"ହୋ ଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲିଡ଼
ବିତରଣ+
୧୯ କ ଧାଡ଼ି:
}}
 
'''ହୋ''' ('''ବିହାର ହୋ''' ଏବଂ '''ଲଙ୍କା କୋଲ''' ନାମରେ ମଧ୍ୟ ଜଣା) [[ଭାରତ]]ରେ ପାଖାପାଖି ୧.୦୪ ମିଲିଅନ (ଭାରତୀୟ ଜନସଂଖ୍ୟାର ୧.୧୦୩% ଭାଗ) ଏକ[[ଆଷ୍ଟ୍ରୋ-ଏସୀୟ]] ଭାଷା ସମୂହ ଅନ୍ତର୍ଗତ ଏକ [[ମୁଣ୍ଡା ଭାଷାମାନ|ମୁଣ୍ଡା]] ଭାଷା । ଏହା [[ହୋ ଲୋକ]]ଙ୍କ ଦେଇ କଥିତ ଓ [[ବାରାଙ୍ଗ ଖିତି]] ଲିପିରେ ଲିଖିତ । କିଛି ଅଞ୍ଚଳରେ ଏହା [[ଓଡ଼ିଆ ଲିପି|ଓଡ଼ିଆ]], [[ଦେବନାଗରୀ]] ଓ [[ଲାଟିନ ଲିପି]]ରେ ଲିଖିତ ହୋଇଥାଏ । <ref name=swarthmore>{{cite web|title=The Warang Chiti Alphabet|url=http://www.swarthmore.edu/SocSci/langhotspots/Ho/alphabet.html|website=Swarthmore.edu|accessdate=19 March 2015}}</ref>
"ହୋ" ନାମଟି ଏହି ଭାଷାର ଶବ୍ଦ "ହୋ"ରୁ (ଅର୍ଥ: ମଣିଷ) ନିଆଯାଇଛି ।
<ref name=livingtongues>{{cite web|title=Ho Web Sketch: Ho writing|url=http://www.livingtongues.org/pdf/Ho%20Web%20Sketch.pdf|website=Livingtongues.org|accessdate=19 March 2015}}</ref>
 
"ହୋ" ନାମଟି ଏହି ଭାଷାର ଶବ୍ଦ "ହୋ"ରୁ (ଅର୍ଥ: ମଣିଷ) ନିଆଯାଇଛି । ଭାଷାଗତ, ଆଭିଧାନିକ ଓ ବଂଶାନୁକ୍ରମ ଦୃଷ୍ଟିରୁ ହୋ ଭାଷା ଝାଡ଼ଖଣ୍ଡରେ କଥିତ ଭାଷା ତୁଳନାରେ [[ମୟୂରଭଞ୍ଜ]]ର କଥିତ ଭାଷା ସହ ଅଧିକ ସମ୍ବନ୍ଧିତ । ଭାଷାଗତ ଦୃଷ୍ଟିରୁ ହୋ ଓ ମୁଣ୍ଡାରୀ ଅଧିକ ସମ୍ବନ୍ଧିତ ହେଲେ ହେଁ ଏହି ଭାଷା ଦୁଇ କହୁଥିବା ଲୋକେ ବଂଶାନୁକ୍ରମ ଅନୁସାରେ ଅଲଗା । ଏହା [[ଖେରବାଡ଼ି]] ଭାଷାଭିଧାନିକ ଗୁଣର ବିଷେଷତ୍ୱ । <ref name=livingtongues/>
==ବିତରଣ==
"ସର୍ବାଧିକ ହୋ" ନାମଟିଭାଷୀ ଏହିଲୋକେ ଭାଷାରଝାଡ଼ଖଣ୍ଡର ଶବ୍ଦ[[ପୂର୍ବ "ହୋ"ରୁସିଂହଭୁମି (ଅର୍ଥ:ଜିଲ୍ଲା]] ମଣିଷ)ଓ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଏବଂ [[କେନ୍ଦୁଝର ଜିଲ୍ଲା]]ରେ ନିଆଯାଇଛିଅବସ୍ଥିତ । ଭାଷାଗତ, ଆଭିଧାନିକ ଓ ବଂଶାନୁକ୍ରମ ଦୃଷ୍ଟିରୁ ହୋ ଭାଷା ଝାଡ଼ଖଣ୍ଡରେ କଥିତ ଭାଷା ତୁଳନାରେ [[ମୟୂରଭଞ୍ଜ]]ର କଥିତ ଭାଷା ସହ ଅଧିକ ସମ୍ବନ୍ଧିତ । ଭାଷାଗତ ଦୃଷ୍ଟିରୁ ହୋ ଓ ମୁଣ୍ଡାରୀ ଅଧିକ ସମ୍ବନ୍ଧିତ ହେଲେ ହେଁ ଏହି ଭାଷା ଦୁଇ କହୁଥିବା ଲୋକେ ବଂଶାନୁକ୍ରମ ଅନୁସାରେ ଅଲଗା । ଏହା [[ଖେରବାଡ଼ି]] ଭାଷାଭିଧାନିକ ଗୁଣର ବିଷେଷତ୍ୱ । <ref name=livingtongues/> <ref>{{cite book|last1=Anderson|first1=edited by Gregory S.|title=The Munda languages|date=2008|publisher=Routledge|location=London|isbn=0-415-32890-X|edition=1. publ.|accessdate=19 March 2015}}</ref>
 
== ଆଧାର ==
"https://or.wikipedia.org/wiki/ହୋ_ଭାଷା"ରୁ ଅଣାଯାଇଅଛି