"ନିମାଇଁ ଚରଣ ହରିଚନ୍ଦନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଜୀବନୀ ଲେଖାଗଲା ଓ ପ୍ରସଙ୍ଗଟିକୁ ସଜଡାଗଲା
ଟିକେ clean up, replaced: → (237) using AWB
୧ କ ଧାଡ଼ି:
{{ଛୋଟ|Nimai Charan Harichandan}}
{{Infobox person
| honorific_prefix = ବାଣୀକଣ୍ଠ
| name = ନିମାଇଁ ଚରଣ ହରିଚନ୍ଦନ
| honorific_suffix =
| image =
| image_size =
| image_size alt =
| alt caption =
| caption birth_name =
| birth_date = {{Birth date|df=y|1901|07|09}} <!--{{Birth date|YYYY|MM|DD}} -->
| birth_name =
| birth_place = [[କେନ୍ଦ୍ରାପଡ଼ା]]
| birth_date = {{Birth date|df=y|1901|07|09}} <!--{{Birth date|YYYY|MM|DD}} -->
|death_date = {{Death date and age|df=yes|1983|07|20|1901|07|09}}
| birth_place = [[କେନ୍ଦ୍ରାପଡ଼ା]]
|death_place = [[ପୁରୀ]]
|death_date = {{Death date and age|df=yes|1983|07|20|1901|07|09}}
| birth_name residence =
|death_place = [[ପୁରୀ]]
| residence nationality =
| nationality other_names =
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| other_names =
| citizenship = <!--ଭାରତ-->
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship education = <!--ଭାରତ-->
| educationoccupation = =କଣ୍ଠଶିଳ୍ପୀ
| alma_mater =
| occupation = କଣ୍ଠଶିଳ୍ପୀ
| alma_materyears_active =
| years_active known_for =
| known_for home_town =
| home_townreligion = =[[ହିନ୍ଦୁ]]
| spouse = ଲକ୍ଷ୍ମୀପ୍ରିୟା ଦେବୀ
| religion = [[ହିନ୍ଦୁ]]
| other_names children =
| spouse = ଲକ୍ଷ୍ମୀପ୍ରିୟା ଦେବୀ
| parents = ବୃନ୍ଦାବନ ଚନ୍ଦ୍ର ହରିଚନ୍ଦନ, ଇନ୍ଦ୍ରମଣୀ ଦେବୀ
| children relatives =
| parents = ବୃନ୍ଦାବନ ଚନ୍ଦ୍ର ହରିଚନ୍ଦନ, ଇନ୍ଦ୍ରମଣୀ ଦେବୀ
| relatives website =
| website footnotes =
| footnotes box_width =
| box_width =
}}
 
'''ନିମାଇଁ ଚରଣ ହରିଚନ୍ଦନ''' (୧୯୦୧-୧୯୮୩) <ref>{{cite web |url= http://profile.odiamusic.com/nimaiharichandan/childhood-life/ |title=Childhood &#124; Nimai Harichandan |work=profile.odiamusic.com |quote=on 9th July, 1901 |accessdate=7 July 2013}}</ref> ହେଉଛନ୍ତି [[ଓଡ଼ିଶା]]ର ପ୍ରଥମ ପେଶାଦାର କଣ୍ଠଶିଳ୍ପୀ । ସେ ମୁଖ୍ୟତଃ ଭଜନ ଓ ଜଣାଣ ଗାଉଥିଲେ ମଧ୍ୟ [[ଓଡ଼ିଶୀ ସଙ୍ଗୀତ|ଓଡ଼ିଶୀ]], ଛାନ୍ଦ, ଚମ୍ପୁ, ପଲ୍ଲୀଗୀତ ଓ ପ୍ରେରଣାପ୍ରଦ ଗୀତରେ ନିଜର ସ୍ଵାକ୍ଷର ଛାଡି ଯାଇଛନ୍ତି ।
 
==ବାଲ୍ୟଜୀବନ ଓ ସଙ୍ଗୀତ ଶିକ୍ଷା==
ନିମାଇଁ ଚରଣ, ୧୯୦୧ ଜୁଲାଇ ୯ତାରିଖରେ କେନ୍ଦ୍ରାପଡ଼ାର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ବୃନ୍ଦାବନ ଚନ୍ଦ୍ର ହରିଚନ୍ଦନ ଓ ମାତାଙ୍କ ନାମ ଇନ୍ଦ୍ରମଣୀ ଦେବୀ । ତାଙ୍କ ପିତାମହ ଥିଲେ ରାଧାଶ୍ୟାମ ନରେନ୍ଦ୍ର । ତାଙ୍କ ପିଲାଦିନ ଖୁବ ଦାରିଦ୍ରରେ ବିତିଥିଲା । ପିତା ରୁଗଣ ଥିଲା । ଶୈଶବରୁ ହିଁ ନିମାଇଁଙ୍କର ପାଠପଢାରେ ଡୋରି ବନ୍ଧା ହୋଇଥିଲା । ପରିବାର ଚଳେଇବା ପାଇଁ, ନିମାଇଁ ଯାତ୍ରୀ ପରିବହନ ବ୍ୟବସାୟ କରିଥିଲେ ଓ ସେଥିରେ ଘୋର କ୍ଷତି ସହିଥିଲେ ।
 
୧୯୧୬ ମସିହାରେ ସେ ଗୁରୁ ଗୋକୂଳ ଶ୍ରୀଚନ୍ଦନଙ୍କ ଠାରୁ ମୃଦଙ୍ଗ ଓ ହାରମୋନିଅମ ସହ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ନିମାଇଁଙ୍କ ଦାଦା ଗୋକୁଳଚନ୍ଦ୍ର ଶ୍ରୀଚନ୍ଦନ ଥିଲେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସଂଗୀତ ଶିକ୍ଷାଗୁରୁ । ବାଳକ ନିମାଇଁଙ୍କ ଆଗ୍ରହକୁ ଦେଖି ଦାଦା ଗୋକୁଳଚନ୍ଦ୍ର ତାଙ୍କୁ ସଂଗୀତ ଶିକ୍ଷା ଦେବା ସହ ହାରମୋନିୟମ୍ ଭଳି ଆବଶ୍ୟକ ବାଦ୍ୟଯନ୍ତ୍ର ବଜାଇବା କଳା ବତାଇ ଦେଇଥିଲେ । ପରେ ପରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ବିଶ୍ୱନାଥ ରାଓଙ୍କ ପିତା ଓସ୍ତାଦ ମାଧୋରାଓ ନିମାଇଁଙ୍କ ସଂଗୀତ ଶିକ୍ଷା ଦାୟିତ୍ୱ ନେଇଥିଲେ । ଗୁରୁ କୃପାରୁ ନିମାଇଁ କଲିକତା ଯାଇ ବାବାଜୀ ରାମଦାସଙ୍କ ଠାରୁ ଶାସ୍ତ୍ରୀୟ ସଂଗୀତ ଗାଇବା ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିଲେ । କଲିକତାରୁ ଫେରି ଆଠଗଡ଼ ରାଜସଭାର ମୁଖ୍ୟ ସଂଗୀତଜ୍ଞ ଭାବେ ନିଯୁକ୍ତ ପାଇ ସେହି ରାଜ ପରିବାର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇ ହୋଇଗଲେ ।
 
==ସଙ୍ଗୀତ ସର୍ଜନା==
ନିମାଇଁ ହରିଚନ୍ଦନ ଗାଇଥିବା ଭଜନ ଗୁଡ଼ିକ ମୁଖ୍ୟତଃ [[ଜଗନ୍ନାଥ]]ଙ୍କ ଉପରେ ଆଧାରିତ । [[ଉପେନ୍ଦ୍ର ଭଞ୍ଜ|କବିସମ୍ରାଟ ଉପେନ୍ଦ୍ର ଭଞ୍ଜ]], [[ବଳଦେବ ରଥ|କବିସୂର୍ଯ୍ୟ ବଳଦେବ ରଥ]], [[ସାଲବେଗ|ଭକ୍ତ ସାଲବେଗ]], ଗୋପାଳ କୃଷ୍ଣ, ବନମାଳୀ, ଗୌରହରି, ସାରିଆଭିକ, [[ବଳରାମ ଦାସ|ଭକ୍ତ ବଳରାମ ଦାସଙ୍କ]] ଭଳି ଅନେକ ଭକ୍ତଙ୍କ ଭକ୍ତିଭାବଭରା ରଚନାକୁ ସେ ନିଜସ୍ୱ ଶୈଳୀରେ ଗାନ କରି ସଂଗୀତ ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ରଖିଦେଇ ଯାଇଛନ୍ତି । ୧୯୩୩ ମସିହାରେ ତାଙ୍କ ସୁମଧୁର ସଂଗୀତ ଗୁଡ଼ିକୁ "ହିଜ ମାଷ୍ଟର୍ ର୍ସ ଭୟେସ୍ (HMV)" କମ୍ପାନୀ ରେକର୍ଡ଼ିଙ୍ଗ କରି ଓଡ଼ିଶାର ଅପହଁଚ ସ୍ଥାନରେ ପହଁଚାଇ ଦେଲା ଓ ସେ ହୋଇଗଲେ ବାଣୀକଣ୍ଠ ନିମାଇଁ ହରିଚନ୍ଦନ । ୧୯୩୪ରେ କଲିକତା ରେଡ଼ିଓ ଷ୍ଟେସନର ଆଗଧାଡ଼ିର କଳାକାର ହୋଇଗଲେ ବାଣୀକଣ୍ଠ । ୧୯୩୮ରେ ଶ୍ରେଷ୍ଠ ଓଡ଼ିଶୀ ସଂଗୀତ ଗାନ ପାଇଁ ତାଙ୍କୁ ମିଳିଲା ଉତ୍କଳ ସଂଗୀତ ସମାଜ ସ୍ୱର୍ଣ୍ଣ ପଦକ ଓ ଆଠଗଡ଼ ରାଜଦରବାର ସ୍ୱର୍ଣ୍ଣପଦକ । ୧୯୪୭ ଡିସେମ୍ବର ୨୮ ତାରିଖରେ ପ୍ରଥମ ଥର ପାଇଁ [[ଆକାଶବାଣୀ କଟକ]] କେନ୍ଦ୍ରରୁ ତାଙ୍କ ସଂଗୀତର ମୂର୍ଚ୍ଛନା ଶୁଣିବାକୁ ମିଳିଲା । ୧୯୫୪ ଦିଲ୍ଲୀ ଲାଲକିଲ୍ଲା ସଂଗୀତ ନାଟକ ଏକାଡ଼େମୀ ନିମନ୍ତ୍ରଣ କ୍ରମେ ସେଠାରେ ସେ ସଂଗୀତ ଗାନ କରି ସମଗ୍ର ଦେଶରେ ଓଡ଼ିଶୀ ସଂଗୀତ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଆଣିଦେଇଥିଲେ ।୧୯୬୭ରେ ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ଆୟୋଜିତ ବିଷୁବ ମିଳନ ସମାବେଶରେ ତାଙ୍କୁ ସମ୍ମାନିତ କରାଯାଇଥିଲା । <ref>ସଂଚାର, ପୃଷ୍ଠା-୧୪, ସୋମବାର, ୧୨ ଅଗଷ୍ଟ ୨୦୧୩ </ref>
 
ସେ ଗାଇଥିବା କେତୋଟି ଲୋକପ୍ରିୟ ଗୀତ :
୭୨ କ ଧାଡ଼ି:
* କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୫୪
 
[[ପୁରୀ]]ର ଗଜପତି ମହାରାଜ, ନିମାଇଁ ହରିଚନ୍ଦନଙ୍କୁ [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିରରେ]] "ଚାମର ସେବା" ପ୍ରଦାନ କରିଥିଲେ । ୧୯୭୦ମସିହାଠାରୁ, ସେ ପୁରୀରେ ହିଁ ରହି ମନ୍ଦିରରେ ଚାମର ସେବା କରୁଥିଲେ ଓ ଜଣାଣ ଗାଉଥିଲେ । ୧୯୮୩ ଜୁଲାଇ ୨୦ ତାରିଖ, [[ବାହୁଡ଼ା ଯାତ୍ରା]]ବେଳେ ତାଙ୍କର ପରଲୋକ ହୋଇଥିଲା । <ref>{{cite news|title='ବାଣୀକଣ୍ଠ' ନିମାଇଁଚରଣ|url=http://sambadepaper.com/Details.aspx?id=177024&boxid=2834276|accessdate=9 July 2015|newspaper=ସମ୍ବାଦ ଭୁବନେଶ୍ଵର ସଂସ୍କରଣ ୦୯/୦୭/୨୦୧୫ ପୃଷ୍ଠା ୪|date=9 July 2015}}</ref>
 
 
== ଆଧାର ==