"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୮୦ କ ଧାଡ଼ି:
ଏହି ସଙ୍କଟ କାଳ ରେ ପୃଥିବୀ ଆଣବିକ ଯୁଦ୍ଧ ସବୁଠୁ ସନ୍ନିକଟ ହୋ‍ଇଥିଲା, କିନ୍ତୁ ଶେଷରେ ଦୁଇ ଜଣ ମଣିଷଙ୍କ ମାନବତା ଯୁଦ୍ଧକୁ ଏଡ଼ାଇ ଦେଲା । ଏହି ଘଟଣା ଆମେରିକାର ଇଚ୍ଛାଶକ୍ତି ଓ ରାଷ୍ଟ୍ରପତିଙ୍କ ବିଶ୍ୱସନୀୟତା ରେ ଉନ୍ନତି କଲା । ରାତାରାତି କେନେଡ଼ିଙ୍କ ସମର୍ଥନ ରେଟିଂ ୬୬% ରୁ ବୃଦ୍ଧି ପାଇ ୭୭% ରେ ପହଞ୍ଚିଥିଲା ।
 
====ଲାଟିନ ଆମେରିକା ଓ ସାମ୍ୟବାଦ୍ରସାମ୍ୟବାଦର ପ୍ରସାର====
 
[[ଶ୍ରେଣୀ:୧୯୧୭ ଜନ୍ମ]]