"କାମାକ୍ଷା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
ଟିକେ clean up, replaced: → (127), ଗୃହ୍ → ଗୃହ using AWB
୧ କ ଧାଡ଼ି:
{{ଛୋଟ|Kamakhya Temple}}
{{Infobox Mandir
| name = କାମାକ୍ଷା ମନ୍ଦିର
| image = Kamakhya Guwahati.JPG
| image_alt =
| caption = କାମାକ୍ଷା ମନ୍ଦିର, ଗୁଆହାଟୀ
| pushpin_map =
| map_caption = Location in Assam
| latd = 26.166426
| longd = 91.705509
| coordinates_region = IN
| coordinates_display= title
| other_names = ଶକ୍ତି ପୀଠ
| proper_name = କାମାକ୍ଷା ମନ୍ଦିର
| devanagari =
| sanskrit_translit =
| assamese = কামাখ্যা মন্দিৰ
| country = [[ଭାରତ]]
| state = [[ଆସାମ]]
| district = [[ଗୁଆହାଟୀ]]
| location = ନିଲାଚଲ୍ ପର୍ବତ, ଗୁଆହାଟୀ
| elevation_m =
| primary_deity = [[କାମାକ୍ଷା]]
| important_festivals= [[ଅମ୍ବୁବଚି ମେଳା]]
| architecture = Stone architecture
| number_of_temples = ୬
| number_of_monuments= ୬
| inscriptions =
| date_built = ୧୫୬୪-୬୩
| creator = [[Chilarai]] (rebuilt)
| website =
}}
 
'''କାମାକ୍ଷା ମନ୍ଦିର''', [[ଆସାମ]]ର ରାଜଧାନୀ [[ଦିଶପୁର]]ରୁ ୧୦ କି.ମି ଦୂର [[ବ୍ରହ୍ମପୁତ୍ର ନଦୀ]] କୂଳରେ [[ଗୁଆହାଟୀ]] ସହରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର, ଏଠାରେ ମାଆ [[କାମାକ୍ଷା]] ପୂଜା ପାଉଛନ୍ତି । ୫୧ [[ଶକ୍ତି ପୀଠ]] ମଧ୍ୟରେ ଏହା ଅନ୍ୟତମ । ରଜୋବତୀ ହେଉଥିବା ଦେବୀମାନଙ୍କ ମଧ୍ୟରେ ପ୍ରମୁଖ ରୂପେ ପରିଗଣିତା ହୁଅନ୍ତି କାମାକ୍ଷାଦେବୀ । କାମାକ୍ଷା ପୀଠ ହେଉଛି ଯୋନି ପୀଠ ।
==ପୌରାଣିକ==
ପୌରାଣିକ କଥାନୁଯାୟୀ [[ଦକ୍ଷ]] ଯଜ୍ଞରେ ସତୀ ଝାସ ଦେବା ପରେ ତାଙ୍କର ଶବକୁ ଧରି [[ଶିବ]] ଯେତେବେଳେ ତାଣ୍ଡବ ନୃତ୍ୟ ଆରମ୍ଭ କଲେ ସେଥିରେ [[ପୃଥିବୀ]] ଧ୍ଵଂସ ପାଇ ଯିବାର ଆଶଙ୍କା ସୃଷ୍ଟି ହେଲା । ତେଣୁ [[ସୁଦର୍ଶନ]] ଚକ୍ର ପ୍ରେରଣ କରି ଭଗବାନ [[ବିଷ୍ଣୁ]] ସତୀଙ୍କର ଶବକୁ ଖଣ୍ଡ ବିଖଣ୍ଡିତ କରିଦେଲେ । ସତୀଙ୍କର ଏହି ଖଣ୍ଡବିଖଣ୍ଡିତ ଅଙ୍ଗ ଯେଉଁସବୁ ସ୍ଥାନରେ ନିପତିତ ହେଲା ସେହିସବୁ ସ୍ଥାନ ଶକ୍ତି ପୀଠ ଭାବରେ ପରିଗଣିତ ହେଲା। ଏଠାରେ ସତୀଙ୍କର ଗୃହ୍ୟାଙ୍ଗଗୃହୟାଙ୍ଗ ବା ମହାମୁଦ୍ରା ନିପତିତ ହୋଇଥିଲା। ତେଣୁ ଏହାକୁ ମହା ବା ଯୋନି ପୀଠ କୁହାଗଲା। ଏହି ପୀଠ ସହିତ ଦେବୀ କାମାକ୍ଷା ରଜସ୍ଵଳା ହେବାର ବିଧି ଜଡିତ । <ref>J.S. Hawley, ''Sati, the Blessing and the Curse.'' Oxford University Press (New York: 1994). p. 50-1.</ref><ref>{{cite book |last= (Translator)|first= [[Max Müller|F. Max Muller]] |authorlink= |title= The Upanishads, Vol I |url= |accessdate= |date= June 1, 2004|publisher= Kessinger Publishing, LLC |location= | ISBN= 1419186418|page=}}</ref><ref>{{cite book |last= (Translator)|first= [[Max Müller|F. Max Muller]] |authorlink= |title= The Upanishads Part II: The Sacred Books of the East Part Fifteen |url= |accessdate= |date= July 26, 2004|publisher= Kessinger Publishing, LLC |location= | ISBN= 1417930160|page=}}</ref><ref>{{cite web|title=Kottiyoor Devaswam Temple Administration Portal|url=http://kottiyoordevaswom.com/|work=http://kottiyoordevaswom.com/|publisher=Kottiyoor Devaswam|accessdate=20 July 2013}}</ref>
 
 
 
ଗୁଆହାଟୀ ନଗରୀର ଅନ୍ୟ ନାମ କାମରୂପା। [[କାମଦେବ]] ଶିବଙ୍କ ତପସ୍ୟା ଭଙ୍ଗ କରିଥିଲେ।ଏଥିରେ ଶିବ କ୍ରୋଧିତ ହୋଇ କାମଦେବଙ୍କୁ ଚାହିଁବାରୁ ତାଙ୍କ ତୃତୀୟ ନେତ୍ରର ଅଗ୍ନିରେ କାମଦେବ ଭସ୍ମ ହୋଇଗଲେ । କାମଦେବଙ୍କ ପତ୍ନୀ [[ରତି ଦେବୀ]] ଶିବଙ୍କୁ ପୂଜା କରି ତାଙ୍କୁ ସନ୍ଟୁଷ୍ଟ କଲେ ଓ ଏବଂ ପତିଙ୍କ ନୂତନ ରୂପ ପାଇଁ ପ୍ରାର୍ଥନା କଲେ । ଶିବ ରତିଙ୍କ ପ୍ରାର୍ଥନାରେ ସନ୍ଟୁଷ୍ଟ ହୋଇ କାମଦେବଙ୍କୁ ନୂତନ ରୂପ ପ୍ରଦାନ କଲେ । କାମଦେବଙ୍କ ନାମରୁ ଗୁଆହାଟୀ ନଗରର ନାମ କାମରୂପ ଭାବରେ ଖ୍ୟାତ ହେଲା ।
==ପୀଠ ଓ ପର୍ବପର୍ବାଣୀ==
କରତୋୟା ଓ ବ୍ରହ୍ମପୁତ୍ର ନଦୀର ମଧ୍ୟବର୍ତ୍ତୀ ତ୍ରିକୋଣ ଭୂମିରେ କାମରୂପର ପ୍ରଧାନ ପୀଠ ରହିଛି। ଗମ୍ଭିରା ଭିତରେ ଏହି ମହାପୀଠ ବା ଯୋନି ପୀଠ ଅବସ୍ଥିତ। ଏହି ପୀଠ ସବୁ ବେଳେ [[ଫୁଲ]]ରେ ଢାଙ୍କିହୋଇ ରହିଥାଏ । ଗମ୍ଭିରା ଭିତରେ ରହିଛି କାମାକ୍ଷା ମୂର୍ତ୍ତି ସିଂହାସନ, ଏହି ସିଂହାସନ ପଛରେ ଅଣ ଓସାରିଆ ଅନ୍ଧାରୁଆ ଶିଡି ଦେଇ ତଳକୁ ଗଲେ ପଡେ ଏକ ପୁଷ୍କରିଣୀ। ଏହି ପୁଷ୍କରିଣୀ ମଝିରେ ନାଲି ପାଟକନାରେ ଢାଙ୍କି ହୋଇ ରହିଥିବା ସ୍ଥାନଟି ଦେବୀଙ୍କ ଜରାୟୁ। ଏହି ଜରାୟୁ ହେଉଛି ଦେବୀଙ୍କ ଖଣ୍ଡବିଖଣ୍ଡିତ ଅଙ୍ଗ। ଏହା ପୁଷ୍କରିଣୀରେ ନିପତିତ ହୋଇଥିଲା।
 
[[File:Ambubachi Mela by Vikramjit Kakati.jpg|thumb|Gathering of people at Ambubashi Mela at India's Kamakhya Temple .]]
Line ୬୫ ⟶ ୬୩:
* [http://www.kamakhyamandir.org/ Sri Kamakhya Mahavidya Mandir]
* [http://kamakhyamandir.org/culture-and-history/sri-sri-kamakhya-temple-a-socio-religious-perspective/ Sri Sri Kamakhya Temple: A Socio-Religious Perspective]
* [http://www.templenet.com/Assam/kamakhya.html Kamakhya - in Assam]
* [http://www.durga-puja.org/kamakhya-temple.html Kamakhya Temple, Guwahati, Assam]
* [http://hinduism.about.com/library/weekly/extra/bl-tantratemples1.htm Tantra Temples]