"ସ୍ୱପ୍ନ ସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 1 interwiki links, now provided by Wikidata on d:q7653804 (translate me)
No edit summary
୨୬ କ ଧାଡ଼ି:
}}
 
'''ସ୍ଵପ୍ନ ସାଗର''' ({{lang-en|Swapna Sagara}}) ଏକ [[ଓଡ଼ିଆ ଭାଷା|ଓଡ଼ିଆ]] ଚଳଚ୍ଚିତ୍ର । ଏହା [[ପ୍ରଶାନ୍ତ ନନ୍ଦ]]ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓ ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା । [[ପ୍ରଶାନ୍ତ ନନ୍ଦ]] ଏହାର ପ୍ରଯୋଜନା, ନିର୍ଦ୍ଦେଶନା, କାହାଣୀ ରଚନା କରିଥିବା ବେଳେ ଓ ଚିତ୍ରନାଟ୍ୟ ଓ ସଂଗୀତ ସଂଯୋଜନା [[ଅକ୍ଷୟ ମହାନ୍ତି]] କରିଥିଲେ । [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] ସିନେମା ଇତିହାସରେ ଏହା ପ୍ରଥମ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] [[୭୦ ଏମ.ଏମ.]] ଚଳଚ୍ଚିତ୍ର ।<ref>{{cite web|url=http://orissacinema.com/history.html|title=Orissa Cinema :: History of Orissa Cinema, Chronology of Orissa Films|publisher=orissacinema.com|accessdate=2009-02-27|last=|first=}}</ref>
[[ପ୍ରଶାନ୍ତ ନନ୍ଦ]]ଙ୍କ ନିର୍ଦ୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]] ଚଳଚ୍ଚିତ୍ର '''ସ୍ଵପ୍ନ ସାଗର''' ({{lang-en|Swapna Sagara}}) ''୧୯୮୩'' ମସିହାରେ ମୁକ୍ତିଲାଭ କରିଥିଲା ।
 
ପ୍ରଯୋଜନା, ନିର୍ଦ୍ଦେଶନା, କାହାଣୀ ଓ ଚିତ୍ରନାଟ୍ୟ [[ପ୍ରଶାନ୍ତ ନନ୍ଦ]] ଓ ସଂଗୀତ [[ଅକ୍ଷୟ ମହାନ୍ତି]] । [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] ସିନେ ଇତିହାସରେ ଏହା ପ୍ରଥମ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] [[୭୦ ଏମ.ଏମ.]] ଚଳଚ୍ଚିତ୍ର <ref>{{cite web|url=http://orissacinema.com/history.html
|title=Orissa Cinema :: History of Orissa Cinema, Chronology of Orissa Films|publisher=orissacinema.com|accessdate=2009-02-27|last=|first=}}</ref>|
 
== ଅଭିନୟରେ ==