"ସମୁଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{dablink|ସାଗର ପ୍ରସଙ୍ଗଟି ବି ଏଠାକୁ ଘୁଞ୍ଚାଯାଇଛି, ବାକି ବିକଳ୍ପ ପାଇଁ [[ସାଗର (ବହୁବିକଳ୍ପ)]] ଦେଖନ୍ତୁ}}
[[File:Waves lajolla.jpg|thumb|right|alt=A wave dashing on the shore|A wave hitting a [[breakwater (structure)|breakwater]] in the [[Gulf of Santa Catalina]].]]
'''ସମୁଦ୍ର''' ହେଉଛି ଲୁଣିଆ ପାଣିର ସମନ୍ୱୟ, ଯାହାକି ସ୍ଥଳଭାଗ ଦ୍ୱାରା ସମ୍ପୁର୍ଣ ଭାବେ କିମ୍ବା ଆଂଶିକ ଭାବେ ଅବଦ୍ଦ ହୋଇଥାଏ ।<ref>http://www.merriam-webster.com/dictionary/sea</ref> ପ୍ରୁଥିବୀର ପାଣିପାଗ, ଅଙ୍ଗାରକ ଚକ୍ର, ଯବକ୍ଷାରଯାନ ଓ ଜଳ ଚକ୍ରକୁ ସାନ୍ତୁଲିତ ରଖିବାରେ ସମୁଦ୍ରର ଭୁମିକା ରାହିଅଛି । ପୃଥିବୀର ଏହି ସମୁଦ୍ରକୁ ପାଞ୍ଚଟି ମହାସାଗରରେ ବିଭକ୍ତ କରାଯାଇଛି । ସେଗୁଡିକ ହେଉଛି, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଅତ୍ଲାନ୍ତିକ ମହାସାଗର, ଆରବ ମହାସାଗର, ଦକ୍ଷିଣ ମହାସାଗର ।
"https://or.wikipedia.org/wiki/ସମୁଦ୍ର"ରୁ ଅଣାଯାଇଅଛି