"ଚୈତନ୍ୟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ →ସନ୍ନ୍ୟାସ ଜୀବନ: clean up, replaced: ବିଶିଷ୍ଠ → ବିଶିଷ୍ଟ using AWB |
ଟିକେ clean up, replaced: → (19), ଅା → ଆ (5), ଠାରେ → ଠାରେ (2) using AWB |
||
୧ କ ଧାଡ଼ି:
{{ଛୋଟ|Chaitanya Mahaprabhu}}
{{Infobox Hindu leader
|name
|image = Chaitanya-Mahabrabhu-at-Jagannath.jpg
|caption = ଚୈତନ୍ୟ ମହାପ୍ରଭୁ
|birth_date = {{Birth date|df=yes|1486|02|18}}
|birth_place=
|birth_name =ବିଶ୍ଵମ୍ବର ମିଶ୍ର (ନିମାଇଁ)
|death_date
|death_place = [[ପୁରୀ]]
|known
|philosophy = [[ଭକ୍ତି ଯୋଗ]]
|honors
|quote
|footnotes
}}
'''ଚୈତନ୍ୟଦେବ''' (୧୪୮୬-୧୫୩୪),<ref name="gaudiyahistory.com">[http://gaudiyahistory.com/caitanya-mahaprabhu/]</ref>
ଭାରତରେ ଭକ୍ତିବାଦର ଜଣେ ଜଣାଶୁଣା ପ୍ରଚାରକ । ସେ ଗଙ୍ଗାକୂଳବର୍ତ୍ତୀ ନବଦ୍ଵୀପରେ ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ ଶଚୀଦେବୀ ଓ ଜଗନ୍ନାଥ ମିଶ୍ରଙ୍କ ପୁତ୍ର ରୂପେ ଦୋଳପୂର୍ଣ୍ଣମୀ ସଂଧ୍ୟା ଚନ୍ଦ୍ରଗ୍ରହଣ ସମୟରେ ୧୪୮୬ ଖ୍ରୀଷ୍ଟାବ୍ଦ
ଇତିହାସ ଦୃଷ୍ଟିରୁ ତାଙ୍କ ପୂର୍ବ ପୁରୁଷ ଥିଲେ ଓଡ଼ିଆ ଓ ତାଙ୍କର ଅନେକ ପାର୍ଷଦ ମଧ୍ୟ ଥିଲେ ଓଡ଼ିଶାର । ତାଙ୍କ ନାମ ଥିଲା ବିଶ୍ୱମ୍ଭର ମିଶ୍ର, ଗୌରହରି, ନିମାଇଁ, ମହାପ୍ରଭୁ ଏବଂ ସନ୍ୟାସ ନାମ ଶ୍ରୀକୃଷ୍ଣ ଚୈତନ୍ୟ । ସେ ଅଳ୍ପ ବୟସରୁ ସେ କୃଷ୍ଣଙ୍କ ନାମ ଜପ କରିବା ସହ ଭଜନ ଗାଇବା ଆରମ୍ଭ କରିଥିଲେ ।<ref>[http://vedabase.net/cc/adi/14/22/en1 CC Adi lila 14.22]</ref>
ତାଙ୍କ ଦୀକ୍ଷାଗୁରୁ ଥିଲେ ଈଶ୍ୱର ପୁରୀ ଏବଂ ସନ୍ୟାସ ଗୁରୁଙ୍କ ନାମ କେଶବ ଭାରତୀ ।<ref>[http://www.vedabase.net/tlc/17/en1 Teachings of Lord Chaitanya] "They were surprised to see Lord Chaitanya after He accepted his sannyasa order from Kesava Bharati"</ref>
==ସନ୍ନ୍ୟାସ ଜୀବନ==
ତାଙ୍କ ବଡ଼ ଭାଇ ବିଶ୍ୱରୂପ ସନ୍ୟାସ ହୋଇ ଯାଇଥିଲେ, ନିମାଇଁ ପାଠ ପଢ଼ିବା ସମୟରେ ତାଙ୍କ
ପୁରୀକୁ କେନ୍ଦ୍ର କରି ସେ ସମଗ୍ର ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ପରିପ୍ରସାର କରିଥିଲେ । ରାକ୍ଷସ ସ୍ୱଭାବ ଜଗାଇ ମାଧାଇଙ୍କ ଚିତ୍ତ ପରିବର୍ତ୍ତନ କରି ଦେଇଥିଲେ । ତାଙ୍କୁ [[ସଂକୀର୍ତ୍ତନ]]ର ପିତା ବୋଲି କୁହାଯାଏ, ଓଡ଼ିଶାର ସଂକୀର୍ତ୍ତନ ଗାୟକମାନେ କୀର୍ତ୍ତନ
ସେ ତାଙ୍କର ଶତ ଶତ ଗୌଡ଼ୀୟ ଓ ଉତ୍କଳୀୟ ଶିଷ୍ୟଙ୍କ ସାହାଯ୍ୟରେ ସ୍ଵ ଧର୍ମମତ ଉତ୍କଳ ଓ ବଙ୍ଗଦେଶରେ ପ୍ରଚାର କରିଥିଲେ । ଏହି ଧର୍ମର ମୂଳତତ୍ତ୍ଵ ହେଲା ପ୍ରେମ ଓ ଭଗବାନ [[କୃଷ୍ଣ]]
ତତ୍କାଳୀନ ଶାସକଙ୍କ ବିରୋଧରେ
== ଆଧାର ==
|