"ଜାନକୀ ବଲ୍ଲଭ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (-ବିଧାନସଭା +ବିଧାନ ସଭା)
୩୮ କ ଧାଡ଼ି:
 
==ରାଜନୈତିକ ଜୀବନ==
ଜାନକୀବଲ୍ଲଭ କୈଶୋରରୁ ଛାତ୍ର ରାଜନୀତି ସହ ଜଡ଼ିତ ଥିଲେ । ୧୯୫୦ ମସିହାରେ ସେ ରାଜ୍ୟ ଯୁବକଂଗ୍ରେସ ସଭାପତି ଥିଲେ । ୧୯୫୪ରୁ ୧୯୬୦ ମସିହା ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ରହି ଅାସିଥିଲେ । ୧୯୭୧ ମସିହାରେ ପ୍ରଥମ ଥର ଲାଗି ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । [[ଇନ୍ଦିରା ଗାନ୍ଧୀ]]ଙ୍କ କ୍ୟାବିନେଟ୍‍ରେ ୧୯୭୩ରୁ ୧୯୭୫ ପର୍ଯ୍ୟନ୍ତ ସେ ପ୍ରତିରକ୍ଷା ଉପମନ୍ତ୍ରୀ ଓ ପରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୮୦ ଜାନୁଅାରୀ ସାଧାରଣ ନିର୍ବାଚନରେ ପୁଣିଥରେ ଲୋକ ସଭାକୁ ନିର୍ବାଚିତ ହୋଇ ସେ ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଓ ଶ୍ରମ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ । ୧୯୮୦ ଜୁନ ମାସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିଲେ ଜାନକୀବଲ୍ଲଭ ଓ [[ଆଠଗଡ଼ (ବିଧାନସଭାବିଧାନ ସଭା ନିର୍ବାଚନମଣ୍ଡଳୀ)|ଅାଠଗଡ଼ ନିର୍ବାଚନ ମଣ୍ଡଳୀ]]ରୁ ଉପନିର୍ବାଚନରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ୧୯୮୫ ନିର୍ବାଚନରେ ସେ ଉଭୟ [[ଖୋର୍ଦ୍ଧା (ବିଧାନସଭାବିଧାନ ସଭା ନିର୍ବାଚନମଣ୍ଡଳୀ)|ଖୋର୍ଦ୍ଧା]] ଓ ଅାଠଗଡ଼ ଅାସନରୁ ବିଧାନସଭାକୁବିଧାନ ସଭାକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଜାନକୀବଲ୍ଲଭଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ବ୍ୟାପକ ଔଦ୍ୟୋଗିକ ବିକାଶ ଘଟିଥିଲା । ୧୯୯୫ ମସିହାରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୯ ମସିହାରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାନକୀବଲ୍ଲଭଙ୍କୁ ଅାସାମର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ସେହିବର୍ଷ ଡିସେମ୍ୱର ୧୧ତାରିଖରେ ସେ ମହାମହିମ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।<ref name=ରାଜଭବନ>{{cite web|last=ପଣ୍ଡା|first=ଶୁଭ୍ରାଂଶୁ|title=ରାଜଭବନରେ ଓଡ଼ିଆ|url=http://sambadepaper.com/epaperpdf%5C11122014%5C11-md-bm-8.pdf|publisher=ସମ୍ବାଦ|accessdate=13 December 2014}}</ref>
<!--
* [[ଓଡ଼ିଶା|ଓଡ଼ିଶାରେ]]: ତିନିଥର [[ଓଡ଼ିଶା]]ରମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ
୪୪ କ ଧାଡ଼ି:
** ୧୯୮୫ ମସିହା
** ୧୯୯୫ ମସିହା
** ଓଡ଼ିଶା ବିଧାନସଭାରେବିଧାନ ସଭାରେ ବିରୋଧି ଦଳ ନେତା
* କେନ୍ଦ୍ରରେ:
** ୧୯୭୧ରେ ଲୋକସଭାକୁ ନିର୍ବାଚିତ ଓ ଉପ-ରକ୍ଷା ମନ୍ତ୍ରୀ (୧୯୭୩-୭୫)
୬୨ କ ଧାଡ଼ି:
* ରାମାୟଣ
* ସ୍ଵାଧୀନତା ସଂଗ୍ରାମର ସ୍ମୃତି
* ବାଚସ୍ପତି ମହୋଦୟ (୨୦୧୨): ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ବିରୋଧୀ ଦଳର ନେତାଭାବେ ଓଡ଼ିଶା ବିଧାନସଭାରେବିଧାନ ସଭାରେ ଦେଇଥିବା ବକ୍ତବ୍ୟ ଗୁଡ଼ିକର ସଙ୍କଳନ
=== ଅନୁବାଦ ===
* ରାଜା ଭର୍ତ୍ତୃହରି ପ୍ରଣୀତ ନୀତି ଶତକ, ଶୃଙ୍ଗାର ଶତକ ଓ ବୈରାଗ୍ୟ ଶତକର ଓଡ଼ିଅା କାବ୍ୟାନୁବାଦ
୯୧ କ ଧାଡ଼ି:
[[ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଭାରତୀୟ ଜାତୀୟ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ]]
[[ଶ୍ରେଣୀ:ଓଡ଼ିଶା ବିଧାନସଭାରବିଧାନ ସଭାର ବିରୋଧୀ ଦଳ ନେତା]]