"ବାଇକୋଳି ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ
Content deleted Content added
"ତତ୍କାଳୀନ ଥାର୍ଡ ଫର୍ମ (ଅଷ୍ଟମ ଶ୍ରେଣୀ) ପାସ୍ କରିବା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୮:୫୦, ୯ ଜାନୁଆରୀ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ତତ୍କାଳୀନ ଥାର୍ଡ ଫର୍ମ (ଅଷ୍ଟମ ଶ୍ରେଣୀ) ପାସ୍ କରିବା ପରେ ନିଜ ଗ୍ରାମ ସନ୍ନିକଟ ଫାସୁଳା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କଲେ। ପରବର୍ତ୍ତୀ ସମୟରେ ବ୍ରହ୍ମପୁରଠାରେ ଶିକ୍ଷକ ତାଲିକ (ଇଟି) କରିଥିଲେ। ଏହି ସମୟରେ ଶିକ୍ଷକ ତାଲିମ କେନ୍ଦ୍ରର ଲାଇବ୍ରେରୀରୁ ସେ ଜ୍ୟୋତିଷ ଶାସ୍ତ୍ର ମଧ୍ୟ ଅଧ୍ୟୟନ କରିଥିଲେ। ସେ ସମୟରେ ଜ୍ୟୋତିଷ ଶାସ୍ତ୍ରଗୁଡ଼ିକ ଓଡ଼ିଆ ଭାଷାରେ ନ ଥିବାରୁ ସେ ଏ ଗୁଡ଼ିକର ସରଳ ଅନୁବାଦ ଓଡ଼ିଆରେ କରିଥିଲେ। ସେ ଭୁଗୋଳ, ଖଗୋଳ, ଗଣିତ (ବିଶେଷ କରି ତ୍ରିକୋଣମିତି ଓ ଜ୍ୟାମିତି), ଇଂରାଜୀ, ହିନ୍ଦୀ ଓ ବଙ୍ଗଳା ଭାଷାରେ ପାରଙ୍ଗମ ଥିଲେ। ସେ ଏକାଧାରରେ ଥିଲେ ଜଣେ ସାହିତ୍ୟିକ, ଐତିହାସିକ, ଶିକ୍ଷାବିତ୍ ଓ ସଂଗଠକ।