"ବାଲେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (6) using AWB
ଟିକେ clean up, replaced: → (198), ଭାସା → ଭାଷା, ଠାରେ → ଠାରେ (5), ମାନେ → ମାନେ (4) using AWB
୩ କ ଧାଡ଼ି:
{{Infobox settlement
<!-- See Template:Infobox settlement for additional fields and descriptions -->
|official_name = ବାଲେଶ୍ଵର
|settlement_type = ସହର
| image_skyline = AAD Launch Crop.jpg
| imagesize = 250px
| image_caption = [[ଚାନ୍ଦିପୁର]] ଠାରେ କ୍ଷେପଣାସ୍ତ୍ର ପରୀକ୍ଷଣ
|image_map =
|mapsize = 250x200px
|map_caption = [[ଓଡ଼ିଶା]]ରେ ଅବସ୍ଥାନ
|latd = 21 |latm = 30 |lats = |latNS = N
|longd = 86 |longm = 54 |longs = |longEW = E
|coordinates_display =
|coordinates_footnotes =
|pushpin_map =Orissa
|pushpin_map_caption = ଓଡ଼ିଶାରେ ଅବସ୍ଥାନ
| named_for = ବାଲୁକା ସହର
| seat_type = [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳି|ବିଧାନସଭା]]
| seat =
|subdivision_type = ଦେଶ
|subdivision_name = [[ଭାରତ]]
|subdivision_type1 = ରାଜ୍ୟ
|subdivision_name1 = [[ଓଡ଼ିଶା]]
|subdivision_type2 = [[ଓଡ଼ିଶାର ଲୋକସଭା ନିର୍ବାଚନ ମଣ୍ଡଳି|ଲୋକସଭା]]
|subdivision_name2 = [[ବାଲେଶ୍ଵର (ଲୋକସଭା ନିର୍ବାଚନ ମଣ୍ଡଳି)|ବାଲେଶ୍ଵର]]
|subdivision_type3 = ଜିଲ୍ଲା
|subdivision_name3 = [[ବାଲେଶ୍ଵର ଜିଲ୍ଲା|ବାଲେଶ୍ଵର]]
| subdivision_type4 = ଭାଷା
| subdivision_name4 =[[ଓଡ଼ିଆ ଭାଷା|ଓଡ଼ିଆ]], [[ଇଂରାଜୀ]]
| area_total_km2 =
| population_total = 156430
| population_as_of =୨୦୧୧
| population_rank =
| population_density_km2 =
| population_urban =
| population_rural =
| sex_ratio =
| child_sex_ratio =
|population_blank1_title = ୬&nbsp;ବର୍ଷରୁ&nbsp;କମ&nbsp;ଶିଶୁ
|population_blank1 =
| literacy_rate_total =
| literacy_male =
୪୮ କ ଧାଡ଼ି:
| temp_winter = 10.6
| area_total_km2 =
| area_blank1_title = ବେଳାଭୂମି
| area_blank1_km2 =
|timezone = [[ଭାରତୀୟ ମାନକ ସମୟ|IST]] (+୫.୩୦)
|postal_code_type = ଡାକ କୋଡ଼
|postal_code = ୭୫୬୦୦୧<ref>[http://www.onefivenine.com/india/pincode/756058 onefivenine.com]</ref>
| area_code_type =
| area_code = +୦୬୭୮୨
| registration_plate = OD/01
| website = {{official|balasore.nic.in}}
}}
 
୬୭ କ ଧାଡ଼ି:
ଅତୀତରେ ବାଲେଶ୍ଵର ଥିଲା ଓଡ଼ିଶାର ଏକ ନୌବାଣିଜ୍ୟ ବନ୍ଦର । ଫିରିଙ୍ଗି, ଫ୍ରେଞ୍ଚ ଓ ଓଲନ୍ଦାଜମାନଙ୍କ ଜାହାଜ ସବୁ ଏଠାକୁ ଆସୁଥିଲା । ତେବେ ପରେ ବାଲେଶ୍ଵର ଫିରିଙ୍ଗିମାନଙ୍କ ହାତକୁ ଗଲା ।
 
୧୭୬୩ରେ ବାଲେଶ୍ଵର ଡାନିସମାନଙ୍କ ଅଧିକାରରେ ଥିଲା, ତା ପରେ କମ ଗହୀର ବନ୍ଦର ପାଇଁ ଡାନିସ ମାନେଡାନିସମାନେ ଏହାକୁ ଆଉ ବ୍ୟବହାର ନ କରିବାକୁ ଭାବିଲେ । ଆଉ ତାପରେ ଫିରିଙ୍ଗି ମାନେଫିରିଙ୍ଗିମାନେ ଏଠାରେ ନିଜର ପତିଆରା ବଢେଇବାକୁ ଲାଗିଲେ ।
 
ବାଲେଶ୍ଵର ଦୁଇହଜାର ବର୍ଷର ନଗରୀ । ବହୁ ପୁରାତନ କାଳରୁ ବାଲେଶ୍ଵର ଏକ ଉନ୍ନତ ବନ୍ଦର ଥିଲା ଓ ଉତ୍କଳୀୟ ନୌବାଣିଜ୍ୟର ପେଣ୍ଠସ୍ଥଳ ଥିଲା । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଅସୁର ରାଜା ବାଣାସୁରର ନାମ ଅନୁସାରେ ଏହାର ନାମକରଣ ହୋଇଛି ବୋଲି ବିଶ୍ଵାସ କରାଯାଇଥାଏ । ପୁରାତନ ଓଡ଼ିଆ କବି ଶିଶୁ ଶଙ୍କର ଦାସଙ୍କ ‘ଉଷାଭିଳାଷ’ କାବ୍ୟରେ ବାଣାସୁରର ଝିଅ ଓ କାବ୍ୟନାୟିକା ‘ଉଷା’ର ଜନ୍ମସ୍ଥଳୀ ଥିଲା ବାଲେଶ୍ଵର । ବାଣାସୁରର ରାଜ୍ୟ [[ସୁବର୍ଣ୍ଣରେଖା]] ଠାରୁ [[ବୈତରଣୀ]] ଯାଏଁ ବ୍ୟାପୀଥିଲା ଓ ଏହି ରାଜ୍ୟର ରାଜଧାନୀ ଥିଲା ‘ଶୋଣିତପୁର’ ଯାହା ଆଜିର [[ସୁନହଟ]] । ଭଗବାନ ଶ୍ରୀକୃଷ୍ଣ ଓ ବାଣାସୁର ମଧ୍ୟରେ ହୋଇଥିବା ଯୁଦ୍ଧ ଏହିଠାରେ ସଙ୍ଘଟିତ ହୋଇଥିଲା । <ref>[[ଆର୍ତ୍ତବଲ୍ଲଭ ମହାନ୍ତି]], ମୁଖବନ୍ଧ, ''[[ଉଷାଭିଳାଷ]]'', [[ଶିଶୁ ଶଙ୍କର ଦାସ]]</ref> ଏଠାରେ କଳା ଓ ବାଣିଜ୍ୟର ସମାଗମ ଘଟିଥିଲା। [[ଓଡ଼ିଆ ସାହିତ୍ୟ]]ର ବହୁ ସମକାଳୀନ କବି ଓ ଲେଖକଙ୍କର ଜନ୍ମ ଏହିଠାରେ ହୋଇଅଛି । ଏହାର ପୁରାତନ ନାମ “କୋଶମ୍ବ” ଥିଲା ବୋଲି ଗ୍ରୀକ ଭୌଗଳିକ ଟଲେମି ତାଙ୍କ ବହିରେ ଲେଖିଛନ୍ତି । ଏହାଛଡ଼ା ‘ପିପିଲି ବନ୍ଦର’ ଓଡ଼ିଆ [[ସାଧବ]] ପୁଅମାନଙ୍କ ବିଦେଶ ବେପାର ବଣିଜ କାଳରେ ଏକ ପ୍ରମୁଖ ବନ୍ଦର ଥିଲା । [[ଖରିଦପିପ୍ପଳ]], [[ଝାଡ଼ପିପ୍ପଳ]] ଭଳି ଗାଆଁ ସବୁ ଏହି ନାମରୁ ଆସିଅଛି । ନବମରୁ ୧୨ସ ଶତାବ୍ଦୀମଧ୍ୟରେ ଯେଉଁ ନାଥ[[ସିଦ୍ଧ]] ଚାରଣ କବିମାନେ [[ଚର୍ଯାଗୀତିକା]] ରଚନା କରି ଓଡ଼ିଆ ସାହିତ୍ୟର ମୂଳଦୁଆ ପକାଇଥିଲେ ଯାହା କ୍ରମେ [[ବଙ୍ଗଳା ଭାଷା|ବଙ୍ଗଳା]], [[ଅସିମିୟା ଭାଷା|ଅସିମିୟା]] ଭାଷା ସାହିତ୍ୟକୁ ପୁଷ୍ଟ କରିଥିଲା ସେମାନଙ୍କ ମଧ୍ୟରୁ କେତେକଙ୍କ ଜନ୍ମ ବାଲେଶ୍ଵରରେ ହୋଇଥିଲା ।<ref name="Prahlad Mohanty">ପ୍ର. ପ୍ରହଲାଦ ଚରଣ ମହାନ୍ତି</ref> ଏହାଛଡ଼ା ପୁରୀ ଗୋବର୍ଦ୍ଧନ ମଠର ଦଶମ ଶଙ୍କରାଚାର୍ଯ୍ୟ ତଥା ଭାଗବତର ଟୀକାକାର [[ଶ୍ରୀଧର ସ୍ଵାମୀ]] ଓ ବିକ୍ଷାତ ଦାର୍ଶନିକ [[ବଳଦେବ ବିଦ୍ୟାଭୂଷଣ]] ଏଠାରେ ଜନ୍ମ ନେଇଥିଲେ ଏହିଠାରେ ଜନ୍ମ ନେଇଥିଲେ ।।<ref name="Prahlad Mohanty" />
 
ରୀତିଯୁଗର ପ୍ରଥିତଯଶା କବି [[ଦୀନକୃଷ୍ଣ ଦାସ]] ବାଲେଶ୍ଵରର [[ରାଇବଣିଆ]]ରେ ଥିବା [[ମୁଣତୁଣିଆ]] ଗାଆଁରେ ଜନ୍ମଲଭ କରିଥିଲେ । ତାଙ୍କର ‘ରସକଲ୍ଲୋଳ’, ‘ରସବିନୋଦ’ ଓଡ଼ିଆ କାବ୍ୟଧାରାର ଏକ ମହାନ କୃତି । ସେହି ସମୟରେ [[ଖୁଲୁଡ଼ା]] ଠାରେ କବି କେଶବ ଚନ୍ଦ୍ର ଚଣ୍ଡ ମଧ୍ୟ ଓଡ଼ିଆ ସାହିତ୍ୟକୁ ନିଜ ରଚନାରେ ପୁଷ୍ଟ କରିଅଛନ୍ତି । କବିବର [[ରାଧାନାଥ ରାୟ]], ବ୍ୟାସକବି [[ଫକୀର ମୋହନ ସେନାପତି]] ଓ [[ଅବିଭକ୍ତ ବାଲେଶ୍ଵର ଜିଲା]] ଓ ଏବେକାର [[ଭଦ୍ରକ ଜିଲା]]ର ମହାନ କବି କାନ୍ତକବି [[ଲକ୍ଷ୍ମୀକାନ୍ତ ମହାପାତ୍ର]], ଚାରଣ କବି [[ବାଞ୍ଛାନିଧି]], [[ଚିନ୍ତାମଣି]], [[କୃଷ୍ଣକାନ୍ତ]], [[ପଦ୍ମଚରଣ]] ପ୍ରମୁଖଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଅନେକ ।
 
== ଭୂଗୋଳ ==
୮୮ କ ଧାଡ଼ି:
ବାଲେଶ୍ଵରର '''[[ଗଜା]]''' ସାରା ଓଡ଼ିଶାରେ ଜଣାଶୁଣା । ବାଲେଶ୍ଵର ସହରରେ ଅନେକ ପୁରୁଣା ଓ ଖାଣ୍ଟି [[ଓଡ଼ିଆ ଖାଦ୍ୟ|ଓଡ଼ିଆ ମିଠା]] ସବୁ ମିଳିଥାଏ ।
 
୧୯୮୯ଠାରୁ ବାଲେଶ୍ଵରର ଚାନ୍ଦିପୁର ଠାରେଚାନ୍ଦିପୁରଠାରେ ଗୋଲାବାରୁଦ ଓ କ୍ଷେପଣାସ୍ତ୍ର ପରିକ୍ଷଣ ଘାଟି ରହିଅଛି. ଅଗ୍ନି, ପୃଥିବି, ନାଗ, ତ୍ରିଶୁଳ, ବହ୍ମୋସ ଆଦି ଅନେକ କ୍ଷେପଣାସ୍ତ୍ର ପର ପରିକ୍ଷଣ ଏଠାରେ କରାଯାଇଛି .
 
== ବେପାର ବଣିଜ ==
୧୦୧ କ ଧାଡ଼ି:
ଏଠାରେ ବିରଳା ଟାୟାର୍ସ, ଇମାମି କାଗଜ କଳ, ଅରିପ୍ଳାସ ପ୍ଳାସଟିକ କାରଖାନା ଓ ଆହୁରି ଅନେକ କଳ କାରଖାନା ଅଛି ।
 
ଏଠାରେ ବିଦ୍ୟୁତ୍ ବିଭାଗ(NESCO)ର ବାଲେଶ୍ୱର, ମୟୁରଭଞ୍ଜ,ଭଦ୍ରକ,କେନ୍ଦୁଝର,ଯାଜପୁର ୫ଟି ଜିଲ୍ଲା ର ମୂକ୍ଷ୍ୟ କାର୍ଯ୍ୟାଳୟ ରେମୁଣା
ଗୋଲେଇ ସ୍ଥିତ ଗ୍ରିଡ୍ ନିକଟରେ ଅବସ୍ଥିତ ୥|
 
== ଗମନାଗମନ ==
୧୧୫ କ ଧାଡ଼ି:
* [[ବାଲିଘାଟ ବନ୍ଦର]]: ଏହା ସହରର ଏକ ମୁଣ୍ଡରେ ଥିବା ଏକ ପୁରାତନ ବନ୍ଦର ।
 
* ଭୁଜାଖିଆ ପିର: [[ସୁନହଟ]]ରେ ଥିବା [[ଭୁଜାଖିଆ ପିର]] ହିନ୍ଦୁ ଓ ମୁସଲିମମାନଙ୍କ ଏକତାର ପ୍ରତିରୂପ । ଆସ୍ଥାନା ସରିଫ ହଜରତ ପିରବାବା ଏଠାରେ ହଇଜା ରୋଗିଙ୍କର ସେବା ପାଇଁ ଆସିଥିଲେ, ତାଙ୍କ ପରେ ଏହା ଏକ ତିରିଥଭୂଇଁ ପାଲଟି ଯାଇଛି, ବାଲେଶ୍ଵରି ଲୋକ ଭାସାରେଭାଷାରେ [[ଭୁଜା]]ର ଅର୍ଥ [[ମୁଢ଼ି଼]], ବାବାଙ୍କର ମୁଢ଼ି଼ରେ ଥିଲା ଭାରି ସରଗ, ଆଉ ସେଇଠି ପାଇଁ ଏ ଜାଗାର ନାମ ଭୁଜାଖିଆ ପିର ।
 
* '''ଗାନ୍ଧି ସ୍ମୃତି ଭବନ''': ଏହା ସହର ଉପକଣ୍ଠରେ ଥିବା ଏକ ପୁରୁଣା ସଭା ଭବନ ଯେଉଁଠାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ ।
 
* [[ତାଳସାରି]] ଠାରେ ବାଲେଶ୍ଵରର ଆଉ ଏକ ସୁନ୍ଦର ବେଳାଭୂଇଁ ଅଛି ।
* [[ପୁରୀ]], ବାରିପଦା ଓ କୋରାପୁଟ ପରେ [[ନୀଳଗିରି]]ର [[ଜଗନାଥ ମନ୍ଦିର]] ରଥଯାତ୍ରା ଭାରି ନାମକରା ।
* [[ଧାମରା]] ବାଲେଶ୍ଵର ଭୂଇଁର ଆଉ ଏକ ସୁନ୍ଦର ବନ୍ଦର ଓ ଗୋଳାବାରୁଦ ପରଖ ପାଇଁ ଜଣାଶୁଣା ।
୧୨୫ କ ଧାଡ଼ି:
* [[ଚନ୍ଦନେଶ୍ଵର]]ର ଶିବ ମନ୍ଦିର ଜଣାଶୁଣା ଶିବପିଠ | ଏଠାକାର '''ଜାଗର ମେଳା''' ପାଇଁ ଚାରିଆଡୁ ଭକତଙ୍କ ସୁଅ ଛୁଟେ ।
 
ବାଲେଶ୍ଵର ଠାରେବାଲେଶ୍ଵରଠାରେ [[ଓଡ଼ିଆ ସାହିତ୍ୟ]]ର ବ୍ୟାସକବି, ପ୍ରଥମ କ୍ଷୁଦ୍ର ଗଳପର ଲେଖାଳି ଓ [[ଓଡ଼ିଆ ଭାଷା]] ଆନ୍ଦୋଳନର ପୁରୋଧା [[ଫକିର ମୋହନ ସେନାପତି]], କବିବର [[ରାଧାନାଥ ରାଏ]], ଭକ୍ତ କବି [[ଦିନକୃଷ୍ଣ ଦାସ]] ଓ ଔପନ୍ୟାସିକ ତଥା ଗାଳ୍ପିକ [[ମନୋଜ ଦାସ]] ଜନ୍ମ ନେଇଥିଲେ ।
 
== ଶିକ୍ଷା ==
=== କଲେଜ ଓ ବିଶ୍ଵବିଦ୍ୟାଳୟ ===
* [http://www.fmuniversity.nic.in ଫକିର ମୋହନ ବିଶ୍ଵବିଦ୍ୟାଳୟ, ବ୍ୟାସବିହାର, ବାଲେଶ୍ଵର]
* [http://www.rjsms.org/ ଆର.ଜେ ସ୍କୁଲ ଅଫ ମାନେଜମେଣ୍ଟଅଫମାନେଜମେଣ୍ଟ]
* [http://www.bcetOdisha.org ବାଲେଶ୍ଵର କଲେଜ ଅଫ ଇଞ୍ଜିନିଅରିଙ୍ଗ ଆଣ୍ଡ ଟେକନୋଲୋଜି]
* [http://abaindia.com/ ଏକାଡେମି ଅଫ ବିଜନେସ ମାନେଜମେଣ୍ଟବିଜନେସମାନେଜମେଣ୍ଟ]
* [http://www.fmcollege.nic.in/ ଫକିର ମୋହନ ସ୍ଵୟଂଶାସିତ କଲେଜ, ବାଲେଶ୍ଵର]
* [[କୁନ୍ତଳାକୁମାରୀ ମହାବିଦ୍ୟାଳୟ]]
"https://or.wikipedia.org/wiki/ବାଲେଶ୍ୱର"ରୁ ଅଣାଯାଇଅଛି