"ବୃହଦେଶ୍ୱର ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
ଟିକେ clean up, replaced: ର୍ଯ୍ଯ → ର୍ଯ୍ୟ, → , ମାନଙ୍କ → ମାନଙ୍କ using AWB
୧୭ କ ଧାଡ଼ି:
| country = ଭାରତ
| state = [[ତାମିଲନାଡୁ]]
| district = [[ ଥାଞ୍ଜାବର ଜିଲ୍ଲା| ଥାଞ୍ଜାବର]]
| location = [[ ଥାଞ୍ଜାବର]]
| elevation_m =
| primary_deity = [[ଶିବ]]
୩୧ କ ଧାଡ଼ି:
}}
 
'''ବୃହଦେଶ୍ଵର ମନ୍ଦିର''',[[ତାମିଲନାଡୁ]]ର [[ଥାଞ୍ଜାବର]]ଠାରେ ଥିବା ଏକ ପବିତ୍ର ଧର୍ମକ୍ଷେତ୍ର । [[ଭାରତ ସରକାର]]ଙ୍କ ପକ୍ଷରୁ ଏହି ଅଞ୍ଚଳକୁ ସ୍ଵତନ୍ତ୍ର ଆଞ୍ଚଳିକ ସାସ୍କୃତିକ କେନ୍ଦ୍ର ଭାବରେ ଘୋଷଣା କରାଯାଇଛି । ଜାତିସଂଘର ୟୁନେସ୍କୋ ଦ୍ଵାରା ଏହା ବିଶ୍ଵ ହେରିଟେଜ ମନୁମେଣ୍ଟରେ ସ୍ଥାନ ପାଇଛି ।<ref>{{cite web |url=http://tamilnadu.com/temples/tanjavur-periya-kovil.html |title=Tanjavur Periya Kovil Tamilnadu|publisher= Tamilnadu.com|date=5 December 2012}}</ref> ଦକ୍ଷିଣ ଭାରତରେ ଏହି ମନ୍ଦିରକୁ ଅତି ପବିତ୍ର ଓ ପ୍ରାଚୀନ ବୋଲି ବିବେଚନା କରାଯାଏ । ସ୍ଥାପତ୍ଯ ଓ ଗଠନ ଶୈଳୀ ଦୃଷ୍ଟିରୁ ମଧ୍ଯ ଏହି ମନ୍ଦିର ଦେଶ ବିଦେଶରେ ବେଶ୍ ଲୋକପ୍ରିୟ । ଏହି ମନ୍ଦିର ନିର୍ମାଣ କାଳ ଏକାଦଶ ଶତାବ୍ଦୀ ଏବଂ ଏହାର ପ୍ରତିଷ୍ଠାତା ହେଉଛନ୍ତି ଚୋଳ ବଂଶର ସମ୍ରାଟ ପ୍ରଥମ ରାଜା ଚୋଳ । <ref>{{cite web|title=Endowments to the Temple|url=http://asi.nic.in/asi_monu_whs_cholabt_endowments.asp|publisher=Archaeological Survey of India}}</ref> ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିରର ଗାତ୍ରରେ ଚୋଳ ରାଜବଂଶର କିର୍ତ୍ତୀଗାରିମା ବିମଣ୍ଡିତ ହେଇଛି ।
==ମନ୍ଦିର==
ଫଟୋ ଅନୁଯାୟୀ ଏହାର ଉଚ୍ଚତା ୨୧୬ ଫୁଟରୁ ଅଧିକ । ଏହି ମନ୍ଦିରର ନିର୍ମାଣ ଶୈଳୀ ଆଜି ବି ଅହୋରାତ୍ର ଭାରତୀୟ ସ୍ଥାପତ୍ଯର ଜୟଗାନ କରିଥାଏ । ମନ୍ଦିରର ପ୍ରବେଶ ଦ୍ଵାରରେ ନିର୍ମିତ ନନ୍ଦି (ଷଣ୍ଢ)ଙ୍କର ଏକ ସୁଉଚ୍ଚ ପ୍ରତିମା ପର୍ଯ୍ଯଟକ ମାନଙ୍କୁପର୍ଯ୍ୟଟକମାନଙ୍କୁ ସଦା ସର୍ବଦା ଆକର୍ଷିତ କରିଥାଏ ।
==ପୌରାଣିକ==
==କିମ୍ବଦନ୍ତୀ==