"ରମାଦେବୀ ଚୌଧୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}{{ଛୋଟ|Ramadevi Choudhury}}
{{Infobox person
| honorific_prefix =
୪୭ କ ଧାଡ଼ି:
| box_width =
}}
'''ରମାଦେବୀ ଚୌଧୁରୀ''' ଜଣେ [[ଭାରତ|ଭାରତୀୟ]] ସ୍ୱାଧୀନତା ସଂଗ୍ରାମୀ ।
 
== ଜୀବନୀ ==
୧୮୯୯ ମସିହା ଡିସେମ୍ବର ୩ ତାରିଖରେ [[କଟକ]] ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ [[ମଧୁସୂଦନ ଦାସ]]ଙ୍କ ଝିଆରୀ । ୧୯୧୪ ମସିହା ଅପ୍ରେଲ ମାସରେ ସ୍ୱାଧୀନତା ସଂଗ୍ରାମୀ, ତତ୍କାଳୀନ ଡେପୁଟି କଲେକ୍ଟର ତଥା କଟକର ଖ୍ୟାତନାମା ଓକିଲ [[ଗୋପବନ୍ଧୁ ଚୌଧୁରୀ]]ଙ୍କୁ ସେ ବିବାହ କରିଥିଲେ ।
=== ପରିବାର ===

୧୯୨୧ ମସିହା ମାର୍ଚ୍ଚ ମାସରେ [[ମହାତ୍ମା ଗାନ୍ଧୀ]] [[କଟକ]] ଆସିଥିବା ସମୟରେ ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ ଗାନ୍ଧୀଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ତାଙ୍କର ସମସ୍ତ ଗହଣା ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲେ ।
 
== k ==
କେବଳ
ସେମାନଙ୍କର ଦୃଢ ମନୋବଳ,
ସମାଜ ସେବା ପାଇଁ ସଂକଳ୍ପ ଓ
ନିରବିଚ୍ଛିନ୍ନ ପ୍ରଚେଷ୍ଟା ଅମା ଅନ୍ଧକାର
ମଧ୍ୟରୁ ଉତ୍କଳ ରମଣୀମାନଙ୍କୁ
ଆଶାର ଆଲୋକକୁ ଆଣି ପାରିଥିଲା । ସେ ପୂର୍ବ ସ୍ଥିତି ଆଜି
ନାହଁ । ଶିକ୍ଷା, ସଂସ୍କାର, ସୁରକ୍ଷା, ସ୍ୱଅଧିକାର ରକ୍ଷା ପାଇଁ ନାରୀ
ଜାତି ସତତ ତକ୍ସଊର । ଉତ୍କଳର ନାରୀ ଜାତିର ମୁଖ୍ୟ ପୁରୋଧା
ମା' ରମାଦେବୀଙ୍କୁ କହିଲେ ଅତୁ୍ୟକ୍ତି ହେବନାହଁ । ଜୀବନର ସମସ୍ତ
ପ୍ରାଚୁର୍ଯ୍ୟ ପରିହାର କରି କୌଣସି ମାନ, ସମ୍ମାନ, ପ୍ରତିଷ୍ଠା ପଦ
ପଦବୀର ମୋହ ନରଖି ମା' ରମାଦେବୀ ସମର୍ପିତ ଦେଶ ସେବାର
ଆଦର୍ଶ ହୋଇଯାଇଛନ୍ତି । ରାଜ୍ୟରେ ବଢି, ମରୁଡି, ମହାମାରୀ
ପଡିଲେ ମହିଳା, ଶିଶୁ, ଅନାଥ,
ଅବହେଳିତମାନଙ୍କୁ ଅବହେଳା
କରାଗଲେ ମା' ରମାଦେବୀଙ୍କର
ପ୍ରତିରୋଧର ସ୍ୱର ଉଠୁଥିଲା ।
ଅନ୍ୟାୟ ବିରୁଦ୍ଧରେ ଲଢି ସେ
ନ୍ୟାୟ ଆଣି ଦେବାରେ ଆନନ୍ଦ
ପାଉଥିଲେ
 
ରମାଦେବୀ ୧୮୯୯ ଡିସେମ୍ବର ୩ ତାରିଖ ଦିନ ଉତ୍କଳଗୌରବ [[ମଧୁସୂଦନ]]ଙ୍କ ଅନୁଜ ଗୋପାଳବଲ୍ଲଭଙ୍କ ସହଧର୍ମିଣୀ ବସନ୍ତ କୁମାରୀଙ୍କ କୋଳମଣ୍ଡନ କରିଥିଲେ । ପିତାମାତା ଶ୍ରଦ୍ଧାରେ 'ବେଲ' ଡାକୁଥିଲେ । ସମସ୍ତ ସଂସ୍କାର, ସୁଗୁଣ ଓ ଶିକ୍ଷା ସେ ପାଇଥିଲେ ପିତା ଗୋପାଳବଲ୍ଲଭ ଓ ମାତା ବସନ୍ତ କୁମାରୀଙ୍କଠାରୁ । ମା'ଙ୍କ ଶିକ୍ଷା ଥିଲା, "ନାରୀର ଦୟା, କରୁଣା, ସେବା, ଲଜ୍ଜା ଭୂଷଣ ଅଟେ । ପରର ଉପକାର ଶ୍ରେଷ୍ଠ ଧର୍ମ ଅଟେ ।' ପିତା କିନ୍ତୁ ପୁରାଣ କଥା, ଇତିହାସ କଥା, ସ୍ୱଦେଶୀ ଜାଗରଣ କଥା କହି ଝିଅକୁ ମାର୍ଗଦର୍ଶନ ଦେଇଥିଲେ । ପିତା ଥିଲେ ଇଂରେଜ ଅମଳର ଡେପୁଟି କଲେକ୍ଟର । ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି