"ତୁଳସୀ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
ଟିକେ + ଆଧାର
୧୮ କ ଧାଡ଼ି:
|footnotes=
}}
'''ତୁଳସୀ ଦାସ''' ଶ୍ରାବଣ ଶୁକ୍ଳ ସପ୍ତମୀ<ref name="lochtefeld">{{cite book | last = Lochtefeld | first = James G. | isbn=9780823931804 | title = The Illustrated Encyclopedia of Hinduism: N-Z | year = 2001 | publisher=Rosen Publishing Group | location=New York City, United States of America | page=559}}</ref><ref name="gp-rcm-tulsi-birth">Gita Press Publisher 2007, p. 25.</ref> ଦିନ [[ଉତ୍ତର ପ୍ରଦେଶ]]ର [[ଯମୁନା ନଦୀ]]କୂଳସ୍ଥିତ [[ରାଜାପୁର]]ଠାରେ<ref name="sivananda">{{cite web | url=http://www.divyajivan.org/articles/siva/tulsidas_article.htm | title=Goswami Tulsidas By Swami Sivananda | accessdate=July 12, 2011 | last=Sivananda | first=Swami | publisher=Sivananda Ashram, Ahmedabad}}</ref> ୧୫୩୨ ଖ୍ରୀଷ୍ଟାବ୍ଦରେ ତୁଳସୀ ଦାସ ଜନ୍ମଲାଭ କରିଥିଲେ। ସେ [[ହିନ୍ଦୀ ଭାଷା|ହିନ୍ଦୀ]] [[ରାମାୟଣ]]ର ରଚୟିତା।
==ପରିବାର==
ତୁଳସୀ ଦାସଙ୍କ ପିତାଙ୍କ ନାମ ଆତ୍ମାରାମ ଦ୍ୱିବେଦୀ ଓ ମାତାଙ୍କ ନାମ ହୁଳସୀ ଦେବୀ। ଉଭୟ ପିତାମାତା ପ୍ରଭୁ [[ରାମ]]ଚନ୍ଦ୍ରଙ୍କର ପରମ ଉପାସକ ଥିଲେ । ସେମାନଙ୍କର ବହୁଦିନ ପର୍ଯ୍ୟନ୍ତ କୌଣସି ସନ୍ତାନସନ୍ତତି ହୋଇନଥିଲା। ସେଥିପାଇଁ ଉଭୟ ଦମ୍ପତି ପ୍ରଭୁ ଶ୍ରୀରାମଙ୍କୁ ସର୍ବଦା ପ୍ରାର୍ଥନା କରୁଥିଲେ। ପରିଶେଷରେ ଏକ ଶିଶୁପୁତ୍ର ଜନ୍ମଲାଭ କଲା। କିନ୍ତୁ ପିଲାଟି ଜନ୍ମରୁ ୩୨ଟି ଦାନ୍ତ ନେଇ ଆସିଥିଲା। ଜନ୍ମ ସମୟରେ ଅନ୍ୟ ନବଜାତ ଶିଶୁଙ୍କ ପରି ଆଦୌ କ୍ରନ୍ଦନ କରିନଥିଲା। ତେଣୁ ଅନେକ ଏହାକୁ ଏକ ଅଶୁଭ ସୂଚନା ବୋଲି ମନେକଲେ। <ref>{{cite book | last=Bhat | first=M. Ramakrishna | title=Fundamentals of Astrology | publisher=Motilal Banarsidass Publ | year=1988 | edition=3rd | page=52 | isbn=9788120802766 | location=New Delhi, India}}</ref> ପିତା ଆତ୍ମାରାମ ମଧ୍ୟ ଭଗବାନ ବାର୍ଦ୍ଧକ୍ୟ ଅବସ୍ଥାରେ ଏପରି ଏକ ସନ୍ତାନ ତାଙ୍କୁ ଦେଇଥିବାରୁ ଅତ୍ୟନ୍ତ ଚିନ୍ତିତ ହୋଇ ପଡ଼ିଲେ । ଶେଷରେ ଆତ୍ମାରାମ କୁଳଗୁରୁ ନୃସିଂହ ଦାସ ଯିଏ ଜଣେ ଜ୍ୟୋତିର୍ବିଦ ତାଙ୍କ ସହିତ ପରାମର୍ଶ କଲେ। ସେ ଗଣନା କରି ଦେଖିଲେ ଯେ ଶିଶୁଟି ଅଶୁଭ ମୂଳା ନକ୍ଷତ୍ରରେ ଜାତ ହୋଇଛି ଏବଂ ପିତୃହନ୍ତା ହେବ। ତେଣୁ ପିତାମାତା ଉପାୟଶୂନ୍ୟ ହୋଇ ଶିଶୁପୁତ୍ରକୁ ତାଙ୍କ କୁଳଗୁରୁଙ୍କୁ ଅର୍ପଣ କଲେ। ଗୁରୁ ଶିଶୁଟିକୁ ନେଇ ତାଙ୍କ ଘରେ ଲାଳନପାଳନ କଲେ ଓ ନାଁ ରଖିଲେ '''ତୁଳସୀ'''।
 
ପିତାଙ୍କ ଦେହାନ୍ତ ପରେ ଯୁବକ ତୁଳସୀ ଘରକୁ ଫେରି ମାତା ହୁଳସୀଙ୍କ ପାଖରେ ରହିଲେ ଏବଂ ପିତା କରୁଥିବା ଯଜମାନ କର୍ମ କରି ଜୀବନ ବିତାଇଲେ।ବିତାଇଲେ ସଂସାରରେ ଧର୍ମାଚରଣ ପାଇଁ ସହଧର୍ମିଣୀର ଆବଶ୍ୟକତା ରହିଛି। କାରଣ ସ୍ତ୍ରୀ, ଧର୍ମ କାର୍ଯ୍ୟରେ ସ୍ୱାମୀଙ୍କୁ ସହାୟତା ପ୍ରଦାନ କରେ ବୋଲି ମୁନିଋଷିମାନେ ସ୍ତ୍ରୀକୁ ସହଧର୍ମିଣୀ ରୂପେ ନାମିତ କରିଛନ୍ତି। ୤ତୁଳସୀ। ତୁଳସୀ ରତ୍ନାବଳୀ ନାମକ ଏକ ଅତ୍ୟନ୍ତ ସୁନ୍ଦର ଝିଅକୁ ବିବାହ କଲେ।କଲେ । ତୁଳସୀ ସୌନ୍ଦର୍ଯ୍ୟର ଉପାସକ ହୋଇଥିବାରୁ ପତ୍ନୀ ରତ୍ନାବଳୀ ପାଖରେ ସର୍ବଦା ରହୁଥିଲେ ଏବଂ ତାଙ୍କୁ ନିମିଷେ ମାତ୍ର ଛାଡ଼ି ରହିପାରୁନଥିଲେ।ରହିପାରୁନଥିଲେ । ତୁଳସୀ ଯଜମାନ କାର୍ଯ୍ୟ ବ୍ୟତୀତ ଅବଶିଷ୍ଟ ସମୟରେ ସ୍ତ୍ରୀଙ୍କ ପାଖରେ ସମୟ କଟାଉଥିଲେ।କଟାଉଥିଲେ ବିବାହ ପରେ ରତ୍ନାବଳୀ ବାପଘରକୁ କେବେ ଯାଇନଥିଲେ।ଯାଇନଥିଲେ । ଦିନେ ତୁଳସୀଙ୍କ ଅବର୍ତ୍ତମାନ କାଳରେ ପିତାଙ୍କ ଅସୁସ୍ଥତା ଖବର ଶୁଣି ରତ୍ନାବଳୀ ପିତ୍ରାଳୟକୁ ଅସୁସ୍ଥ ପିତାଙ୍କୁ ଦେଖିବାକୁ ଚାଲିଗଲେ।ଚାଲିଗଲେ । ତୁଳସୀ ଘରକୁ ଫେରି ଦେଖିଲେ ଯେ ରତ୍ନାବଳୀ ଘରେ ନାହିଁ । ପତ୍ନୀଙ୍କୁ ଘରେ ନ ଦେଖି ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଲେ।ପଡ଼ିଲେ । ମାଆଙ୍କ ପାଖରୁ ସୂଚନା ପାଇଲେ ଯେ ସେ ଅସୁସ୍ଥ ପିତାଙ୍କୁ ଦେଖିବାକୁ ତାର ବାପଘରକୁ ଯାଇଛି।ଯାଇଛି । ତେଣୁ ସେ କିଛି ଖିଆପିଆ ନକରି ମେଘ ଅନ୍ଧାର ରାତିରେ ମାଆକୁ କହି ଶ୍ୱଶୁରାଳୟକୁ ଗଲେ।ଗଲେ । ତାଙ୍କର ଏକମାତ୍ର ଚିନ୍ତା କିପରି ଶିଘ୍ର ଯାଇ ରତ୍ନାବଳୀଙ୍କ ନିକଟରେ ପହଞ୍ଚିବେ । ତେଣୁ ବାଟରେ ବିଭିନ୍ନ ବାଧାବିଘ୍ନକୁ ଖାତିର ନକରି ଅର୍ଦ୍ଧରାତ୍ରିରେ ବର୍ଷାରେ ସମ୍ପୂର୍ଣ୍ଣ ଓଦା ହୋଇ ଆସି ରତ୍ନାବଳୀଙ୍କ ପାଖରେ ପହଞ୍ଚିଲେ।ପହଞ୍ଚିଲେ । ତୁଳସୀଙ୍କ ଏପରି ଅବସ୍ଥା ଦେଖି ରତ୍ନାବଳୀ ବାକ୍ ଶୂନ୍ୟ ହୋଇଗଲେ ଏବଂ କହିଲେ ‘ସ୍ତ୍ରୀ ପ୍ରତି ଅତ୍ୟଧିକ ଆସକ୍ତ ଠିକ୍ ନୁହେଁ।ନୁହେଁ । ସ୍ତ୍ରୀର ଯୌବନର ସୌନ୍ଦର୍ଯ୍ୟ ଇନ୍ଦ୍ରଧନୁ ପରି ଶୋଭାପାଏ, ମାତ୍ର ତାହା କ୍ଷଣସ୍ଥାୟୀ।କ୍ଷଣସ୍ଥାୟୀ । ତେଣୁ ସ୍ତ୍ରୀ ମୋହ ପରିହାର କରି ପ୍ରଭୁ ଶ୍ରୀରାମଙ୍କ ପାଦ ପଦ୍ମରେ ଏହି ପ୍ରେମ ବ୍ୟାକୁଳତାକୁ ଅର୍ପଣ କଲେ ତାଙ୍କ ଆଶୀର୍ବାଦରୁ ପରମ ଶାନ୍ତି ଲାଭ କରିବା ସହିତ ସଂସାର ବନ୍ଧନରୁ ମୁକ୍ତି ମିଳିବ । ତେଣୁ ରତ୍ନାବଳୀଙ୍କର ଏହି ମର୍ମଭେଦୀ କଥାରେ ତୁଳସୀଙ୍କ ଜ୍ଞାନୋଦୟ ହେଲା ଏବଂ ସେ ପାର୍ଥିବ ପ୍ରେମକୁ ପରିତ୍ୟାଗ କରି ସ୍ୱର୍ଗୀୟ ଆନନ୍ଦ ପାଇବାକୁ ପ୍ରଭୁ ଶ୍ରୀରାମଙ୍କ ଠାରେ ନିଜକୁ ସମର୍ପିତ କଲେ।କଲେ । ତୁଳସୀ ଚଉଦବର୍ଷ [[ଭାରତ]]ର ବିଭିନ୍ନ ତୀର୍ଥକ୍ଷେତ୍ର ଓ ଧର୍ମସ୍ଥାନ ପରିଭ୍ରମଣ କରିବା ସହ କଠୋର ସାଧନା କଲେ ଏବଂ ଶେଷରେ ପ୍ରଭୁ ଶ୍ରୀରାମଙ୍କ କରୁଣା ଲାଭ କଲେ।କଲେ । ଫଳତଃ ରାମ ପ୍ରେମରେ ନିଜକୁ ବିଲୀନ କରି ପବିତ୍ର [[ରାମ ଚରିତ ମାନସ (ଗ୍ରନ୍ଥ)|ରାମ ଚରିତ ମାନସ]] ରଚନା କଲେ <ref>ଡାଃ ସୁନିଆଁ ପ୍ରଧାନ, ସଂଚାର, ପୃଷ୍ଠା-୧୪, ଶନିବାର ୩ ଅଗଷ୍ଟ ୨୦୧୩</ref>
==ଆଧାର==
{{ଆଧାର}}