"ଉଇକିପିଡ଼ିଆ ଆଲୋଚନା:ଜନ୍ମତିଥି/୧୩/ପରିଚାଳନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
== ପରିଚାଳନା କମିଟି ==
ଆଗାମୀ ଜୁନ ୩ ତାରିଖରେ ଆମ ଉଇକି ନିଜର ୧୩ତମ ଜନ୍ମତିଥି ପାଳନ କରିବ, ଏହାକୁ ଭଲରେ ପାଳନ କରିବା ପାଇଁ ସମସ୍ଥଙ୍କ ସହଯୋଗ ଦରକାର । ଉଇକିଆଳିମାନେ ନିଜ ସହଯୋଗର ହାତ ବଢ଼ାଇବା ଲାଗି ଏହି ପୃଷ୍ଠାଟି [{{Plainlinks|url=https://or.wikipedia.org/w/index.php?title=ଉଇକିପିଡ଼ିଆ_ଆଲୋଚନା:ଜନ୍ମତିଥି/୧୩/ପରିଚାଳନା&action=edit|name='''ସମ୍ପାଦନା'''}}] କରି ସବିଶେଷ ପାଇଁ ଥିବା ତାଲିକା ପର <nowiki>*</nowiki> ପରେ ନିଜ ନାମ ଲେଖିବେ ।
[[File:Helpinghands.svg|right|link=https://or.wikipedia.org/w/index.php?title=ଉଇକିପିଡ଼ିଆ_ଆଲୋଚନା:ଜନ୍ମତିଥି/୧୩/ପରିଚାଳନା&action=edit]]
Line ୬୬ ⟶ ୬୭:
| କାମ|| ||
|}
 
== ପୁରସ୍କାର ବିତରଣ ==
ବିଭିନ୍ନ ବିଭାଗରେ ଅସାଧାରଣ ପ୍ରତିଭାର ପରିଚୟ ଦେଇଥିବା ଉଇକିଆଳିଙ୍କୁ ଓଡ଼ିଆ ଉଇକିମିଡ଼ିଆ ସଂଘ ତରଫରୁ ପୁରସ୍କୃତ କରାଯିବ । ଏଥି ନିମନ୍ତେ ଦୁଇ/ତିନିଜଣ ପୁରୁଖା ଉଇକିଆଳି (ପରିଚାଳକ) ବିଭିନ୍ନ ବିଷୟକୁ ଆଖି ଆଗରେ ରଖି ପୁରସ୍କାର ପାଇବା ଯୋଗ୍ୟ ଉଇକିଆଳିଙ୍କୁ ବାଛିବେ ।
 
ନିୟମାବଳୀ:
* ଜଣେ ନିଜେ ନିଜକୁ ନିର୍ବାଚିତ କରିପାରିବେ ନାହିଁ ।
* କେବଳ ୧୦ରୁ ଅଧିକ ସମ୍ପାଦନା କରିଥିବା ଉଇକିଆଳି ଅନ୍ୟ କାହାକୁ ନିର୍ବାଚିତ କରିପାରିବେ ।
 
ବିଷୟମାନ ତଳେ ଦିଆଗଲା ।
 
=== ଉଇକିପ୍ରକଳ୍ପ ପରିଚାଳନା ===
କୌଣସି ଉଇକିପ୍ରକଳ୍ପରେ ସର୍ବାଧିକ ଉନ୍ନତମାନର ପ୍ରସଙ୍ଗ ତିଆରେ ମୁଖ୍ୟ ଭୂମିକା ନିଭାଇଥିବା ଉଇକିଆଳି: ତଳେ ଆପଣ ଯୋଗ୍ୟ ଭାବୁଥିବା ଉଇକିଆଳିଙ୍କ ନାମ ଲେଖି ବନ୍ଧନୀ ଭିତରେ ନିଜ ଦସ୍ତଖତ କରିବେ)
**
**
**
**
 
=== ଉଇକିମିଡ଼ିଆ କାରିଗରୀ===
ବିଭିନ୍ନ ଉଇମିଡ଼ିଆ କାରିଗରୀ ବା ଟେକନୋଲୋଜି ତିଆରେ ଅବଦାନ ପାଇଁ ପୁରସ୍କାର: ତଳେ ଆପଣ ଯୋଗ୍ୟ ଭାବୁଥିବା ଉଇକିଆଳିଙ୍କ ନାମ ଲେଖି ବନ୍ଧନୀ ଭିତରେ ନିଜ ଦସ୍ତଖତ କରିବେ ।
**
**
**
**
 
=== ସାମଗ୍ରୀକ ପ୍ରସଙ୍ଗ ଉନ୍ନତୀକରଣ ===
ବିଭିନ୍ନ ଧରଣର ପ୍ରସଙ୍ଗର ଉନ୍ନତିକରଣ ନିମନ୍ତେ ଅବଦାନ ପାଇଁ: ତଳେ ଆପଣ ଯୋଗ୍ୟ ଭାବୁଥିବା ଉଇକିଆଳିଙ୍କ ନାମ ଲେଖି ବନ୍ଧନୀ ଭିତରେ ନିଜ ଦସ୍ତଖତ କରିବେ ।
*
*
*
*
 
=== ନୂଆ ଉଇକିଆଳି ===
ନୂତନ ଭାବେ ଯୋଗଦେଇ ଉଇକିପିଡ଼ିଆର ଉନ୍ନତିକଳ୍ପେ ଅସାଧାରଣ ଦକ୍ଷତା ପ୍ରତିପାଦନ କରିବା ନିମନ୍ତେ: ତଳେ ଆପଣ ଯୋଗ୍ୟ ଭାବୁଥିବା ଉଇକିଆଳିଙ୍କ ନାମ ଲେଖି ବନ୍ଧନୀ ଭିତରେ ନିଜ ଦସ୍ତଖତ କରିବେ ।
*
*
*
*
Return to the project page "ଜନ୍ମତିଥି/୧୩/ପରିଚାଳନା".