"କୁସୁମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ fixing dead links
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ, ମୁଖ୍ଯ → ମୁଖ୍ୟ using AWB
୧୬ କ ଧାଡ଼ି:
[[File:Carthamus tinctorius MHNT.BOT.2011.3.34.jpg|thumb|''Carthamus tinctorius'' - [[MHNT]]]]
 
'''କୁସୁମ''' (ଉଦ୍ଭିଦ ବିଜ୍ଞାନ ନାମ '''''Carthamus tinctorius''''' କାର୍ଥାମସ ଟିଂଟୋରିୟସ) ହେଉଛି ଏକ ବହୁଶାଶା ଯୁକ୍ତ ଗୁଳ୍ମ ଜାତୀୟ, ସପୁଷ୍ପକ, ଦ୍ୱୀବୀଜପତ୍ରୀ, ବର୍ଷଜୀବୀ ଉଦ୍ଭିଦ। ସଂସ୍କୃତ ଭାଷାରେ ଏହାକୁ କସୁମ୍ଭ ବୋଲି କୁହାଯାଏ। ଏହି ଗଛର ମଞ୍ଜିରୁ ତେଲ ଆହରଣ କରିବାପାଇଁ ମୁଖ୍ୟତଃ ଏହାକୁ ଚାଷ କରାଯାଏ। ଏହି ଗଛ ୩୦ ରୁ ୫୦ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟବିଶିଷ୍ଠ ହୋଇଥାଏ। ଏହାର ଫୁଲ ହଳଦିଆ, କମଳା ବା ଲାଲ ରଙ୍ଗର ହୋଇଥାଏ। ଏହି ଗଛର ପ୍ରତ୍ୟେକ ଶାଖାରେ ୧ ରୁ ୫ଟି ଯାଏ ଫୁଲ ହୋଇଥାଏ ଓ ପ୍ରତ୍ୟେକ ଫୁଲରେ ୧୫ରୁ ୨୦ଟି ଲେଖାଁ ମଂଜି ରହିଥାଏ।
 
==ଉପଯୋଗ==
ଏହି ଗଛର ମଂଜି ଓ ଫୁଲ ମୁଖ୍ୟତଃ କାମରେ ଲାଗିଥାଏ. <ref>John Chadwick, ''The Mycenaean World'' (Cambridge: University Press, 1976), p. 120</ref>
 
ପାରମ୍ପରିକ ଭାବରେ ଏହାର ମଂଜି ପାଇବାପାଇଁ ଏହାକୁ ଅମଳ କରାଯାଉଥିଲା। ଏହାର ମଂଜିକୁ ଖାଦ୍ୟଦ୍ରବ୍ୟକୁ ସୁଦୃଶ୍ୟ ଓ ସୁଗନ୍ଧିତ କରିବାପାଇଁ, ବିଭିନ୍ନ ଔଷଧିରେ ଓ ବିଭିନ୍ନ ପ୍ରକାରର ରଂଗ ପ୍ରସ୍ତୁତିରେ ବ୍ୟବହାର କରା ଯାଉଥିଲା। <ref>Daniel Zohary and Maria Hopf, ''Domestication of plants in the Old World'', ତୃତୀୟ ସଂସ୍କରଣ (ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ ୨୦୦୦), ୨୧୧ ପୃଷ୍ଠା</ref> ବିଗତ ପ୍ରାୟ ୫ ଦଶନ୍ଧି ଧରି ଏହି ଗଛକୁ ମୁଖ୍ୟତଃ ବନସ୍ପତି ତେଲ ପାଇଁ ଉତ୍ପାଦନ କରା ଯାଉଅଛି।
 
==ଚାଷ==
ବିଶ୍ୱର ପାଖାପାଖି ୬୦ ଟି ଦେଶର ଅମଳକୁ ମିଶାଇଲେ ଏହା ବର୍ଷକୁ ପ୍ରାୟ ୬୦୦୦୦ ଟନ୍ ଉତ୍ପାଦିତ ହୋଇଥାଏ। ଏମାନଙ୍କ ମଧ୍ୟରୁ [[ଭାରତ]], [[ଆମେରିକା]], ଓ [[ମେକ୍ସିକୋ]]ରେ ଏହା ଅଧିକ ଉତ୍ପାଦିତ ହେଉଥିଲେହେଁ [[ଇଥିଓପିଆ]], [[କାଜାକସ୍ତାନ]], [[ଚୀନ]],ଆରବ୍ୟ ଦେଶ ସମୂହ, [[ଆର୍ଜେଣ୍ଟିନା]] ଓ [[ଅଷ୍ଟ୍ରେଲିଆ]] ଆଦି ଦେଶ ମଧ୍ୟ ଏହାର ଉତ୍ପାଦନରେ ଆଗଧାଡ଼ିରେ ରହିଛନ୍ତି। ବିଗତ ୫ ଦଶଂଧି ଧରି ଏହାକୁ ମୁଖ୍ଯତଃମୁଖ୍ୟତଃ ବନସ୍ପତି ତେଲ ପାଇଁ ଉତ୍ପାଦନ କରା ଯାଉଅଛି।
 
==ଆଧାର==
"https://or.wikipedia.org/wiki/କୁସୁମ"ରୁ ଅଣାଯାଇଅଛି