"ଇଲିଆନା ସିତାରିଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଅଧିକ ତଥ୍ୟ: re-categorisation
No edit summary
୧ କ ଧାଡ଼ି:
{{ଛୋଟ|Ileana Citaristi}}
{{Infobox musical artist
|name = ଇଲିଆନା ସିତାରିଷ୍ଟ
|image = Ileana Citaristi.jpg
|caption = [[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ]]ରେ [[ଛଉ]] ପ୍ରଦର୍ଶନ ପରେ ଇଲିଆନା ସିତାରିଷ୍ଟ
|birth_name = ଇଲିଆନା ସିତାରିଷ୍ଟ
|birth_date = {{Birth date and age|1968|6|27|mf=y}}
|birth_place = [[ବରଗାମୋ]], [[ଇଟାଲୀ]]
|origin = [[ଇଟାଲୀ|ଇଟାଲୀୟ]]
|genre = [[ଓଡ଼ିଶୀ]], ଛଉ
|occupation = ଓଡ଼ିଶୀ ଓ ଛଉ ନର୍ତ୍ତକୀ ଓ ଶିକ୍ଷକ
|website = {{Official|http://www.kalinga.net/ileana/index.htm}}
|background = non_performing_personnel
}}
'''ଇଲିଆନା ସିତାରିଷ୍ଟ''' ଜଣେ [[ଇଟାଲୀ]]ରେ ଜନ୍ମିତ [[ଓଡ଼ିଶୀ]] ଏବଂ [[ଛଉ]] ନୃତ୍ୟଶିଳ୍ପୀ । ସେ ବର୍ତ୍ତମାନ [[ଭୁବନେଶ୍ୱର]]ରେ ରହୁଛନ୍ତି । ୧୯୯୫ ମସିହାରେ [[ମୃଣାଳ ସେନ]]ଙ୍କ ନିର୍ମିତ "ଯୁଗାନ୍ତ" ଚଳଚ୍ଚିତ୍ରରେ ତାଙ୍କୁ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ସେ [[ପଦ୍ମ ଶ୍ରୀ]] ଉପାଧୀରେ ସମ୍ମାନିତ ।
 
== ପ୍ରାରମ୍ଭିକ ଜୀବନ ==
ଇଲିଆନା [[ଇଟାଲୀ]]ର ବେରଗ୍ରାମୋରୁବେରଗ୍ରାମୋରେ ଆସିଛନ୍ତିଜନ୍ମିତ ।<ref name="articles.timesofindia.indiatimes">{{cite news|title=Odisha is now my home: Ileana Citaristi|url=http://articles.timesofindia.indiatimes.com/2012-03-29/news-and-interviews/31254416_1_odissi-odisha-yoga|accessdate=6 November 2012|newspaper=The Times of India|date=March 29, 2012}}</ref> [[ଇଟାଲୀ]]ରେ ପାଞ୍ଚବର୍ଷ ଧରି ପାରମ୍ପାରିକ ନୃତ୍ୟକଳା ଏବଂ ପରୀକ୍ଷାମୂଳକ ଅଭିନୟ ଶିଖିବା ପରେ [[କଥକଳିକଥକାଳି]] ନୃତ୍ୟ ଶିଖିବାକୁ ମନସ୍ତ କରିଥିଲେ ।<ref name="kalinga_a">{{cite web|title=Ileana Citarista - Curriculum Vitae|url=http://www.kalinga.net/ileana/cv.htm|accessdate=6 November 2012}}</ref> [[ଓଡ଼ିଶା]] ଆସିବା ପୂର୍ବରୁ ସେ ୩ ବର୍ଷ ଧରି [[କେରଳ]]ରେ କଥକଳି ଗୁରୁ କ୍ରିଷ୍ଣନ ନାମ୍ବୁଦରୀଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଶିକ୍ଷା କରିଥିଲେ ଏବଂ ତାଙ୍କରି ଉପଦେଶରେ [[ଓଡ଼ିଶୀ]] ଶିଖିଥିଲେ ।<ref>{{cite news|title=Ladies who love Indian rhythm|url=http://www.dailypioneer.com/vivacity/103668-ladies-who-love-indian-rhythm.html|accessdate=6 November 2012|newspaper=The Pioneer|date=23 October 2012}}</ref> ୧୯୭୯ ମସିହାରୁ ସେ [[ଓଡ଼ିଶା|ଓଡ଼ିଶାରେ]] ଅବସ୍ଥାନ କରୁଛନ୍ତି<ref name="thehindu">{{cite news|title=Finding her own idiom|url=http://www.thehindu.com/arts/dance/article2369405.ece?css=print|accessdate=6 November 2012|newspaper=The Hindu|date=August 18, 2011}}</ref> ଏବଂ "ସାଇକୋଆନାଲିସିସ ଏଣ୍ଡ ଇଷ୍ଟର୍ଣ୍ଣ ମାଇଥୋଲୋଜି" ସନ୍ଦର୍ଭରେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ କରିଛନ୍ତି ।<ref name="kalinga">{{cite web|title=Ileana Citaristi - Bio Data|url=http://www.kalinga.net/ileana/biodata.htm|accessdate=6 November 2012}}</ref>
 
== ନୃତ୍ୟ ଜୀବନୀ ==