"ଭଟ୍ଟାରିକା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ୤ → । (10), → (145) using AWB
୧ କ ଧାଡ଼ି:
{{ଛୋଟ|Bhattarika Temple}}
{{Infobox Mandir
|name = ଭଟ୍ଟାରିକା ମନ୍ଦିର
|image = Bhattarika.JPG
|image_size = 250px
|alt = ଭଟ୍ଟାରିକା ମନ୍ଦିର
|caption = ଭଟ୍ଟାରିକା ମନ୍ଦିର
|pushpin_map = Orissa
|latd =20 | latm =22 | lats =6.71 | latNS = N
|longd=85 | longm=16 | longs =18.16 | longEW = E
|coordinates_region = <!-- See [[ISO 3166-1 alpha-2]]: IN for India, ... -->
|coordinates_display =
|coordinates_footnotes=
|map_caption = ଭଟ୍ଟାରିକା ମନ୍ଦିର
|map_size = 250
|other_names =
|devanagari =
|sanskrit_translit =
|script_name = <!--Enter name of local script used-->
|script = <!--Enter the template name in the local script used -->
|country = [[ଭାରତ]]
|state/province = [[ଓଡ଼ିଶା]]
|district = [[କଟକ ଜିଲ୍ଲା|କଟକ]]
|locale =
|elevation_m =
|elevation_footnotes =
|primary_deity =
|important_festivals = [[ପଣା ସଂକ୍ରାନ୍ତି]], [[ଅକ୍ଷୟ ତୃତୀୟା]] <ref>{{cite web |url= http://tourism.oriyaonline.com/bhattarika.html |title=Orissa Tourism - Bhattarika Temple,Temples of Orissa &#124; tourism.oriyaonline.com |first= |last=|work=tourism.oriyaonline.com |year=2012 |quote=The major festivals celebrated at Bhattarika are Pana Sankranti in the month of Chaitra (April) Akshaya Trutiya in the month of Baisakh (May) and Dussehra in the month of October |accessdate=2 October 2012}}</ref>
|architectural_styles =
|number_of_temples =
|number_of_monuments =
|inscriptions =
|date_built = ୬ଷ୍ଟ-୧୬ଶ ଶତାବ୍ଦୀ<ref>{{cite web |url= http://www.mapsofindia.com/cuttack/travel/bhattarika.html |title=Bhattarika |first= |last= |work=mapsofindia.com |year=2012 |quote=The temple is believed to be constructed between the 6th and the 16th century |accessdate=2 October 2012}}</ref>
|creator =
|temple_board =
|website =
}}
 
'''ଭଟ୍ଟାରିକା ମନ୍ଦିର''' [[ଓଡ଼ିଶା]]ର [[କଟକ ଜିଲ୍ଲା|କଟକ]]ର [[ଆଠଗଡ଼]]ଠାରେ [[ବଡ଼ମ୍ବା]] ବ୍ଳକର ଶଶାଙ୍ଗ ଗ୍ରାମରେ ରହିଛି ହିନ୍ଦୁ ଦେବୀ 'ମା ଭଟ୍ଟାରିକା'ଙ୍କର ମନ୍ଦିର ।<ref>{{cite web |url= http://www.ovguide.com/bhattarika-temple-9202a8c04000641f800000000ad34263# |title=Watch Bhattarika Temple Video |first= |last= |work=ovguide.com |year=2012 |quote=Bhattarika Temple, located in sasanga village, baramba, Athgarh, Cuttack District, India is dedicated to the Hindu Goddess Maa Bhattarika worshipped as a manifestation of Shakti |accessdate=2 October 2012}}</ref>
ଏହା [[ମହାନଦୀ]] କୂଳରେ ଅବସ୍ଥିତ । ଏହି ପୀଠରେ ମାଙ୍କୁ ଷୋଡ଼ଶୀ ଭାବେ କଳ୍ପନା କରାଯାଇଛି ।
 
 
== ପୁରାଣ ଓ କିମ୍ବଦନ୍ତୀ ==
ଇତିହାସ ଅନୁଯାୟୀ ପୁରୀ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ହଟ୍ଟ ଓ ମଲ୍ଲ ନାମକ ଦୁଇଭାଇ ଏଠାରେ ଶଙ୍କ ଓ ମହୁରୀ ନାମକ ଦୁଇ ଗ୍ରାମ ବସାଇଥିଲେ୤ବସାଇଥିଲେ । କାଳକ୍ରମେ ଏହି ଦୁଇଗାଁ ମିଶି ଏବେ ଶଙ୍ଖାମେରି ହୋଇଛି୤ହୋଇଛି । ଦୁଇଭାଇ ନିଜର ଗଡ଼ ତିଆରି କରିବା ନିମନ୍ତେ ସ୍ଥାନ ସନ୍ଧାନ କଲାବେଳେ, ଗୋଟିଏ ଶବରଙ୍କ ଦଖଲରେ ଥିବା ଗୋଟିଏ ଜାଗାରେ ଅଲୌକିକ ଘଟଣା ଦେଖି ଜାଣିଲେ ଯେ ତାହା ହିଁ ବୀରମାଟି, ଗଡ଼ ନିର୍ମାଣ ନିମନ୍ତେ ଉପଯୁକ୍ତ ସ୍ଥାନ୤ସ୍ଥାନ । କିନ୍ତୁ ଶବର ନିଜର ଆସ୍ଥାନ ଖାଲି କରିବାକୁ ପ୍ରସ୍ତୁତ ନଥିଲେ୤ନଥିଲେ । ତେଣୁ ଦୁଇଭାଇ ଯୁଦ୍ଧ କଲେ, ଯୁଦ୍ଧରେ ଶବରଙ୍କ ମୃତ୍ୟୁ ପରେ ଶବରୀଙ୍କ ସହ ମଧ୍ୟ ଯୁଦ୍ଧ କଲେ୤କଲେ । ଶବରୀ ମଧ୍ୟ ହାରିଲେ, ମୃତ୍ୟୁ ପୂର୍ବରୁ ସେ ଦୁଇଭାଇଙ୍କୁ ଖାରୋଡ଼ର ମହାକାଳୀ ଓ ମାଭଟ୍ଟାରିକାଙ୍କୁ ପୂଜା କରିବାକୁ ଉପଦେଶ ଦେଲେ୤ଦେଲେ । ଏହା ପରେ ଦୁଇଭାଇ ସେଠରେ ମାଙ୍କ ମନ୍ଦିର ନିର୍ମାଣ କରିଥିଲେ୤କରିଥିଲେ । ଭଟ୍ଟାରିକାଙ୍କ ଏକ ନାମ ବୃହଦମ୍ବା, ଅନୁସାରେ ସେମାନେ ନିଜର ରାଜ୍ୟକୁ ନାମିତ କରିଥିଲେ, ପରେ ତାହା ଅପଭ୍ରଂଶ ହୋଇ ବଡ଼ମ୍ବା ହୋଇଅଛି୤ହୋଇଅଛି । <ref>ସମ୍ବାଦ, ୨୩ଅକ୍ଟୋବର ୨୦୧୨, ପୃଷ୍ଠା:୦୨</ref>
 
[[ଫାଇଲ:Deity Bhattarika.JPG|thumb|ଦେବୀ ଭଟ୍ଟାରିକା]]
ଏହି ଦେବୀପୀଠ ଶାକ୍ତ ଓ ଶୈବ ଧର୍ମର ସମ୍ମିଳିତ ଉପାସନା କ୍ଷେତ୍ରରୂପେ ବିଦିତ । ରାଜା ପର୍ଶୁରାମ ନିଜ ତୀରମୁନରେ ପ୍ରସ୍ତର ଖୋଦେଇ କରି ଶକ୍ତିସ୍ଵରୂପିଣୀ ମହାମାୟା ମା'ଭଟ୍ଟାରିକାଙ୍କ ମୂର୍ତ୍ତି ଗଢି ପୂଜା କରିଥିଲେ, ତେଣୁ ଏହି ଶକ୍ତିପୀଠକୁ ପର୍ଶୁରାମପୀଠ କୁହାଯାଏ ଏବଂ ମା'ଙ୍କୁ ଭକ୍ତମାନେ ଅଭୟ ବରଦାୟିନୀଭାବେ ପୂଜାକରିଥା'ନ୍ତି ।
କିମ୍ବଦନ୍ତୀ ଅନୁସାରେ, ପୃଥିବୀକୁ କ୍ଷତ୍ରିୟଶୂନ୍ୟ କରିବା ନିମନ୍ତେ ପର୍ଶୁରାମ ମା ଭଟ୍ଟାରିକାଙ୍କୁ ପ୍ରାର୍ଥନା କରି ତାଙ୍କଠାରୁ ବରଲାଭ କରିଥିଲେ୤କରିଥିଲେ । ବିଷ୍ଣୁକଳା ପ୍ରାପ୍ତି ପାଇଁ ମା ତାଙ୍କୁ କଣ୍ଟିଲୋର ପଦ୍ମକ୍ଷେତ୍ରରେ ନୀଳମାଧବଙ୍କୁ ପୂଜା କରିବାଲାଗି ଉପଦେଶ ଦେବା ସହ ସହସ୍ରାର୍ଜୁନ ନିଧନ ନିମନ୍ତେ ଦିବ୍ୟାସ୍ତ୍ର ପ୍ରଦାନ କରିଥିଲେ୤କରିଥିଲେ । [[ପୁରାଣ]] ଅନୁସାରେ [[ପର୍ଶୁରାମ]] ସହସ୍ରାର୍ଜୁନଙ୍କ ଠାରୁ ପରାଜିତ ହେଲାପରେ ମା [[ଦୁର୍ଗା]]ଙ୍କୁ ପୂଜା କରିବା ପରେ ସେ ପର୍ଶୁରାମଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ବିଜେ ହୋଇ ତାଙ୍କୁ ରକ୍ଷା କରିଥିଲେ ।<ref>[http://orissadiary.com/orissa_tourism/temple/Bhattarika.asp Bhattarika temple]</ref><ref>ସମାଜ, ପୃଷ୍ଠା- ଘ, ୨୩.୧୦.୨୦୧୨</ref>
 
ଏଠାରେ ଦେବୀଙ୍କୁ ରନ୍ଧା ମାଛଭୋଗ ଅର୍ପଣ କରାଯାଇଥାଏ ।<ref>{{cite web |url= http://www.orissaspider.com/resources/3710-Bhattarika-Temple-Athgarh-Odisha.aspx |title=Bhattarika Temple of Athgarh of Odisha |first= |last=|work=orissaspider.com |year=2012 |quote= the worshipers of goddess Bhattarika are non-Brahmin and cooked fish is offered to goddess Bhattarika |accessdate=2 October 2012}}</ref>