୦ ର ବ୍ୟବହାରକାରିଙ୍କ ପାଖରେ ମଧ୍ୟ ଉପଲବ୍ଧ ହୋଇପାରିଛି ।
 
ଏହାର ଏକ ନୂତନ ରୁପ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ଟାଇମ୍ ବେସରକାରି ଭାବରେ ନିର୍ମିତ ହୋଇଛି । ଏହା ଏକ ସାଧାରଣ "Win32 application" ଜାହା କମ୍ପୁଟରରେ ପ୍ରଚାଳିତ ହୋଇବ ।
 
 
୧୨୩ କ ଧାଡ଼ି:
 
ହ୍ବାଟ୍ସଅପ୍ ରେ ବ୍ୟବହୃତ ପ୍ରୋଗ୍ରାମ ସ୍ମର୍ଟଫୋନ ରେ ଥିବା ଆଡ୍ରେସ ତାଲିକାରୁ ସେ ସ୍ବୟଂଚାଳିତ ଭାବରେ ଫୋନ ନମ୍ବର ତାର ସେଣ୍ଟ୍ରାଲ ଡାଟାବେଶ ସହ ତୁଳନା କରି ସେହି ଫୋନ ନମ୍ବର କୁ ସେ ତାର କଣ୍ଟାକଟ ଲିଷ୍ଟ ରେ ଯୋଡି ଥାଏ । କେତେକ ଡୁଆଲ ସିମ୍ ଫୋନ୍ ରେ ଏହା ପରିଚାଳିତ ହୋଇ ପାରୋନାହିଁ କିନ୍ତୁ ଅଧିକାଂଶ ଫୋନ ମାନଙ୍କରେ ଏହା ଠିକ ଭାବରେ ପରିଚାଳିତ ହେଉଅଛି ।
ଜାନୁଆରୀ ୨୦୧୫ ମସିହାରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ତାର ଏକ ନୂତନ ରୂପକୁ ଦେଖିବାକୁ ମିଳିଥିଲା । ଏହା ଥିଲା ତାର କଳିଙ୍ଗ କରିବାର ରୂପ ଏବଂ ଏହା ବହୁତ ପ୍ରସିଦ୍ଧି ମଧ୍ୟ ଲାଭ କଲା ।
 
ମଲ୍ଟିମିଡ଼ିଆ ମେସେଜ ପଠେଇଲେ ସେ ଫୋଟ ବା ଭିଡିଓ ଟି ପ୍ରଥମେ ଏକ HTTP Server ରେ ପହଂଚିଥାଏ ଏବଂ ତାପରେ ସେହି ଫଟୋ ବା ବାର୍ତା ର ଏକ ଲିଙ୍କ ଏବଂ ଥମ୍ବନେଲଟି ଅନ୍ୟ ଫୋନ କୁ ପହଂଚିଥାଏ । ତାହା ସେହି ଆକାରରେ ଷ୍ଟୋର ହେଇପାରିବ ବା ଯଦି ଆମେ ଚାହିଁବା ତେବେ ତାକୁ ଡାଉନଲୋଡ଼ କରି ମଧ୍ୟ ଦେଖି ପାରିବା ।
 
ଦୁଇ ଜଣ ବା ତାଠାରୁ ଅଧିକ ବ୍ୟବହାରକାରୀଙ୍କ ପାଖକୁ ଏକାସହିତ ମେସେଜ ପଠେଇବାପାଇଁ ହ୍ଵାଟ୍ସଅପ୍ହ୍ଵାଟ୍ସଆପ "store and forward mechanism" ର ସାହାଯ୍ୟ ନେଇଥାଏ । ଏହି ମେସେଜ ପ୍ରଥମେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ର ସର୍ଭର କୁ ଯାଏ ଏ ତା ପରେ ଅନ୍ୟ ଫୋନକୁ ପହଂଚିଥାଏ ।
 
 
==ପ୍ରତିଯୋଗିତା ଓ ଅଂଶିଦାର୍==
 
ହ୍ଵାଟ୍ସଅପ୍ହ୍ଵାଟ୍ସଆପ ଏସିଆର୍ ଅନେକ ପ୍ରସିଦ୍ଧ ମେସେଜିଙ୍ଗ୍ ସେବା ପ୍ରଦାନ କରୁଥିବା ଆପ୍ ଯେପରି ଉଇ ଚାଟ୍, ଭାଇବର୍, ଲାଇନ୍ ଭଳି ସଂସ୍ଥା ମାନଙ୍କ ସହ ପ୍ରତିଜୋଗିତା କରିଆସୁଛି । ଜୁନ୍ ୧୩, ୨୦୧୩ରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ଘୋଷଣା କରିଥିଲା ଯେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ଇଙ୍କ୍ସ୍ ପ୍ରତିଦିନ ୨୭ ଆରବ ବାର୍ତ୍ତାକୁ ପ୍ରକ୍ରିୟା କରୁଛି । ଏହା ସହିତ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ର କଲିଙ୍ଗ ସେବା ବହୁତ ଲୋକପ୍ରିୟ ହୋଇଛି ।
 
ଏପ୍ରିଲ୍ ୨୦୧୪ ରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ୫୦୦୦ ଲକ୍ଷ ବ୍ୟବହାରକାରିଙ୍କ ସଂଖ୍ୟ ଅତିକ୍ରମ କରିଥିଲା ।
 
ମେ ୨୦୧୪ ରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ୫୦୦ ଲକ୍ଷ ଭାରତର ବ୍ୟବହାରକାରିଙ୍କ ସଂଖ୍ୟ ଅତିକ୍ରମ କରିଥିଲା ଏବଂ ଭାରତରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ର ମାସିକ ବ୍ୟବହାରକାରିଙ୍କ ସଂକ୍ଷା ସବୁଠାରୁ ଅଧିକ ବୋଲି ମଧ୍ୟ ପ୍ରକାସ ପାଇଥିଲା ।
 
ଅକ୍ଟୁବର୍ ୨୦୧୪ ରେ ହ୍ଵାଟ୍ସଅପ୍ହ୍ଵାଟ୍ସଆପ ୭୦୦ ଲକ୍ଷ ଭାରତର ବ୍ୟବହାରକାରିଙ୍କ ସଂଖ୍ୟ ଅତିକ୍ରମ କରିଥିଲା ଯାହାକି ହ୍ଵାଟ୍ସଅପ୍ହ୍ଵାଟ୍ସଆପ ର ଦସ ପ୍ରତିସତ ଭାଗ ଗ୍ରହଣ କରିଥିଲା ।
 
==ଆଧାର==