"ବିଚ୍ଛନ୍ଦଚରଣ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (2) using AWB
୩୮ କ ଧାଡ଼ି:
 
== ଜୀବନକାଳ ==
ବିଚ୍ଛନ୍ଦ ଚରଣ ଖୋର୍ଦ୍ଧା ନିକଟରେ ଥିବା ଜାଅଁଳା ନିବାସୀ ପିତା ଗୋଲୋକ କୃଷ୍ଣ ଓ ମାତା ରାଧାରାଣୀଙ୍କର ମଝିଆ ପୁଅ ଥିଲେ । ତାଙ୍କ ପିଲାବେଳରେ ସେ ବାପାଙ୍କ ପ୍ରଭାବରେ ଆଧ୍ୟାତ୍ମିକ ଓ କଳାନୁରାଗୀ ହୋଇଥିଲେ । ତେବେ ତାଙ୍କ ପୂର୍ବପୁରୁଷଙ୍କ ସଞ୍ଚିତ ଧନରାଶି ଖଳଲୋକଙ୍କ ଚକ୍ରାନ୍ତ ଯୋଗୁଁ ଧର୍ମ୍ରପ୍ରାଣ ପିତାଙ୍କ ଦେଇ ଧୀରେ ଧୀରେ ସରି ଆସିବାରୁ ତାଙ୍କ ପରିବାରର ଆର୍ଥିକ ଅବନତି ଘଟିଲା । ଶାରୀରିକ ଅଚଳତା ହେତୁ ସେ ଅନେକ କାଳ ଚଳପ୍ରଚଳ କରିପାରୁନଥିଲେ । ଜଣେ କାଚରାଣୀର ସହାୟତାରେ ସବୁ ଦିନ ସକଳ ୯ ଘଟିକା ଯାଏଁ ତାଙ୍କ ପାଦ ଠାରୁ ଅଣ୍ଟା ପର୍ଯ୍ୟନ୍ତ ପୋତା ହୋଇ ରଖାଯାଉଥିଲା । ତିନିମାସ ପରେ ସେ ପାଦ ଘୋଷାଡ଼ି ଘୋଷାଡ଼ି ଚାଲିବା ଆରମ୍ଭ କଲେ । ତାଙ୍କର ବାଳଶିକ୍ଷା ଚାଟଶାଳୀରେ ଶେଷ ହୋଇଥିଲା । ସେ ପିଲାବେଳେ ସାହିତ୍ୟ ଓ ବ୍ୟାକରଣରେ ଅଗାଧ ଜ୍ଞାନ ଓ ରାମାୟଣ, ମହାଭାରତର ଚରିତ୍ର ମାନଙ୍କଚରିତ୍ରମାନଙ୍କ ବିଷୟରେ ପରିଚିତି ଲାଭ କରିଥିଲେ ।
 
ଓଡ଼ିଆ ସହ ସେ ଇଂରାଜୀ ଓ [[ବଙ୍ଗଳା ଭାଷା]]ରେ ମଧ୍ୟ ଲିଖନ ପଠନରେ ଆଗଭର ଥିଲେ । ଖୋର୍ଦ୍ଧା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଥିବା ତାଙ୍କ ବଡ଼ ଭାଇ [[ପଦ୍ମଚରଣ ପଟ୍ଟନାୟକ]]ଙ୍କପଟ୍ଟନାୟକଙ୍କ ପ୍ରେରଣାରେ ସେ ସୁପରିଚିତ ଇଂରାଜୀ କବି ମାନଙ୍କରକବିମାନଙ୍କର କବିତାକୁ ଓଡ଼ିଆରେ ଅନୁବାଦ କରିଥିଲେ । ସେହିପରି [[ଉପେନ୍ଦ୍ର ଭଞ୍ଜ|କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ]], [[ଦୀନକୃଷ୍ଣ ଦାସ|ଦୀନକୃଷ୍ଣ]], [[ବଳଦେବ ରଥ|କବିସୂର୍ଯ୍ୟ ବଳଦେବ]] ଓ [[ଅଭିମନ୍ୟୁ ସାମନ୍ତ ସିଂହାର]]ଙ୍କ କବିତାବଳୀକୁ ଇଂରାଜୀରେ ଅନୁବାଦ କରିଥିଲେ ।
 
ସେ ପ୍ରାଚୀ ସମିତି ଦେଇ ପ୍ରକାଶିତ ଇଂରାଜୀ ପତ୍ରିକା ପ୍ରାଚୀର ସମ୍ପାଦନା ଭାର ବହନ କରୁଥିଲେ । ତାଙ୍କର ପ୍ରଥମ ସମ୍ପାଦକୀୟ ଖୁବ ଉନ୍ନତ ଇଂରାଜୀରେ ଲେଖା ଓ ଭାବଗର୍ଭକ ହୋଇଥିବା ଦେଖି [[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]] ତାଙ୍କୁ ଜଣାଇଥିଲେ :
୫୪ କ ଧାଡ଼ି:
 
{{ଓଡ଼ିଆ ସାହିତ୍ୟ}}
 
{{ଅଧାଗଢା}}
 
[[ଶ୍ରେଣୀ:୧୯୦୧ ଜନ୍ମ]]
Line ୬୦ ⟶ ୬୨:
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟିକ]]
 
{{ଅଧାଗଢା}}