"କୃଷ୍ଣଚନ୍ଦ୍ର ବକ୍ସିପାତ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ using AWB |
ଟିକେ clean up, replaced: ବିଶିଷ୍ଠ → ବିଶିଷ୍ଟ using AWB |
||
୧୯ କ ଧାଡ଼ି:
}}
'''କୃଷ୍ଣଚନ୍ଦ୍ର ବକ୍ସିପାତ୍ର''' ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ
==ପିଲାଦିନ ଓ ଶିକ୍ଷା ଲାଭ==
ଶ୍ରୀ କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ଜନ୍ମ ହୁଏ ୧୯୨୭ ମସିହା ମେ ମାସ ୬ ତାରିଖ ଦିନ ତାଙ୍କ ମାମୁଁଘର [[ପାରଳାଖେମୁଣ୍ଡି]] ଠାରେ । ପିଲାଟି ଦିନରୁ ସେ ଧୀରସ୍ଥିର ପ୍ରକୃତିର ଥିଲେ । ପ୍ରାଇମେରୀ ଶିକ୍ଷା ରାୟଗଡ଼ା ରେ ସମାପନ କରି ସେ [[ସରକାରୀ ହାଇସ୍କୁଲ, ଗୁଣୁପୁର|ଗୁଣୁପୁର ହାଇସ୍କୁଲ]] ରେ ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ସ୍ନାତକ (ବି.ଏ) ପର୍ୟ୍ୟନ୍ତ ପଢିଥିଲେ । ଛାତ୍ର ଜୀବନରୁ ସେ [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରତି ଅନୁରକ୍ତ ଥିଲେ । ୧୯୪୩ ମସିହା ଅପ୍ରେଲ୍ ମାସରେ କୁନ୍ତଳା କୁମାରୀଙ୍କ ସହ ତଙ୍କର ବାଲ୍ୟ ବିବାହ ହୋଇଥିଲା ।
|