"ପ୍ରଜାତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (2) using AWB
ଟିକେ clean up, replaced: → (184), ନେତୃତ୍ବ → ନେତୃତ୍ୱ, ମାନେ → ମାନେ using AWB
୧ କ ଧାଡ଼ି:
{{prettyurl|The Prajatantra}}
{{Infobox newspaper
| name = '''ପ୍ରଜାତନ୍ତ୍ର'''
| logo =
| image = =
| imagecaption = =
| caption type =
| type format =
| owners = ପ୍ରଜାତନ୍ତ୍ର ପ୍ରଚାର ସମିତି<ref>http://www.oddissa.com/legendsoforissa.html</ref>
| format =
| founder = [[ହରେକୃଷ୍ଣ ମହତାବ|ଡକ୍ଟର ହରେକୃଷ୍ଣ ମହତାବ]]
| owners = ପ୍ରଜାତନ୍ତ୍ର ପ୍ରଚାର ସମିତି<ref>http://www.oddissa.com/legendsoforissa.html</ref>
| founder publisher = [[ହରେକୃଷ୍ଣ ମହତାବ|ଡକ୍ଟର ହରେକୃଷ୍ଣଭର୍ତ୍ତୃହରି ମହତାବ]]
| publisher editor = ଭର୍ତ୍ତୃହରି ମହତାବ
| chiefeditor =
| editor = ଭର୍ତ୍ତୃହରି ମହତାବ
| chiefeditor assoceditor =
| assoceditor maneditor =
| maneditor newseditor =
| newseditor =
| managingeditordesign =
| campuseditor =
| campuschief =
| opeditor =
| sportseditor =
| photoeditor =
| staff =
| foundation = ୧୯୨୩
| political =
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| ceased publication =
| headquarters = [[କଟକ]]
| circulation =
| sister newspapers =
| ISSN =
| oclc =
| oclc website =
| website =
}}
 
୩୭ କ ଧାଡ଼ି:
 
== ଇତିହାସ ==
'''ପ୍ରଜାତନ୍ତ୍ର''' ୨ ଅକ୍ଟୋବର ୧୯୨୩ ରୁ ଏକ ସାପ୍ତାହିକ ଖବରକାଗଜ ରୁପେ ପ୍ରଥମେ [[ବାଲେଶ୍ଵର]]ରୁ ଏହାର ପ୍ରକାଶନ ଆରମ୍ଭ କରାଯାଇଥିଲା । ଇଁରେଜ ସରକାରଙ୍କ 'ପ୍ରେସ ଅର୍ଡିନାନ୍ସ' କୁ ବିରୋଧ କରି ୨୮ ଡିସେମ୍ବର ୧୯୩୦ ଏହାର ପ୍ରକାଶନ ବନ୍ଦ କରାଯାଇଥିଲା । ୮ ଅଗଷ୍ଟ ୧୯୪୭ ରୁ ଏହା ପୁଣି ଏକ ଦୈନିକ ଖବରକାଗଜ ରୁପେ ପ୍ରକାଶ ପାଇବାକୁ ଲାଗିଲା । '''ପ୍ରଜାତନ୍ତ୍ର''', ଡକ୍ଟର ମହତାବଙ୍କ ନେତୃତ୍ବରେନେତୃତ୍ୱରେ ଓଡ଼ିଶା ରାଜ୍ୟ ପୁନ୍ନଗଠନରେ ଏକ ମୁଖ୍ୟ ଭୁମିକା ଗ୍ରହଣ କରିଥିଲା । ସେ ସମୟରେ ସାମ୍ବାଦିକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ସଂସ୍ଥା ରୁପେ ମଧ୍ଯ '''ପ୍ରଜାତନ୍ତ୍ର''' କାର୍ଯ୍ୟ କରୁଥିଲା, ଯେଉଁଠାରୁ ପ୍ରଶିକ୍ଷଣ ଲାଭ କରିଥିବା ବହୁ ସାମ୍ବାଦିକ ମାନେସାମ୍ବାଦିକମାନେ ପରବର୍ତୀ ସମୟରେ ବହୁ ଗୁରୁତ୍ବପୁର୍ଣ ରାଜନୈତିକ ଓ ସାମାଜିକ ଦାୟିତ୍ଵ ବହନ କରିଥିଲେ । <ref>http://orissa.gov.in/e-magazine/orissaannualreference/ORA-2005/pdf/history_of_pres.pdf</ref> [[ଓଡ଼ିଶା]]ର [[ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା|ପୂର୍ବତନ ମୁଖ୍ୟମନ୍ତ୍ରୀ]] ଓ [[ଆସାମ]]ର ଏବେକାର ରାଜ୍ୟପାଳ [[ଜାନକୀ ବଲ୍ଲଭ ପଟ୍ଟନାୟକ]] ୧୯୫୨ ରୁ ୧୯୬୭ ଯାଏଁ '''ପ୍ରଜାତନ୍ତ୍ର'''ର ସମ୍ପାଦକ ରୁପେ କାର୍ଯ୍ୟ କରିଛନ୍ତି ।
 
== ସାମାଜିକ କାର୍ଯ୍ୟ ==