"ଗଣେଶ୍ୱର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ବାଲ୍ୟଜୀବନ ଓ ଶିକ୍ଷା: ଥରେ ଲିଙ୍କ ଦିଆହେଇଛି, ଆଉ ଲୋଡ଼ା ନାହିଁ
୪୦ କ ଧାଡ଼ି:
 
== ବାଲ୍ୟଜୀବନ ଓ ଶିକ୍ଷା ==
ଗଣେଶ୍ୱର ମିଶ୍ର, ୧୯୪୨ମସିହାରେ [[ପୁରୀ ଜିଲ୍ଲା]]ର ପୁରୁଷୋତ୍ତମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ବାନାମ୍ବର ମିଶ୍ର ଓ ମାତା ଗୌରୀ ଦେବୀ । ପୁରୀ ଜିଲ୍ଲାର ଦଇତାପଡା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଙ୍କ ଶିକ୍ଷାରମ୍ଭ ହୋଇଥିଲା । ୧୯୫୯ରୁ ୧୯୬୩ମସିହା୧୯୬୩ ମସିହା ମଧ୍ୟରେ, ସେ ପୁରୀର [[ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ]]ରୁ ଉଚ୍ଚଶିକ୍ଷା ଲାଭ କରିବା ପରେ [[ରେଭେନ୍ସା ମହାବିଦ୍ୟାଳୟ]]ରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।
 
== ବୃତ୍ତିଗତ ଜୀବନ ==