୨୫,୦୪୦
ଗୋଟି ସମ୍ପାଦନା
ଟିକେ (ଦଳା ଖେଚୁଡି ପ୍ରସଙ୍ଗର ତଥ୍ୟ ମିଶାଗଲା) |
|||
{{
{{Infobox Prepared Food
| name = ଖେଚେଡ଼ି
'''ଖେଚେଡ଼ି''' ଏକ ପାରମ୍ପାରିକ [[ଓଡ଼ିଆ ଖାଦ୍ୟ]], ତେବେ ଭାରତର ବାକି ଜାଗାରେ ମଧ୍ୟ ଏହା ଖିଆଯାଇଥାଏ । ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ଜାଗାରେ ଅଲଗା ପ୍ରକାର ହୋଇଥାଏ ଓ ନାମ ମଧ୍ୟ ଅଲଗା ହୋଇଥାଏ । [[ଓଡ଼ିଶା]]ରେ ତିଆରି ଖେଚେଡ଼ି ଶୁଖିଲା ହୋଇଥାଏ ଓ ଏଥିରେ [[ଚିନି]]ର ବ୍ୟବହାର ହୋଇଥାଏ ।
=== ଉପାଦାନ ===
* [[ଚାଉଳ]]
* [[ପରିବା]]
* [[ଚିନି]]
* [[ମସଲା]]
=== ପ୍ରଣାଳୀ ===▼
ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆଯାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ । ପରଷିବା ପୂର୍ବରୁ କିଛି ଚିନି ପକାନ୍ତୁ ।▼
== ପ୍ରକାର ==
{{Main|ଜଗନ୍ନାଥଙ୍କ ଧୂପ}}
* ନୁଖୁରା ଖେଚୁଡ଼ି
* ସାନ ଖେଚୁଡ଼ି
:ଏହା ସାଧାରଣତଃ ବହଳିଆ ହୋଇଥାଏ ।
* ସିମେଇ ଖେଚେଡ଼ି/ପଲଉ: ଏହା ସିମେଇ, [[ଗାଜର]], [[କ୍ୟାପ୍ସିକମ]], [[ପିଆଜ]] ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
*ଦଳା ଖେଚୁଡ଼ି ତିଆରି ପାଇଁ ଅରୁଆ ଚାଉଳ ଓ ମୁଗ ଡାଲି ମିଶାଇ ଧୋଇ ଶୁଖାଇ, ତା ସହିତ ହଳଦି ଗୁଣ୍ଡ, ଧନିଆ ଗୁଣ୍ଡ, ନଡିଆ କୋରା ଓ ଘିଅ ଦେଇ ଦଳାଯାଏ । ତା ପରେ ପାଣିରେ ତେଜପତ୍ର ପକାଇ ଫୁଟାଇ ସେଥିରା ଦଳା ଚାଉଳ ଓ ଡାଲି ପକାଯାଏ । ଡାଲି ଓ ଚାଉଳ ଫୁଟି ନରମ ହୋଇଗଲେ ଓହ୍ଲାଇ ଘିଅର ଛୁଙ୍କ ଦିଆଗଲେ ଦଳା ଖେଚୁଡି ତିଆରି ସମ୍ପୂର୍ଣ ହୁଏ ।<ref>ପ୍ରସନ୍ନ କୁମାରୀ ଦେବୀ । ୨୦୦୮ (୧୯୯୭) । ଓଡିଶୀ ରନ୍ଧନ କଳା । କଟକ : ଅଗ୍ରଦୂତ ।</ref>
▲== ପ୍ରଣାଳୀ ==
▲ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆଯାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ । ପରଷିବା ପୂର୍ବରୁ କିଛି ଚିନି ପକାନ୍ତୁ ।
== ପରଷା ==
ପଞ୍ଚୁବର୍ଣ ଖେଚେଡ଼ିକୁ [[ଘୁଗୁନି]], [[ଆଳୁଦମ]] ଓ ବାକି ଅନେକ ତରକାରି ସହ ପରଷାଯାଇପାରେ ।
==ଆଧାର==
{{
{{ଓଡ଼ିଆ ଖାଦ୍ୟ}}
[[ଶ୍ରେଣୀ:ଓଡ଼ିଆ ରାନ୍ଧଣା]]
|