"ସମର ସଲିମ ସାଇମନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୨୬ କ ଧାଡ଼ି:
}}
 
'''ସମର ସଲିମ ସାଇମନ''' ଏକ [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହା [[ଅକ୍ଷୟ ମହାନ୍ତି (କାଶ୍ୟପ)]]ଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇ ''୧୯୭୯'' ମସିହାରେ ମୁକ୍ତିଲାଭ କରିଥିଲା ।<ref>{{imdb title|1402554}}</ref> ଏହା ୧୯୭୯ ମସିହା ଅଗଷ୍ଟ ୩୦ ତାରିଖରେ [[କଟକ]]ର [[ବାରିପଦା]] ଓ [[ଭଦ୍ରକ]] ଆଦି ସ୍ଥାନରେ ମୁକ୍ତିଲାଭ କରିଥିଲା । ମହାନ୍ତିଙ୍କ ସହ ସହ-ନିର୍ଦ୍ଦେଶନା ଦେଇଥିଲେ ବିଜୟ ସିଂହ ଓ ଶୈଳଜା ନନ୍ଦ । ମୋଟ ୩ ଲକ୍ଷ ୬୫ ହଜାର ଟଙ୍କା ଖର୍ଚ୍ଚରେ କଥାଚିତ୍ରଟି ତିଆରି ହୋଇଥିଲା ।[[ହିନ୍ଦୀ ଭାଷା|ହିନ୍ଦୀ]] କଥାଚିତ୍ର [[ଅମର ଆକବର ଆନ୍ଥୋନୀ]]ର ଛାୟାରେ ଏହା ତିଆରି ହୋଇଥିଲା ।
[[ଅକ୍ଷୟ ମହାନ୍ତି କାଶ୍ୟପ]]ଙ୍କ ନିର୍ଦ୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର 'ସମର ସଲିମ ସାଇମନ' <ref>{{imdb title|1402554}}</ref> ''୧୯୭୯'' ମସିହାରେ ମୁକ୍ତିଲାଭ କରିଥିଲା ।
 
== ଅଭିନୟରେ ==
୩୪ କ ଧାଡ଼ି:
* [[ଅନିତା ଦାସ]]
* [[ଶୈଳଜା ନନ୍ଦ]]
* [[ଇଲୁ ବାନାର୍ଜୀ]]
* [[ନାରାୟଣ]]
* [[ଜୟା]]
* [[ସୁଚିତ୍ରା]]
* [[ନାରାୟଣ ପତି]]
* [[ଶୈଳେଶ୍ୱର]]
* [[ବାଙ୍କୁ]]
 
== ଗୀତ ଓ ସଙ୍ଗୀତ ==
Line ୪୧ ⟶ ୪୫:
* ଗୀତିକାର: ନିଜାମ
* ପ୍ରଚ୍ଛଦପଟ ଗାୟକ: ସୁବାସ ଦାସ, ଶେଖର ଘୋଷ, କୁମୁଦିନି ମିଶ୍ର, କନକ ମହାପାତ୍ର, ତାନସେନ ସିଂ
 
<!--=== ଗୀତ ===
<!--
* ଗୀତ-->
* ଗୋରୀ ଦେଖିଲି କାଳୀ ଦେଖିଲି | ତାନସେନ ସିଂହ
 
Gori Dekhili Kali Dekhili (Singer: Tansen Singh)
Emiti Raati Se Je Abhula Smruti (Male) (Singer: Pranab Patnaik)
Emiti Raati Se Je Abhula Smruti (Female) (Singer: Bhubaneshwari Mishra)
Kau Dhana Khaila Boli Maailu Mate (Singers: Tansen Singh, S. Janaki)
Rupasi Rani Go Mora Nila Jahna Nilimara (Singers: Pranab Patnaik, Bhubaneshwari Mishra)
-->
 
== ବିତରଣ ==
କଥାଚିତ୍ରଟି ୧୯୭୯ ମସିହା ଅଗଷ୍ଟ ୩୦ ତାରିଖରେ [[କଟକ]]ର ପ୍ରଭାତ ଓ ହିନ୍ଦ ହଲ, [[ବାରିପଦା]]ର କେବିଏମ ଟକିଜ ଓ [[ଭଦ୍ରକ]]ର କୈଳାସ ଟକିଜ ଆଦି ସ୍ଥାନରେ ମୁକ୍ତିଲାଭ କରିଥିଲା ।
 
== ଆଧାର ==