"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୦ କ ଧାଡ଼ି:
କାଲିଫର୍ଣିଆ ବିଶ୍ୱବିଦ୍ୟାଳୟରେ ପଢିଲାବେଲେ ସାରଂଗଧରଂକର ଫ୍ରିଡା ହାଉସରିଥ୍‍ ନାମ୍ନୀ ସୁଇଡେନ୍‍ ରୁ ଆମେରିକାକୁ ଆସିଥିବା ଛାତ୍ରୀଂକ ସହ ପରିଚୟ ହୋଇଥିଲା । ସେ ମଧ୍ୟ ଥିଲେ ଜଣେ ଲେଖିକା ତଥା ଚିତ୍ରଶିଳ୍ପୀ । ଭାରତୀୟ ଦର୍ଶନ ଓ ସାହିତ୍ୟ ପ୍ରତି ସେ ଆକୃଷ୍ଟ ହୋଇଥିଲେ ଏବଂ ଭଗବତ୍‍ ଗୀତାର କର୍ମ ଯୋଗ ତାଂକୁ ବହୁତ ପ୍ରଭାବିତ କରିଥିଲା । କ୍ରମେ ସେ ଭାରତର ରାଜନୀତିକ ଓ ସାମାଜିକ ପରିସ୍ଥିତି ଜାଣିବାକୁ ପାଇଥିଲେ । ଜଣେ ଭାରତୀୟ ନେତାଂକ ଭାଷଣ ସଭା ପରେ ଚାଲିଥିବା ଆଲୋଚନା ଚକ୍ରରେ ସେ ସାରଂଗଧରଂକୁ ଭେଟିଥିଲେ ଓ ତାଂକର ବାସ୍ତବବାଦୀ ଚିଂତାଧାରା ଫ୍ରିଡାଂକୁ ସ୍ପର୍ଶ କରିଥିଲା । କାଳକ୍ରମେ ଦୁଇଜଣଂକ ଭିତରେ ଘନିଷ୍ଠତା ହୋଇଥିଲା ଓ ତାହା ପ୍ରଣୟରେ ପରିଣତ ହୋଇଥିଲା ।
 
ସେ ଭିତରେ ଫ୍ରୀଡାଂକ ଭାରତର ଶିକ୍ଷା ତଥା ସ୍ୱାସ୍ଥ୍ୟ ଉପରେ ଲେଖା କଲିକତାର ମଡର୍ଣ ରିଭ୍ୟୁ ନାମକ ପତ୍ରିକାରେ ପ୍ରକାଶ ପାଇଥିଲା । ଆଁଏରିକା ଯାଇଥିବା ସାର୍‍ ଜଗଦୀଶ ଚଂଦ୍ର ବୋଷ୍‍ଂକ ସହ ସେ ସାକ୍ଷାତକାର କରିଥିଲେ ଓ ବୋଷ ଦମ୍ପତ୍ତି ତାଂକୁ କଲିକତା ଆସି ବ୍ରାହ୍ମ ବାଳିକା ବିଦ୍ୟାଳୟରେ ଶିକ୍ଷା ଦାନ କରିବାକୁ ଆମଂତ୍ରଣ କରିଥିଲେ । ମାତ୍ର ବ୍ରିଟିଶ୍‍ ଦୂତାବାସ ଫ୍ରିଡାଂକୁ ଭିସା ମନାକରିଦେଲେ ଓ ସେ ହତାଶ ହେଲେ । ସେ ଆଉ କୌଣସି ଉପାୟରେ ଭାରତ ଆସିପାରିବେ ପଚାରି ସାରଂଗଧରଂକୁ ପତ୍ର ଦେଇଥିଲେ । ଏକ ପତ୍ରରେ ସାରନ୍ଗଧରସାରଂଗଧର ତାଂକୁ ବିବାହ ପ୍ରସ୍ତାବ ଦୈଥିଲେଦେ‍ଇଥିଲେ
 
==ସମାଜ ସେବା==