"ତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଦରକାରୀ ଛାଞ୍ଚ ହଟାଗଲା using AWB
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ using AWB
୨ କ ଧାଡ଼ି:
[[ଫାଇଲ:SriYantra construct.svg|thumb|right|ଶ୍ରୀ ଯନ୍ତ୍ର]]
 
'''ତନ୍ତ୍ର''' ହିନ୍ଦୁ ସମାଜରେ ପ୍ରଚଳିତ ଉପାସନା ପଦ୍ଧତିର ଏକ ଅଂଶ ବିଶେଷ । ତନ୍ତ୍ରର ଶାବ୍ଦିକ ଉଦ୍ଭବ ହେଲା '''ତନୋତି ତ୍ରାୟତି ତନ୍ତ୍ର''' (तनोति त्रायति तन्त्र) ରୁ ଯାହାର ଅଭିପ୍ରାୟ ହେଉଛି ବିସ୍ତାର ଓ ମୁକ୍ତି। ଏଠାରେ ତନ୍ତ୍ର ଶବ୍ଦର ଅଭିପ୍ରାୟ ଗୂଢ଼ ସାଧନା । [[ଶିବ]] ଓ ଶକ୍ତିଙ୍କ ଉପାସନା କୁ '''ତନ୍ତ୍ର ଶାସ୍ତ୍ର''' ବୋଲି କୁହାଯାଏ। ତନ୍ତ୍ର ଶାସ୍ତ୍ର ମତରେ ଏହି ଜଗତ ହେଲା [[ଶିବ]] ଓ ଶକ୍ତିଙ୍କ ଦିବ୍ୟ ଲୀଳା । [[ହିନ୍ଦୁ]],[[ବୌଦ୍ଧ ଧର୍ମ|ବୌଦ୍ଧ]] ଓ [[ଜୈନ]] ଧର୍ମରେ ତନ୍ତ୍ର ପରମ୍ପରା ଦେଖିବାକୁ ମିଳିଥାଏ ।
 
ସଂସ୍କୃତ ଶବ୍ଦ '''ତନ୍ତ୍ରର''' ଅନ୍ୟ ଏକ ଅର୍ଥ ହେଲା "ବୁଣିବା" ଅର୍ଥ ''ଅବିଛିନ୍ନତା''<ref>Norbu, p. 49</ref>)। ଏହା ପୁରାତନ ହିନ୍ଦୁ ପରମ୍ପରାର ଅଂଶ ଓ ଗୂଢ଼ ଜ୍ଞାନର ସମାହାର ଅଟେ। ତନ୍ତ୍ର [[ହିନ୍ଦୁ]], ବୋନପୋ, [[ବଉଧ|ବୌଦ୍ଧ]], ଓ[[ଜୈନ]] ଆଦି ଧର୍ମରେ ଏକ ପ୍ରତିଷ୍ଠିତ ପରମ୍ପରା। ତନ୍ତ୍ର ନାନା ଭାବରେ [[ଦକ୍ଷିଣ ଏସିଆ]], [[ଚୀନ]], [[ଜାପାନ]], [[ତିବ୍ଦତ]], [[କୋରିଆ]], [[କାମ୍ବୋଡ଼ିଆ|କାମ୍ପୁଚିଆ]], [[ବ୍ରହ୍ମଦେଶ|ବର୍ମା]], [[ଇଣ୍ଡୋନେସିଆ]] ଓ [[ମଙ୍ଗୋଲିଆ]] ଆଦି ଦେଶରେ ପରିଦୃଷ୍ଟ ହୋଇଥାଏ।<ref>White (2000), p. 7</ref>
 
ତନ୍ତ୍ରଗୁଡ଼ିକୁ [[ବେଦ|ବୈଦିକ]] ସମୟର ପରବର୍ତ୍ତୀ ରଚନା ବୋଲି କୁହାଯାଏ ଓ ସାହିତ୍ୟ ରୂପରେ ଯେମିତି ପୁରାଣ ଗ୍ରନ୍ଥାବଳୀ ମଧ୍ୟଯୁଗର ଦାର୍ଶନିକ-ଧାର୍ମିକ ରଚନା ବୋଲି କୁହାଯାଏ, ସେହି ପ୍ରକାର ତନ୍ତ୍ରଗୁଡ଼ିକରେ ମଧ୍ୟ ପ୍ରାଚୀନ-ଅଖ୍ୟାନ, କଥନିକା ଆଦିର ସମାବେଶ ହୋଇଥାଏ। ବିଷୟବସ୍ତୁ ଦୃଷ୍ଟିରୁ ଏ ସବୁ ଧର୍ମ, ଦର୍ଶନ, ସୃଷ୍ଟିରଚନା ଶାସ୍ତ୍ର, ପ୍ରଚୀନ ବିଜ୍ଞାନ ଆଦିର ଏନସାକ୍ଲୋପିଡିଆ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
 
ତନ୍ତ୍ରଗୁଡ଼ିକୁ [[ବେଦ|ବୈଦିକ]] ସମୟର ପରବର୍ତ୍ତୀ ରଚନା ବୋଲି କୁହାଯାଏ ଓ ସାହିତ୍ୟ ରୂପରେ ଯେମିତି ପୁରାଣ ଗ୍ରନ୍ଥାବଳୀ ମଧ୍ୟଯୁଗର ଦାର୍ଶନିକ-ଧାର୍ମିକ ରଚନା ବୋଲି କୁହାଯାଏ, ସେହି ପ୍ରକାର ତନ୍ତ୍ରଗୁଡ଼ିକରେ ମଧ୍ୟ ପ୍ରାଚୀନ-ଅଖ୍ୟାନ, କଥନିକା ଆଦିର ସମାବେଶ ହୋଇଥାଏ। ବିଷୟବସ୍ତୁ ଦୃଷ୍ଟିରୁ ଏ ସବୁ ଧର୍ମ, ଦର୍ଶନ, ସୃଷ୍ଟିରଚନା ଶାସ୍ତ୍ର, ପ୍ରଚୀନ ବିଜ୍ଞାନ ଆଦିର ଏନସାକ୍ଲୋପିଡିଆ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
 
ମିର୍ଜ। ନାଥନ, ଇବନ-ବତୁତା ଏବଂ ଶାହାବୁଦ୍ଦିନଙ୍କ ଭଳି ପୁରାତନ କାଳର ବିଦ୍ୱାନମାନଙ୍କ ଲେଖାଗୁଡ଼ିକରେ ମଧ୍ୟ ପ୍ରାଗ୍ଜ୍ୟୋତିଷପୁରର ତନ୍ତ୍ରମନ୍ତ୍ର ବିଷୟରେ ଉଲ୍ଲେଖ ଥିବା ଦେଖିବାକୁ ମିଳେ। ହିନ୍ଦୁ ଶାସ୍ତ୍ର ଅନୁସାରେ ଭଗବାନ କୃଷ୍ଣ ଭଗଦତ୍ତଙ୍କ ପିତା ନରକାସୁର ସହିତ ମଧ୍ୟ ମାୟା(ତନ୍ତ୍ର) ଯୁଦ୍ଧ କରିଥିଲେ। <ref name="ତନ୍ତ୍ର ଓ ମନ୍ତ୍ରରେ ମୋହାଚ୍ଛନ୍ନ ଏକ ଗାଁ ">{{cite web |title=ତନ୍ତ୍ର ଓ ମନ୍ତ୍ରରେ ମୋହାଚ୍ଛନ୍ନ ଏକ ଗାଁ |url=http://www.thesundayindian.com/or/story/of-tantra-and-mantra/7/2045/ |date=୨୭.୪.୧୩}}</ref>
Line ୨୧ ⟶ ୨୦:
* କର୍ମକାଣ୍ଡ,
 
* ବିଶିଷ୍ଟବିଶିଷ୍ଠ-ସାଧନା, ପଦ୍ଧତି ତଥା ସମାଜିକ ଆଚାର-ବିଚାରାଦିର ନିୟମ।
 
ସାଂଖ୍ୟ ତଥା ବେଦାନ୍ତର ଅଦ୍ୱୈତ ବିଚାରର ପ୍ରଭାବ ତନ୍ତ୍ର ଗ୍ରନ୍ଥାଦିରେ ଦେଖିବାକୁ ମିଳିଥାଏ। ତନ୍ତ୍ରରେ ପ୍ରକୃତିସହିତ ଶିବ ଅଦ୍ୱୈତ ଉଭୟଙ୍କ କଥା କୁହାଯାଇଛି, ପରନ୍ତୁ ତନ୍ତ୍ର ଦର୍ଶନରେ ‘ଶକ୍ତି’ (ଈଶ୍ୱରଙ୍କ ଶକ୍ତି)ଉପରେ ବିଶେଷ ଜୋର ଦିଆ ‌ଯାଇଛି।
Line ୪୧ ⟶ ୪୦:
3. କାଶ୍ମୀରୀ ଶୈବଦର୍ଶନ, ତଥା
 
4. ବୀରଶୈବ ବା ଲିଂଗାୟତ ଶୈବ ଦର୍ଶନ
 
ଆଗମର ଭାରତୀୟ ପରମ୍ପରାରେ ଅତ୍ୟନ୍ତ ମହତ୍ବପୂର୍ଣ ସ୍ଥାନ ହୈ। ପ୍ରାଚୀନ ମନ୍ଦିର, ପ୍ରତିମା, ଭବନ, ଏବଂ ଧାର୍ମିକ-ଆଧ୍ୟାତ୍ମିକ ବିଧି ଆଦିର ନିର୍ଧାରଣ ତନ୍ତ୍ରଦ୍ୱାରାହିଁ ହୋଇଛି।
Line ୭୪ ⟶ ୭୩:
* [http://books.google.co.in/books?id=Cd7hicKLS9kC&printsec=frontcover#v=onepage&q&f=false ବିଜ୍ଞାନ ଭୈରବ] (ଗୁଗଲ ପୁସ୍ତକ ; ଲେଖକ - ବ୍ରଜ ବଲ୍ଲଭ ଦ୍ୱିବେଦୀ)
* [http://www.virasadhana.com/ ବୀର ସାଧନ] (ତାଂତ୍ରିକ ପରମ୍ପରାକୁ ସୁରକ୍ଷିତ ରଖିବାର ପରିଯୋଜନା)
 
 
== ଆଗକୁ ପଢ଼ନ୍ତୁ ==
"https://or.wikipedia.org/wiki/ତନ୍ତ୍ର"ରୁ ଅଣାଯାଇଅଛି