"ହନୁମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୤=।
ଟିକେ + ତଥ୍ୟ, ଆଧାର
୫ କ ଧାଡ଼ି:
| Caption = ୧୧ଶ ଶତାବ୍ଦୀର ହନୁମାନ ମୂର୍ତ୍ତି<!--Depiction of Hanuman<br> [[Chola Dynasty]], 11th Century-->
| Sanskrit_Transliteration = हनुमान्
| Affiliation = Devoteeରାମଙ୍କ of [[Rama]]ଭକ୍ତ, Avatar ofଶିବଙ୍କ [[Shiva]]ଅବତାର, [[Vanara]]ବାନର
| God_of = ମାଙ୍କଡ଼
| Abode =
| Mantra = ହନୁମାନ ଚାଳିଶା
| Weapon = Gada ([[Mace (club)|Mace]])ଗଦା
}}
ପୌରାଣିକ ମତେ ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତଭାବେ ପରିଚିତ । ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର । ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ । ଏ ନିଜ ଲାଙ୍ଗୁଳରେ କନା ଗୁଡ଼ିଆଇ ତେଲ ଢଳାଇ ତହିଁରେ ନିଆ ଲଗାଇ ଲଙ୍କାକୁ ପୋଡ଼ି ପକାଇ ଥିଲେ ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରଔଷଧି ଆଣିବାକୁ ଯାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାଠାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା । ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ୟୁଦ୍ଧ କରି ଥିଲେ ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମଯରେ ଏହାଙ୍କୁ ଅମରବର ଦେଇଥିଲେ । କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ । [[ଦ୍ଵାପର ଯୁଗ]]ରେ ଭୀମଙ୍କ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା । ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୁପରେ ପୁଜା କରନ୍ତି । <ref>{{cite book|last=ପ୍ରହରାଜ|first=ଗୋପାଳ ଚନ୍ଦ୍ର|title=ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ|page=୮୯୩୩|url=http://dsalsrv02.uchicago.edu/cgi-bin/philologic/contextualize.pl?p.41.praharaj.573735.574035|accessdate=2 April 2015}}</ref>
ହନୁମାନ [[ରାମ]]ଙ୍କ ଭକ୍ତ ଥିଲେ ।
 
'''ସପ୍ତମୁଖୀ ହନୁମାନ''': ପୌରାଣୀକ ମତେ ଇନ୍ଦ୍ରଜିତ ବଧ ନିମିତ୍ତ ସପ୍ତମୁଖ ରୂପ ଧାରଣ କରିଥିଲେ । ହନୁମାନ ନିଜର ବାନର, ନରସିଂହ, ଗରୁଡ଼, ଶୂକର, ଅଶ୍ଵ (ଉଚ୍ଚୈଶ୍ରବା), ଗାଭୀ (କାମଧେନୁ) ଓ ମନୁଷ୍ୟ ମସ୍ତକ- ଏଇ ସପ୍ତ ମସ୍ତକ ଧାରଣ କରି ଇନ୍ଦ୍ରଜିତର ସପ୍ତସ୍ଵର ଆତ୍ମିକ ଯଜ୍ଞ ପଣ୍ଡ କରି ଦେବାରୁ ମହାକାଳୀ ରୁଷ୍ଟ ହୋଇ ପୂଜାସ୍ଥଳୀ ତ୍ୟାଗ କରିବାରୁ ଇନ୍ଦ୍ରଜୀତର ବଧ ସମ୍ଭବ ହୋଇଥିଲା ।
ପୌରାଣୀକ ମତେ ରାମଚନ୍ଦ୍ର ମହୀରାବଣକୁ ବଧ କଲାବେଳେ ପଞ୍ଚମୁଖ ଓ ଦଶହାତ ବିଶିଷ୍ଠ ରୁଦ୍ରାବତାର ଓ ଇନ୍ଦ୍ରଜିତ ବଧ ନିମିତ୍ତ ସପ୍ତମୁଖ ରୂପ ଧାରଣ କରିଥିଲେ ।
 
ହନୁମାନ ନିଜର ବାନର, ନରସିଂହ, ଗରୁଡ଼, ଶୂକର, ଅଶ୍ଵ (ଉଚ୍ଚୈଶ୍ରବା), ଗାଭୀ (କାମଧେନୁ) ଓ ମନୁଷ୍ୟ ମସ୍ତକ- ଏଇ ସପ୍ତ ମସ୍ତକ ଧାରଣ କରି ଇନ୍ଦ୍ରଜିତର ସପ୍ତସ୍ଵର ଆତ୍ମିକ ଯଜ୍ଞ ପଣ୍ଡ କରି ଦେବାରୁ ମହାକାଳୀ ରୁଷ୍ଟ ହୋଇ ପୂଜାସ୍ଥଳୀ ତ୍ୟାଗ କରିବାରୁ ଇନ୍ଦ୍ରଜୀତର ବଧ ସମ୍ଭବ ହୋଇଥିଲା ।
'''ପଞ୍ଚମୁଖୀ ହନୁମାନ''': ପୌରାଣୀକ ମତେ ପାତଳରେ ବାସ କରୁଥିବା ମହୀରାବଣକୁ ବଧ କଲାବେଳେ ପଞ୍ଚମୁଖ ଓ ଦଶହାତ ବିଶିଷ୍ଠ ରୁଦ୍ରାବତାର ରୂପ ଧାରଣ କରିଥିଲେ । ଲକ୍ଷ୍ମଣ ଇନ୍ଦ୍ରଜିତକୁ ମାରିବା ପରେ ମହିରାବଣ, ରାମ ଲକ୍ଷ୍ମଣଙ୍କୁ ଚୋରାଇ ନେଇ ପାତାଳରେ ରଖିଥିଲା । ପରେ ହନୁମାନ ପାତାଳକୁ ଯାଇ ପାଞ୍ଚ ଦିଗରେ ଜଳୁଥିବା ପାଞ୍ଚଟି ଦୀପକୁ ଲିଭାଇବା ପାଇଁ ପଞ୍ଚମୁଖୀ ରୂପ ଧାରଣ କରିଥିଲେ । ଉତ୍ତରରେ ବରାହ, ଦକ୍ଷିଣରେ ନରସିଂହ, ପଶ୍ଚିମରେ ଗରୁଡ଼, ପୂର୍ବରେ ବାନର ଓ ଆକାଶ ଆଡ଼କୁ ହୟଗ୍ରୀବ ମୁଖ ଧାରଣ କରି ସମସ୍ତ ଦୀପକୁ ଏକାସମୟରେ ଲିଭାଇବା ଫଳରେ ମହିରାବଣର ମୃତ୍ୟୁ ହେଇଥିଲା । ମହିରାବଣର ମୃତ୍ୟୁପରେ ସେ ରାମ ଓ ଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ ।<ref>{{cite web|title=Significance of Panchamukhi|url=http://hanumagiri.com/significance-of-panchamukhi/|publisher=Dharmashree Pratishtana|accessdate=2 April 2015}}</ref>
 
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
{{Commons category|Hanuman|ହନୁମାନ}}
* [http://www.dlshq.org/religions/hanuman.htm Lord Hanuman] by [[Swami Sivananda]]
* [http://www.sanatansociety.org/indian_epics_and_stories/the_life_of_hanuman.htm The life of Hanuman]
* [http://www.sarvamantra.com/2011/03/22/birth-of-hanumanji Birth of hanumman]
* [http://www.pajarosis.com/apps/hanuman-fly Hanuman Fly GAME]
 
* {{cite book|last=Claus|first=Peter J.|coauthors=Sarah Diamond, Margaret Ann Mills|title=South Asian folklore|publisher=Taylor & Francis|year=2003|pages=280–281|chapter=Hanuman|isbn=9780415939195|url=http://books.google.com/books?id=au_Vk2VYyrkC&pg=PA280}}
୩୫ କ ଧାଡ଼ି:
 
{{ହିନ୍ଦୁ ଦେବୀ ଦେବତା ଓ ଗ୍ରନ୍ଥ}}
[[ଶ୍ରେଣୀ:ହିନ୍ଦୁ ଦେବତା]]
{{ମୁଣ୍ଡିଆ}}
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ହିନ୍ଦୁ ଦେବତା]]
 
[[bpy:হনুমানা]]
[[ml:ഹനുമാന്‍]]
[[new:हनुमाना]]
[[sk:Hanuman]]
"https://or.wikipedia.org/wiki/ହନୁମାନ"ରୁ ଅଣାଯାଇଅଛି