"ଅଭିମନ୍ୟୁ ସାମନ୍ତସିଂହାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତାରିଖ ସଂଶୋଧନ - ପରଖୀ ନେବେ
No edit summary
୧ କ ଧାଡ଼ି:
{{Infobox person
| name = '''ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର'''
|caption =
| image =
| birth_date = {{birth date |df=y|1760|02|23}} (୧୭୬୦ ଫେବୃଆରୀ ୨୩ (ମାଘ ସପ୍ତମୀ))
| birth_place =ବଳିଆବାଲିଆ, [[କଟକଯାଜପୁର ଜିଲ୍ଲା]]</br>{{coord|20|43|32|N|86|16|22|E|region:IN}}
| death_date = ୧୮୦୬ ଜୁନ ୧୫ (ରଜସଂକ୍ରାନ୍ତି)
| nationality = {{flag|ଭାରତୀୟ}}
| occupation = କବି
| spouse =
| residence = ବାଲିଆ, [[କଟକଯାଜପୁର ଜିଲ୍ଲା]]
| parents = ଇନ୍ଦ୍ରଜିତ ସାମନ୍ତ ସିଂହାର </br>ତୁଳସୀ ଦେବୀ
}}
 
'''ଅଭିମନ୍ୟୁ ସାମନ୍ତ ସିଂହାର''' (୧୭୬୦-୧୮୦୬)<ref>{{cite web|title=ଯାଜପୁର ସଂସ୍କୃତି ବିକାଶ ପରିଷଦ|url=http://www.jajpursanskrutibikashparishad.org/jajur_glance.php|accessdate=3 May 2014}}</ref> <!--ଅଷ୍ଟାଦଶ ଶତାବ୍ଦୀ--> [[କଟକଯାଜପୁର ଜିଲ୍ଲା]]ର ବଳିଆ ଠାରେ ଜନ୍ମିତ ଜଣେ ପୁରାତନ [[ଓଡ଼ିଆ ଭାଷା|ଓଡ଼ିଆ]] କବି । ତରୁଣ ବୟସରେ ସେ ବାଘ ଗୀତ, ଚଢାଇ ଗୀତ ଆଦି ରଚନା କରି ଓଡିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି । [[ବିଦଗ୍ଧ ଚିନ୍ତାମଣି]] ତାଙ୍କ ଶ୍ରେଷ୍ଠ କୃତି ।
 
== ଜୀବନୀ ==
କବିଙ୍କର ଜନ୍ମ ୧୭୬୦ ମସିହା ଫେବୃଆରୀ ୨୩ତାରିଖ ଦିନ [[କଟକଯାଜପୁର ଜିଲ୍ଲା]]ର ବଳିଆ*ବାଲିଆ ଠାରେ ହୋଇଥିଲା ।<ref>{{cite journal|title=EMINENT LITERARY LUMINARIES OF ORISSA|journal=ORISSA REFERENCE ANNUAL - 2004|year=୨୦୦୪|pages=୨୯୧|url=http://orissa.gov.in/e-magazine/orissaannualreference/ORA-2004/pdf/eminent_literacy_luminaries_of_orissa.pdf|accessdate=6 February 2014}}</ref> ତାଙ୍କର ପିତା ଥିଲେ ଜଣେ ଅପୁତ୍ରିକ ଜମିଦାର ଇନ୍ଦ୍ରଜିତ ସାମନ୍ତ ସିଂହାର । [[ସଦାନନ୍ଦ|ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା]] ନାମରେ ଜଣେ ପଣ୍ଡିତଙ୍କ ଦେବପୂଜା ହେତୁ ଅଭିମନ୍ୟୁ ଜନ୍ମ ହେବାର ପ୍ରବାଦ ରହିଅଛି ।<ref>[http://books.google.co.in/books?id=ObFCT5_taSgC&lpg=PA572&ots=mVz-0zyXt8&dq=abhimanyu%20samanta%20sinhara&pg=PA572#v=onepage&q=abhimanyu%20samanta%20sinhara&f=false|The Encyclopaedia Of Indian Literature (Volume One (A To Devo), Volume 1]</ref>
ମାତ୍ର ୯ ବର୍ଷ ବୟସରେ ସେ ପ୍ରଥମ ପଦ୍ୟ ରଚନା କରିଥିଲେ।
 
କରମଙ୍ଗା ଗଛ ଛାଇ ଗୋ,
 
ମୋର ହୁଁ ଗୋ।
 
କରମ ଯାହାର ସଫଳ ହୋଇବ,
 
କୃଷ୍ଣଙ୍କୁ ଲଭିବ ସେହି ଗୋ,
 
ମୋର ହୁଁ ଗୋ।
<!-- ବୈଷ୍ଣବ କବି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ତାଙ୍କର ଶିକ୍ଷାଗୁରୁ ଥିଲେ । -->
 
''*ବାଲିଆ ଗ୍ରାମ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରୁ ଅନତିଦୁରରେ ଅବସ୍ଥିତ।''
 
== ସାହିତ୍ୟ କୃତି ==
* ବିଦଗ୍ଧ ଚିନ୍ତାମଣି
* ପ୍ରେମ କଳା
:{{Rquote|right|ବଳିଆ ବୋଲି ଯେ ଏକ ନଗର ତହିଁ ନୃପତି ସାମନ୍ତ ସିଂହାର|ବାଘ ଗୀତ,ବିଦଗ୍ଧ ଚିନ୍ତାମଣି}}
* ରସବତୀ
* ସୁଲକ୍ଷଣା
* ପ୍ରେମ ତରଙ୍ଗିଣୀ
 
:{{Rquote|right|ବଳିଆବାଲିଆ ବୋଲି ଯେ ଏକ ନଗର ତହିଁ ନୃପତି ସାମନ୍ତ ସିଂହାର|ବାଘ ଗୀତ,ବିଦଗ୍ଧ ଚିନ୍ତାମଣି}}
ବିଦଗ୍ଧ ଚିନ୍ତାମଣି ତାଙ୍କ ରଚିତ [[ଓଡ଼ିଆ ସାହିତ୍ୟ]]ର ଏକ ମୁଲ୍ୟବାନ ଗ୍ରନ୍ଥ । ଏଥିରୁ ତାଙ୍କ ଜନ୍ମ ବିଷୟରେ ମଧ୍ୟ ଜାଣିହୁଏ ।