"ଅହିରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩ କ ଧାଡ଼ି:
ଅହିରାଜ ହାରାହାରି ୩-୪ ମିଟର ଲମ୍ବା ଓ ହାରାହାରି ୬ କିଗ୍ରା ଓଜନ । ପରୁଷ ଓ ସ୍ତ୍ରୀ ଅହିରାଜ ମଧ୍ୟରେ ପୁରୁଷ ଅହିରାଜ ସ୍ତ୍ରୀ ଠାରୁ ବଡ । ଏହାର ଚର୍ମ ଈଷତ ସବୁଜ,ବାଦାମି ବା ସ୍ୱଳ୍ପ କଳା ଓ ଦେହରେ ଈଷତ ହଳଦୀ ରଙ୍ଗ ବନ୍ଧନୀ ଥିବା ସହ ପେଟଟି ଈଷତ ହଳଦୀ ରଙ୍ଗ ହେଇଥାଏ । କିଶୋର ଅହିରାଜ ମାନଙ୍କ ଦେହ ପତଳା ହଳଦୀ ରଙ୍ଗ ର ବନ୍ଧନୀ ସହ ଚର୍ମ ଉଜ୍ବଳ କଳା ରଙ୍ଗ ରେ ରଙ୍ଗିତ ହୋଇଥାଏ,ଏମାନେ ରଣାସାପ ପରି ଦେଖାଯାନ୍ତି କିନ୍ତୁ ଏମାନଙ୍କ ର ଫଣୀ ଥାଏ ।
 
===ବର୍ଗୀକରଣ==
OPHIOPHAGUS HANNAH, MONOTYPIC GENUS OPHOIPHAGUS ରୁ ଆସିଛି । ଏହାଗୋଟେ ELAPIDAE ପରିବାରର ବିଭାଗୀକରଣ । ଅହିରାଜ କେବଳ ଏକାକୀ ସଦସ୍ୟ OPHIOPHAGUS ପ୍ରଜାତିର ।
ଯେଊଁଠାରେ କି ଅନ୍ୟ ନାଗ ପ୍ରଜାତି NAJA ଶ୍ରେଣୀରେ ଅନ୍ତର୍ଭୁକ୍ତ । ଅହିରାଜ ଅନ୍ୟ ନାଗ ମାନଙ୍କ ଠାରୁ ବଡ, ଏମାନଙ୍କ ଫଣୀ ଓ ଦେହରେ ଥିବା ଚିହ୍ନ ଦ୍ଵାରା ଚିହ୍ନଟ କରିହୁଏ ।
 
== ବାସସ୍ଥଳୀ ==
"https://or.wikipedia.org/wiki/ଅହିରାଜ"ରୁ ଅଣାଯାଇଅଛି