"ଆର୍କିଓପ୍ଟେରିକ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର ଠିକ କରାଗଲା
ଆଧାର ଠିକ କରାଗଲା
୩୯ କ ଧାଡ଼ି:
ଆର୍କିଓପ୍ଟେରିକ୍ସ କିମ୍ୱା ଉର୍ଭୋଗେଲ ହେଉଛି ଏକ ବିଲୁପ୍ତ ପକ୍ଷୀ ସଦୃଶ ଡାଇନୋସର ପ୍ରଜାତି ଯାହାକି ପର ଥିବା ଡାଇନୋସର ଓ ଆଧୁନିକ ପକ୍ଷୀଙ୍କ ମଧ୍ୟବର୍ତ୍ତୀ ପ୍ରାଣୀ । ଆର୍କିଓପ୍ଟେରିକ୍ସ ନାମଟି ଗ୍ରୀକ୍ (ଆର୍କାୟୋସ-ପୁରାତନ + ପ୍ଟେରିକ୍ସ-ପକ୍ଷ ବା ପର) । ପ୍ରାୟ ଊନବିଂଶ ଶତାବ୍ଦୀର ମଧ୍ୟରୁ ଏହା ସର୍ବପ୍ରଥମ ପକ୍ଷୀ (ଆଭିଆଲେ ଗୋଷ୍ଠୀ ଅନ୍ତର୍ଭୁକ୍ତ) ବିଦିତ ହୋ‍ଇସାରିଥିଲା <ref name=Xiaotingia>{{cite journal |title=An ''Archaeopteryx''-like theropod from China and the origin of Avialae |url=http://www.nature.com/nature/journal/v475/n7357/full/nature10288.html |date=28 July 2011 |journal=Nature |volume=475 |pages=465–470 |doi=10.1038/nature10288 |issue=7357 |author=Xing Xu, Hailu You, Kai Du and Fenglu Han |pmid=21796204}}</ref> ଯଦିଓ ପରେ ଆହୁରି ପୁରାତନ ସମ୍ଭାବ୍ୟ ପକ୍ଷୀ ଯଥା [[ଆଙ୍କିଓର୍ନିସ]], [[ଜିଆଓଟିଞ୍ଜିଆ]], [[ଆଉରର୍ନିସ]] ଆଦି ଆବିଷୃତ ହୋ‍ଇଥିଲେ ।<ref name=Nature>{{Cite doi|10.1038/nature12168}}</ref>
 
ଆର୍କିଓପ୍ଟେରିକ୍ସ ପ୍ରାୟ ୧୫କୋଟି ବର୍ଷ ପୂର୍ବେ ଜୁରାସିକ ଯୁଗର ଶେଷଆଡେ ବର୍ତ୍ତମାନର ଦକ୍ଷିଣ ଜର୍ମାନୀ ଅଞ୍ଚଳରେ ବସବାସ କରୁଥିଲେ । ସେତେବେଳେ ଇଉରୋପ ଏକ ଦ୍ୱୀପପୁଞ୍ଜ ଥିଲା । ଆର୍କିଓପ୍ଟେରିକ୍ସର ଦେଖିବାକୁ କାଉ ଆକାରର ଥିଲା । <ref name="Erickson etal 2009">{{Cite journal|last=Erickson|first=Gregory M.|author2=Rauhut, Oliver W. M.|author3=Zhou, Zhonghe|author4=Turner, Alan H.|author5=Inouye, Brian D.|author6=Hu, Dongyu|author7=Norell, Mark A.|year=2009|title=Was Dinosaurian Physiology Inherited by Birds? Reconciling Slow Growth in ''Archaeopteryx''|journal=PLoS ONE|volume=4|issue=10|page= e7390|url=http://www.plosone.org/article/info%3Adoi%2F10.1371%2Fjournal.pone.0007390;jsessionid=F7E462DE00439EEA45BCC1AF96012EE0|accessdate=2009-10-25|doi=10.1371/journal.pone.0007390|pmid=19816582|bibcode = 2009PLoSO...4.7390E|editor1-last=Desalle|editor1-first=Robert|pmc=2756958 }}</ref> ଏହାର ସବୁଠୁ ବଡ ଜାତି ପ୍ରାୟ ୦.୫ ମିଟର ଆକାରର ଥିଲା । ଛୋଟ ଆକାର, ଚ‍ଉଡା ପକ୍ଷ ଓ ସମ୍ଭାବ୍ୟ ଉଡିବାର କ୍ଷମତା ସତ୍ତ୍ୱେ ଏଗୁଡିକର ଆଜିର ପକ୍ଷୀଙ୍କ ତୁଳନାରେ ତତ୍କାଳୀନ ଡାଇନୋସରଙ୍କ ସହ ଅଧିକ ସମାନତା ଥିଲା । ପାଟିରେ ଥିବା ତୀକ୍ଷ୍ଣ ଦାନ୍ତ, ତିନି ନଖ ବିଶିଷ୍ଟ ପଞ୍ଝା, ହାଡ ବିଶିଷ୍ଟ ଲମ୍ୱା ଲାଞ୍ଜ, କଙ୍କାଳ ସଂରଚନା ଆଦି ବିଭିନ୍ନ ଦୃଷ୍ଟିରୁ ସେମାନେ ଡ୍ରୋମାୟୋସର ଓ ଟ୍ରୁଡଣ୍ଟିଡ ପରି ଡାଇନୋସରର ସମତୁଲ୍ୟ ଥିଲେ ।<ref name=Yalden_1"Yalden 1">{{cite journal |author=Yalden D. W. |title=What size was ''Archaeopteryx''? |journal=Zoological Journal of the Linnean Society|volume=82 |issue=1–2|pages=177–188 |year=1984 |url=http://www3.interscience.wiley.com/journal/120801944/abstract |doi=10.1111/j.1096-3642.1984.tb00541.x}}</ref><ref name=UCal_Chiappe"UCal Chiappe">{{Cite book|title=Mesozoic birds: above the heads of dinosaurs|location=Berkeley and Los Angeles, California|editors=L. M. Chiappe; L. M. Witme |page=151|publisher=University of California Press|isbn=0-520-20094-2|url=https://books.google.com/?id=2MQeh1KCp7sC|year=2002}}</ref>
 
ଏହା ପକ୍ଷୀଙ୍କ କ୍ରମବିକାଶ (evolution) ଓ ଡାଇନୋସରର ଅଧ୍ୟୟନରେ ସହାୟକ । ଆର୍କିଓପ୍ଟେରିକ୍ସର ଗୋଟିଏ ପର ୧୮୬୧ ରେ ମିଳିଥିଲା ଓ ସେଇଥିରୁ ନାମକରଣ ମଧ୍ୟ ହୋ‍ଇଥିଲା । <ref name=Griffiths/> ସେଇ ବର୍ଷ ଏହାର ଗୋଟେ ସମ୍ପୂର୍ଣ୍ଣ କଙ୍କାଳ ମଧ୍ୟ ମିଳିଥିଲା । ଆଗାମୀ ବର୍ଷ ମାନଙ୍କରେ ଏହାର ଆହୁରି ୧୦ଗୋଟି ଜୀବାଶ୍ମ ମିଳିଛି । ଏହି ପ୍ରଥମ କଙ୍କାଳ, ଚାର୍ଲ୍ସ ଡାର୍ୱିନଙ୍କ On the Origin of Species ର ପ୍ରକାଶନର ଦୁଇ ବର୍ଷ ପରେ ଆବିଷୃତ ହୋ‍ଇଥିଲା ଓ ତାଙ୍କ କ୍ରମବିକାଶ ମତର ଦୃଢ ପ୍ରମାଣ ହୋ‍ଇଥିଲା ।