"ଜଗନ୍ନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି,ବନାନ ଓ ଆଧାର
୧ କ ଧାଡ଼ି:
{{ଛୋଟ|Jagannath Das}}
{{Infobox person
| honorific_prefix = ଅତିବଡ଼ଅତିବଡ଼ି
| name = ଜଗନ୍ନାଥ ଦାସ
| image =
୧୮ କ ଧାଡ଼ି:
'ଜଗନ୍ନାଥ ଦାସ' (୧୪୯୦-୧୫୫୦) ''(କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ)''<ref>{{cite web |url= http://orissadiary.com/personality/poet/JAGANNATHA_DAS.asp |title=ATIBADI JAGANNATHA DAS, POET THE GREAT |first= |last= |work=orissadiary.com |quote=Historians differ and opine that he was born in 1490 ‘Bhadra Shukla Pakhya’, Radhastami Day about 5 kms away from Puri, in Kapileswarpur Sashana. As per ‘Odissa Sahitya Academy Publication titled Jagannath Das written by Bhagabana Panda, the done of birth of poet Sait Jagannath Das is 1491 and he had a life span of 59 years (1491-1550). Others opine that his exact span of life was sixty years (1492-1552). |accessdate=7 November 2012}}</ref>
ପିତା "ଭଗବାନ ଦାସ" ଓ ମାତା "ପଦ୍ମାବତୀ"ଙ୍କ ଠାରୁ ଜନ୍ମିତ [[ଓଡ଼ିଆ ସାହିତ୍ୟ]]ର ପଞ୍ଚସଖାଙ୍କ ଭିତରୁ ଜଣେ । [[ଚୈତନ୍ୟ ମହାପ୍ରଭୁ|ଶ୍ରୀ ଚୈତନ୍ୟ ଦେବଙ୍କ]] ସମୟରେ ଉତ୍କଳର ଯେଉଁ ପଞ୍ଚମୂର୍ତ୍ତି ([[ଅଚ୍ୟୁତାନନ୍ଦ ଦାସ]], [[ବଳରାମ ଦାସ]], [[ଶିଶୁ ଅନନ୍ତ ଦାସ]], [[ଯଶୋବନ୍ତ ଦାସ]]) ବୈଷ୍ଣବ ମହାପୁରୁଷମାନେ ପ୍ରସିଦ୍ଧଲାଭ କରିଥିଲେ ସେମାନେ ପଞ୍ଚସଖା ନାମରେ ବିଖ୍ୟାତ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ।
'''ଜଗନ୍ନାଥ ଦାସ''' [[ଓଡ଼ିଆ ଭାଷା]]ର ଜଣେ ମହାନ ସାଧକ ଓ କବି ଥିଲେ ଓ [[ଓଡ଼ିଆ ଭାଷା|ଓଡ଼ିଆରେ]] ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ ।
 
ଶ୍ରୀଚୈତନ୍ୟ ତାଙ୍କରଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ "ଅତିବଡ଼ଅତିବଡ଼ି" ଡାକୁଥିଲେ ଯାହାର ଅର୍ଥ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ" ।
 
== ଜୀବନ କାଳ ==
୧୪୯୦ ଖ୍ରୀଷ୍ଟାଦ୍ଦ ଭାଦ୍ରମାସଭାଦ୍ରବମାସ ଶୁକ୍ଲପକ୍ଷ ଅଷ୍ଟମୀ<ref>{{cite web |url= http://www.tattvaloka.com/magazine/november-2011/article/atibadi-jagannath-das |title=Atibadi Jagannath Das |first=Choodala |last= |work=tattvaloka.com |quote=Jagannath Das was born to Bhagaban Das and Padmavathi on Bhadrapada Shukla Ashtami in 1490 AD at Kapileshwar in Orissa. <!--The Vaishnavaits treat him as an incarnation of Sri Radhika and the Shakt adore him as an incarnation of Sri Durga.-->|accessdate=7 November 2012}}</ref> ଅନୁରାଧା ନକ୍ଷତ୍ର ବୁଧବାର ଦିନ ମଧ୍ୟାହ୍ନ ସମୟରେ କପିଳେଶ୍ଵରପୁର ଶାସନରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ । ଯେଉଁ କ୍ଷଣରେ ବୃଷଭାନୁ ନନ୍ଦିନୀ ରାଧା ଦେବୀଙ୍କର ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି, ଠିକ୍ଠିକ ସେହିକ୍ଷଣରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି ଲୋକେ ବିଶ୍ଵାସ କରନ୍ତି ତାଙ୍କ ପିତାଙ୍କ ନାମ ଭଗବାନ ଦାଶ ଓ ମାତାଙ୍କ ନାମ ପଦ୍ମାବତୀ । ଭଗବାନ ଦାଶ ମହାରାଜା ପୁରୁଷୋତ୍ତମ ଦେବଙ୍କର ପୌରାଣିକ ଥିଲେ ପଦ୍ମାବତୀଏବଂ ବଡ଼ପଦ୍ମାବତୀ ଧର୍ମ ପରାୟାଣା, ସୁଶୀଳା ଓ ପତିଭକ୍ତା ଥିଲେ ।
 
ଶିଶୁଟି ଜଗନ୍ନାଥ ଦେବଙ୍କ ପ୍ରସାଦରୁ ଲବ୍ଧ ବୋଲି ଭାବି ଭଗବାନ ଦାଶ ପଣ୍ଡିତମାନଙ୍କ ପରାମର୍ଶକ୍ରମେ ତାହାର ଜଗନ୍ନାଥ ବୋଲି ନାମକରଣ କଲେ ଶିଶୁଟି କ୍ରମେଶିଶୁ ଜଗନ୍ନାଥ ଚତୁର୍ଥ ବୟସରେ ପଦାର୍ପଣ କରିବା ବେଳକୁ ପିତା ତାହାଙ୍କରତାଙ୍କର ଚୂଡ଼ାକର୍ମ, କଣ୍ଣବୋଧ ଆଦି ଶେଷ କରିଥିଲେ ଏହି ଚତୁର୍ଥ ବର୍ଷ ବୟସ୍କ ବାଳକ କେବଳ କ୍ରୀଡ଼ା କୌତୁକରେ ସମୟ କଟାଉଥିଲେହେଁ ତାହାଙ୍କରତାଙ୍କର ଅସାଧାରଣ ସ୍ମରଣ ଶକ୍ତିର ଓ ପ୍ରତିଭାର ପରିଚୟ ମିଳୁଥିଲା । ପଞ୍ଚମ ବର୍ଷରେ ସେ ବିଦ୍ୟାରମ୍ଭ କରି ପୂର୍ବ ଜନ୍ମ ସଂସ୍କାର ବଶତଃ ଅତି ଅଳ୍ପ ସମଯସମୟ ମଧ୍ୟରେ ପଠିତ ବିଷୟମାନ ମନେ ରଖି ପାରୁଥିଲେ । ସେ ପ୍ରଥମେ ଗ୍ରାମ ପାଠଶାଳୀରେ ବର୍ଣ୍ଣପାଠ ଓ ଅଙ୍କ ଆଦି ଶିଖିଥିଲେ; ଉପନୟନ ଉତ୍ତାରେ ପିତାଙ୍କ ନିକଟରେ ଅମରକୋଷ, ଅଭିଧାନ ଏବଂ କଳାପ ଓ ବର୍ଦ୍ଧମାନ ନାମକ ଦୁଇଟି ସଂସ୍କୃତ ବ୍ୟାକରଣ ସମ୍ପୂର୍ଣ୍ଣ କଣ୍ଠସ୍ଥ କରି ସେଥିରେ ଅତ୍ୟନ୍ତ ପାଣ୍ଡିତ୍ୟ ଲାଭ କରିଥିଲେ । ନିକଟବର୍ତ୍ତୀ ବ୍ରାହ୍ମଣ ଶାସନକୁ ପ୍ରତିଦିନ ଯାଇ ୟଜୁର୍ବେଦ ଓ ସାମବେଦର ସଂହିତାମାନ ମଧ୍ୟ ସେ ଅଧ୍ୟୟନ ଓ କଣ୍ଠସ୍ଥ କରିଥିଲେ; ନ୍ୟାୟ ବେଦାନ୍ତାଦି ଦର୍ଶନଶାସ୍ତ୍ର ଏବଂ ମହାଭାରତ ରାମାୟଣ ଆଦି ଧର୍ମଶାସ୍ତ୍ର ସମସ୍ତ ପଢ଼ିଲେ, ସର୍ବଶେଷରେ ଶ୍ରୀ ଭାଗବତ ଅଧ୍ୟୟନ କଲେ ଏହି ସମଯରେ ପିତା ଭଗବାନ ଦାଶ ଜଗନ୍ନାଥଙ୍କର ବିବାହ ପ୍ରସ୍ତାବ ଉଠାଇଲେ, କିନ୍ତୁ ଜଗନ୍ନାଥ ଆଉ କେତେକ ଶାସ୍ତ୍ରର ଅଧ୍ୟୟନ ସମାପ୍ତ କରି ବିବାହ କରିବା ପାଇଁ ପିତାଙ୍କୁ ପ୍ରାର୍ଥନା କଲେ ଅଷ୍ଟାଦଶ ବର୍ଷ ବୟସ ବେଳକୁ ସେ ସମସ୍ତ ଶାସ୍ତ୍ରରେ ପ୍ରବୀଣତା ଲାଭ କରିଥିଲେ ପଣ୍ଡିତ ସମାଜରେ ତାହାଙ୍କତାଙ୍କ ଖ୍ୟାତି କ୍ରମେ କ୍ରମେ ବଢ଼ିବାରେ ଲାଗିଲା ବୟୋବୃଦ୍ଧି ସଙ୍ଗେ ସଙ୍ଗେ ତାହାଙ୍କର ଭଗବତ୍ ପ୍ରୀତି ମଧ୍ୟ କ୍ରମଶଃ ବୃଦ୍ଧି ହେଲା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଠାରେମହାପ୍ରଭୁଙ୍କଠାରେ ତାଙ୍କର ପ୍ରଗାଢ଼ ଭକ୍ତି ହେତୁ ସେ ପ୍ରତ୍ୟହ ଜଗନ୍ନାଥ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରକୁ ଆସୁଥିଲେ; ମନ୍ଦିର ଭିତର ବେଢ଼ାରେ ସେ ବଟଗଣେଶଙ୍କ ନିକଟରେ ବସି ଶ୍ରାମଦ୍ଭାଗବତ ପାଠ କରୁଥିଲେ ପ୍ରତ୍ୟହ ବହୁଲୋକ ପୁରାଣ ଶୁଣିବାକୁ ସେଠାରେ ରୁଣ୍ଡ ହେଉଥିଲେ ବଟବିହାରୀ ନାମକ ଶ୍ରୀ ଜଗନ୍ନାଥଙ୍କଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ପୁରାଣ ପାଠ ହେଉଅଛି ଓ ପୁରାଣ ପାଠକଙ୍କ ପାଇଁ ରାଜପ୍ରଦତ୍ତ ବୃତ୍ତି ମଧ୍ୟ ଖଞ୍ଜା ଅଛି ।
 
<!--
୫୩ କ ଧାଡ଼ି:
 
== ଜଗନ୍ନାଥ ଦାସ ଓ ମଠ ==
ଦିନେ ଉତ୍କଳର ମହାରାଜା ପ୍ରତାପରୁଦ୍ର ଦେବ ଜଗନ୍ନାଥ ଦର୍ଶନକୁ ଯାଇଥିଲେ, ଏମନ୍ତ ସମୟରେ ଶ୍ରୀଚୈତନ୍ୟଙ୍କ ସଙ୍ଗେ ମନ୍ଦିରରେ ତାଙ୍କର ଭେଟ ହେଲା ମହାରାଜ ଶ୍ରୀଚୈତନଙ୍କୁ ପଚାରିଲେ, "ଜଗନ୍ନାଥ ମୂର୍ତ୍ତିରେ କିପରି ରାଧାକୃଷ୍ଣଙ୍କର ୟୁଗଳମୂର୍ତ୍ତିଯୁଗଳମୂର୍ତ୍ତି ଭାବ ଉପଲବ୍ଧି କରି ପାରିବି, ଏହା ମୋତେ ଅନୁଗ୍ରହ କରି ବୁଝାଇ ଦିଅନ୍ତୁ" ଏହା ଶୁଣି ଶ୍ରୀଚୈତନ୍ୟ ଦେବ ଉତ୍ତର ଦେଲେ 'ଆମ୍ଭ ଅତିବଡ଼ଅତିବଡ଼ି ସ୍ଵାମୀ ତାହା ଆପଣଙ୍କୁ ସ୍ପଷ୍ଟଭାବେ ବୁଝାଇ ଦେବେ" ତହୁଁ ଅତିବଡ଼ଅତିବଡ଼ି ସ୍ଵାମୀ ଶ୍ରୀ ଜଗନ୍ନାଥ ଦାସ ମହାରାଜ ପ୍ରତାପରୁଦ୍ର ଦେବଙ୍କୁ ତାହା ବୁଝାଇ ଦେବାରୁ ରାଜା ତାଙ୍କଠାରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କର ଭକ୍ତ ଓ ବଶୀଭୂତ ହେଲେ ଶ୍ରୀ ଜଗନ୍ନାଥ ମନ୍ଦିରର ବାୟୁ କୋଣରେ ମାର୍କଣ୍ଡେୟ ତୀର୍ଥର ଅନତିଦୂର ଦକ୍ଷିଣରେ ନିଜ ରାଣୀଙ୍କର ଶ୍ରୀକ୍ଷେତ୍ରରେ ଅବସ୍ଥାନ ନିମନ୍ତେ ମହାରାଜାଙ୍କର ୟେଉଁ ରାଜପ୍ରସାଦ ନିର୍ମିତ ହୋଇଥିଲା, ତହିଁରେ ଜଗନ୍ନାଥ ଦାସଙ୍କୁ ରହିବାକୁ ମହାରାଜ ପ୍ରାର୍ଥନା କଲେ ଅତିବଡ଼ ସ୍ଵାମୀଅତିବଡ଼ି ପ୍ରଥମେ ସେଠାରେ ରହିବାକୁ ଅନିଚ୍ଛୁକ ଥିଲେ ସୁଦ୍ଧା ମହରାଜଙ୍କର ସେବାରେ ଓ ଭକ୍ତିରେ ସନ୍ତୁଷ୍ଟ ହୋଇ କିଛି କାଳ ସେଠାରେ ଅବସ୍ଥାନ କଲେ ବର୍ତ୍ତମାନ ତାହା ଓଡ଼ିଆମଠ ନାମରେ ଖ୍ୟାତ ।
 
ଅନନ୍ତର ଅତିବଡ଼ଜଗନ୍ନାଥ ସ୍ଵାମୀଦାସ ସଂସାର କୋଳାହଳ ବର୍ଜ୍ଜିତ ସମୁଦ୍ରତୀରବର୍ତ୍ତୀ ବାଲୁକାମଯବାଲୁକାମୟ ଭୂମିରେ ଏକ ନିର୍ଜନ ଭଜନକୁଟୀ ସ୍ଥାପନ କଲେ ଏହାର ଆଧୁନିକ ନାମ ସାତଲହଡ଼ି ମଠ ଏହି ମଠଟି ଶଙ୍କରାଚାର୍ଯ୍ୟମଠର ଦକ୍ଷିଣରେ ଅବସ୍ଥିତ ଏଠାରେ ଜଗନ୍ନାଥ ଦାସଙ୍କର ମଣିବିଗ୍ରହ (ପ୍ରସ୍ତର—ମୂର୍ତ୍ତି) ବିଦ୍ଯମାନବିଦ୍ୟମାନ । କଥିତ ଅଛି ଶ୍ରୀ ଅଚିବଡ଼ଜଗନ୍ନାଥ ସ୍ଵାମୀଦାସ ସମୁଦ୍ର ତରଙ୍ଗର ଘୋର ଗର୍ଜନ ଯୋଗୁଁ ଭଜନସ୍ମରଣରେ ଅସୁବିଧା ଅନୁଭବ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃପାପ୍ରାର୍ଥୀ ହେବାରୁ ପ୍ରଭୁଙ୍କ ଆଜ୍ଞାରେ ସମୁଦ୍ର ସାତ ସ୍ତର ଲହରୀର ଦୂରତା ପର୍ଯ୍ୟନ୍ତ ଦୂରକୁ ଘୁଞ୍ଚି ଯାଇଥିଲା ତେଣୁ ସେହି ଦିନଠାରୁ ଉକ୍ତ ମଠଟିର ନାମ ସାତଲହଡ଼ି ମଠ ହୋଇଅଛି ।
<!--
ଶ୍ରୀ ଅତିବଡ଼ ଜଗନ୍ନାଥ ଦାସଙ୍କ ପରେ ତାଙ୍କର ୧୬ ଶିଷ୍ୟଙ୍କ ମଧ୍ୟରୁ ସୁପ୍ରସିଦ୍ଧ ଗୋପୀନାଥ ଦାସ ପୁରୀ ଓଡ଼ିଆ ମଠର ଅଧିକାରୀ ହେଲେ ତାଙ୍କର ଶିଷ୍ୟ ମାଧବାନନ୍ଦ ଓ ତାହାଙ୍କ ଶିଷ୍ୟ ମୁରାରି ଓ ଦ୍ଵାରିକାବଲ୍ଲଭ ଦାସ ଏମାନେ ଯଥାକ୍ରମେ ଓଡ଼ିଆ ମଠର ଅଧିକାରୀ ହେଲେ । ଅଧିକାରୀ ମୁରାରି ଦାସ ଗୋସ୍ଵାମୀ ଏ ମଠର ମୃତ୍ତିକା ନିର୍ମିତ ୩ ଗୋଟି ବୃହଦାକାର ନନ୍ଦିଆରେ ଶ୍ରୀମହାପ୍ରସାଦ ଜଳ (ଅର୍ଥାତ୍ ଅଭଡ଼ା ତୋଡ଼ାଣି) ରଖାଇ ଥିଲେ ଅଦ୍ୟାବିଧି ପୂର୍ବପରି ଏହା ମଧ୍ୟ ଏ ମଠରେ ରଖାଯାଇଅଛି । ଏ ତୋଡ଼ାଣି ଶୀତ ଓ ଗ୍ରୀଷ୍ମ ସମଯରେ ବମ୍ବେଇ, ମାନ୍ଦ୍ରାଜ, ପଶ୍ଚିମ ଓ କଲିକତା ପ୍ରଭ଼ୃତିକୁ ରେଲ ଦ୍ଵାରା ପଠାଯାଉ ଅଛି । ଏ ମଧ୍ୟ କେତେଗୁଡ଼ିଏ ଭୂସମ୍ପତ୍ତି କ୍ରଯ କରିଥିଲେ ମୁରାରିଙ୍କ ଶିଷ୍ୟ ରା କୃଷ୍ଣ; ତାହାଙ୍କ ଶିଷ୍ୟ ପୁରୁଷୋତ୍ତମ, ତାହାଙ୍କ ଶିଷ୍ୟ ମୁକୁନ୍ଦ ତାହାଙ୍କ ଶିଷ୍ୟ— ବଂଶୀଧର ଦାସ ଏ ଜଣେ ନୈଷ୍ଠିକ, ବିଦ୍ଵାନ ଓ ସଚ୍ଚରିତ୍ର ସାଧୁ ଥାଇ ମଠୀଯ ସମ୍ପତ୍ତିର ସୁପରିଚାଳନା କରିଥିଲେ ତାହାଙ୍କର ଶିଷ୍ୟ ନୀଳାଦ୍ରି ଦାସ ଅତ୍ୟନ୍ତ ବିଦ୍ଵାନ୍ ଥିଲେ ଉକ୍ତ ମହାତ୍ମା ମଠର ଶ୍ରୀବୃଦ୍ଧି ନିମନ୍ତେ ଢ଼େଙ୍କାନାଳ, ତାଳଚେର, କୁଜଙ୍ଗ, କେନ୍ଦୁଝର, ବଳରାମପୁର, ତିଗରିଆ, ଖଣ୍ଡପଡ଼ା, ରଣପୁର, ହୁମା ପ୍ରଭୃତି ରାଜ୍ୟରୁ ଏବଂ ପୁରୀ, କଟକ, ବାଲେଶ୍ଵର ଜିଲ୍ଲାମାନଙ୍କରୁ ବହୁ ସମ୍ପତ୍ତି ଉପାର୍ଜନ କରିଥିଲେ ଏ ମାହାତ୍ମା ପ୍ରତ୍ୟହ ସନ୍ଧ୍ୟା, ତର୍ପଣ, ପୂଜା, ହୋମ ପୁରାଣପାଠ କରି ଶ୍ରୀ ଜଗନ୍ନାଥଦେବଙ୍କ ଦର୍ଶନ କରିଥିଲେ; ବ୍ରାହ୍ମଣ ଓ ବୈଷ୍ଣବମାନଙ୍କୁ ଯଥାବିଧି ଅର୍ଚ୍ଚନା କରୁଥିଲେ ସେ ମଧ୍ୟ ପୁରୀର ପଞ୍ଚାୟତ କମିଟିର ମେମ୍ବର ଥିଲେ ତାହାଙ୍କ ଶିଷ୍ୟ ରାସବିହାରି ଦାସ; ତାଙ୍କ ଶିଷ୍ୟ ବୈକୁଣ୍ଠଗତ ଶ୍ରୀ ରାମକୃଷ୍ଣ ଦାସ ଗୋସ୍ଵାମୀ ଏହି ମଠର ପୂର୍ବତନ ଅଧିକାରୀ ଏ ମହାତ୍ମା ବିଦ୍ଵାନ୍, ବିବେକୀ, ସ୍ଵଧର୍ମ ପରାୟଣ, ସାଧୁଚରିତ୍ର ଓ ପରମ ବୈଷ୍ଣବ ଥିଲେ । ମଠରେ ସଂସ୍କୃତ ଟୋଲ ଏହାଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା ଏ ମହାଶୟ ଜଗନ୍ନାଥବଲ୍ଲଭ ଏଣ୍ଟାଉମେଣ୍ଟ୍ କମିଟିର ଜଣେ ସଦସ୍ୟ ଥିଲେ ଏହା ଛଡ଼ା ସେ ପୁରୀର ଅବୈତନିକ ବେଞ୍ଚମାଜିଷ୍ଟ୍ରେଟ୍ ଥିଲେ ଏବଂ ଦେଶହିତକର କାର୍ଯ୍ୟ ମାନଙ୍କର ମଧ୍ୟ ଅର୍ଥ ସାହାଯ୍ୟ କରୁଥିଲେ । ଏ ମହାତ୍ମା ନିତ୍ୟନୈମିତ୍ତିକ କର୍ମମାନ ଯଥାବିଧି ସମାଧାନ କରୁଥିଲେ; ବ୍ରାହ୍ମଣ, ବୈଷ୍ଣବ ଓ ଅନ୍ୟାନ୍ୟ ଶ୍ରେଣୀୟ ଲୋକମାନଙ୍କୁ ସମବୃଦ୍ଧିରେ ଦେଖୁଥିବାରୁ ସର୍ବଜନ ଆଦୃତ ହୋଇ ଥିଲେ ସେ ମଠର ସମୁନ୍ନତି ସାଧନ କରିବା ନିମନ୍ତେ କେତେକ ଭୂସମ୍ପତ୍ତି ଅର୍ଜନ କରିଯାଇଅଛନ୍ତି ଏହାଙ୍କର ଶିଷ୍ୟଠାରେ ବର୍ତ୍ତମାନ ଅଧିକାରୀ ଶ୍ରୀ ବୃନ୍ଦାବନ ଦାସ ଗୋସ୍ଵାମୀ । ଏ ମହାଶୟ ବିଦ୍ଵାନ୍, ବିବେକୀ, ଦାନଶୀଳ, ଧର୍ମପରାଯଣ ଓ ଜିତେନ୍ଦ୍ରିୟ ଅଟନ୍ତି; ଗୁରୁଙ୍କ ଆଦର୍ଶରେ ଜୀବନ ଗଠନ କରି ମଠୀଯ ସମ୍ପତ୍ତିର ସୁପରିଚାଳନାରେ ସର୍ବଦା ତତ୍ପର ବ୍ରାହ୍ମଣ, ବୈଷ୍ଣବ, ଅତିଥି ଓ ଅଭ୍ୟାଗତ, ଯେ କେହି ପ୍ରାର୍ଥୀ ଏହାଙ୍କ ନିକଟରେ ଉପସ୍ଥିତ ହେଲେ ନିରାଶ ହୋଇ ଫେରନ୍ତି ନାହିଁ । ଏ ମହାଶୟ ଦେଶହିତକର କାର୍ଯ୍ୟରେ ଅର୍ଥ ସାହାଯ୍ୟ କରିବାରେ କୁଣ୍ଠିତ ହୁଅନ୍ତି ନାହିଁ; ବିଶେଷତଃ, ଗତ ପ୍ରବଳ ବନ୍ୟାରେ ବିପନ୍ନ ଲୋକମାନଙ୍କୁ ଧାନ ଚାଉଳ ସାହାଯ୍ୟ କରିଅଛନ୍ତି ଶ୍ରୀଜଗନ୍ନାଥ ଦେବଙ୍କ ନୈବେଦ୍ୟ ପାଇଁ ମଠରେ ଯାହା ଯାହା ଖଞ୍ଜା ଅଛି ତାହା ଉତ୍ତମରୂପେ ଚଳାଉଅଛନ୍ତି ଶ୍ରୀଜଗନ୍ନାଥ ଦେବଙ୍କ ରତ୍ନସିଂହାସନସ୍ଥ କନକମଣ୍ଡପକୁ ସନ ୧୯୩୬ ମସିହାରେ ବହୁ ଅର୍ଥ ବ୍ୟୟ କରି ନୂତନଭାବେ ନିର୍ମାଣ କରାଇ ଅଛନ୍ତି ଏବଂ ଉକ୍ତ ସିଂହାସନର ପଶ୍ଚିମଭାଗ କଳା ଶଙ୍ଖମର୍ମର ପଥରରେ ନିର୍ମାଣ କରାଇବାଦ୍ଵାରା ତାହାର ପରମ ଶୋଭା ବର୍ଦ୍ଧିତ କରାଇ ଅଛନ୍ତି । ଅତିବଡ଼ ଗୋସ୍ଵାମୀଙ୍କଠାରୁ ଏ ପର୍ଯ୍ୟନ୍ତ ମଠରେ ଏକାଦଶ ପୀଢ଼ ଗୋସ୍ଵାମୀମାନଙ୍କର ଅବସ୍ଥାନ ହେଲା ।
୬୨ କ ଧାଡ଼ି:
# ସାନ ଓଡ଼ିଆ ମଠ
# ମଧୁ ଦାସ ମଠ
# ବନମାଳି ଦାସ ମଠ
# ଭାଗବତ ଦାସ ମଠ
ଏହା ଛଡ଼ା ପୁରୀ କୁଣ୍ଢାଇବେଣ୍ଟସାହୀ ଓ ଦାଣ୍ଡିମାଳ ସାହୀରେ ଆହୁରି ୧୫/୧୬ଟି ମଠ ଅଛି ସେହି ସବୁ ମଠର ଅଧିକାରିଗଣ ବଡ଼ ଓଡ଼ିଆ ମଠର ନେତୃତ୍ଵ ସ୍ଵୀକାର କରି ଥାଆନ୍ତି ଏହି ସବୁ ମଠର ଅଧିକାରୀମାନଙ୍କ ମୁଣ୍ଡରେ ବଡ଼ ଓଡ଼ିଆ ମଠର ଅଧିକାରୀ ମହୋଦୟ ଶାଢ଼ି ବାନ୍ଧିଲେ ସେମାନେ ନିଜ ନିଜ ମଠରେ ଅଧିକାରୀ ହୁଅନ୍ତି ଏହି ବଡ଼ ଓଡ଼ିଆ ମଠର ମତାବଲମ୍ବୀ ଶିଷ୍ୟମାନେ ମୋଗଲବନ୍ଦି ଓ ଗଡ଼ଜାତମାନଙ୍କର ନାନାସ୍ଥାନରେ ପ୍ରାୟ ୨ହଜାର ପର୍ଯ୍ୟନ୍ତ ଅଛନ୍ତି । ବର୍ତ୍ତମାନ ଅଧିକାରୀ ବୃନ୍ଦାବନ ଦାସ ଗୋସ୍ଵାମୀ ଭାଷାକୋଷର ଜଣେ ପରମସ୍ନେହୀ ପୃଷ୍ଠପୋଷକ ଅଟନ୍ତି ।
 
୧୬୫୦ ଖ୍ରାଷ୍ଟାଦ୍ଦରେ ମାଘ ଶୁକ୍ଲପକ୍ଷ ସପ୍ତମୀ ଦିନ ଶ୍ରୀଜଗନ୍ନାଥ ଅତିବଡ଼ସ୍ଵାମୀଙ୍କରଦାସଙ୍କର ତିରୋଧାନ ହେଲା ତାଙ୍କର ସୂକ୍ଷ୍ମଂ ଶରୀର ବିଦ୍ୟୁତ୍ଆକାର ଧାରଣ କରି ଜଗନ୍ନାଥଙ୍କ ଶ୍ରୀ ଅଙ୍ଗରେ ଲୀନ ହୋଇଗଲା ବୋଲି କୁହାଯାଏ
 
== ରଚନାବଳୀ ==
ଶ୍ରୀ ଅତିବଡ଼ ଜଗନ୍ନାଥ ଦାସ ଗୋସ୍ଵାମୀ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ ଅଦ୍ୟାବଧି ତାହା ଓଡ଼ିଶାରେ ପୁରପଲ୍ଲୀମାନଙ୍କରେ ସର୍ବତ୍ର ପାଠ କରାଯାଉଥିବା ଦେଖାଯାଏ । ଏହି ଗ୍ରନ୍ଥ ପ୍ରଣୟନ କରି ସେ ଉତ୍କଳର ମହୋପକାର ସାଧନ କରିଯାଇଅଛନ୍ତି । ଏହା ଛଡ଼ା ସେ ସଂସ୍କୃତ ଓ ଉତ୍କଳ ଭାଷାରେ ଭକ୍ତିରସପୂର୍ଣ୍ଣ ବହୁତ ଗ୍ରନ୍ଥଗ୍ରନ୍ଥମାନ ଲେଖିଯାଇଅଛନ୍ତି ।
 
''ଶ୍ରୀ ଜଗବନ୍ଧୁ ସିଂହଙ୍କ ମତ ଅନୁସାରେ:''<ref>''Prachina Utkal'', Shri Jagabandhu Singh</ref>
* ଅର୍ଥ କୋଇଲି
* ଫୁଲତୋଳା ଚ ଉତିଶାଚଉତିଶା
* ଦୁତି ବୋଧ
* ଶ୍ରୀ ସତସଙ୍ଗ
୯୮ କ ଧାଡ଼ି:
Raya Bahadur Chintamani Acharya in his book ‘Bhaktakabi Jagannatha Das’ has mentioned and opined that the books like ‘Ramayana & Mahabharata’ has been authored by Atibadi Jagannatha Das.
It was the prior practice that the ‘Purana Pandas’ were reciting the mythologies taken from Sanskrit Books. But Jagannath Das broke this tradition and convention and tried to explain the Sanskrit text translating in Oriya to the devotees. It is heard that Jagannath Das by the grace of Lord Bata Ganesha was translating the Sanskrit text to Oriya. He admits that due to grand mercy of Bata Ganesha he could write Oriya Bhagabat.-->
କୁହାଯାଏ ଯେ ଜଗନ୍ନାଥ ଦାସଙ୍କ ମାଆ ଅବୋଧ୍ୟ ସଂସ୍କୃତର କଠିଣ ପଦାବଳୀ ବୁଝିପାରୁ ନଥିବାରୁ ସେ ତାଙ୍କ ପାଇଁ ସରଳ ଓ ନିରୁତା ଓଡ଼ିଆରେ ଭଗବତ ରଚନା କରିଥିଲେ ଯାହାକୁ ସେ ସବୁଦିନ ନିଜ ମାଙ୍କୁ ଶୁଣାଉଥିଲେ ।<ref>ଧରିତ୍ରୀ ଛୁଟିଦିନ ୭-୧୩ଜୁନ ୨୦୧୫</ref>
== ସର୍ଜନା<ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ</ref> ==
=== ସଂସ୍କୃତ ===