"ସିସେମୋମିଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ରିକ୍ଟର ସ୍କେଲ୍‌କୁ କିଛି ତଥ୍ୟ ନିଆଗଲା
୪ କ ଧାଡ଼ି:
 
== ସାଧାରଣ କାର୍ଯ୍ୟ କୌଶଳ ==
ସିସେମୋମିଟର ଉପକରଣଟି ଓଜନିଆ ହୋଇଥିବାରୁ ଭୂମିକମ୍ପ ସମୟର ପୃଥିବୀ ପୃଷ୍ଠରେ ସମସ୍ତ ବସ୍ତୁ ଦୋଳନ କରୁଥିଲେ ମଧ୍ୟ ତାହା ନିଜ ସ୍ଥାନରେ ଦୃଢ଼ ଭାବରେ ରହିଥାଏ । ମାତ୍ର ଭୂମିକମ୍ପର ପ୍ରଭାବରେ ଏଥିରେ ଥିବା ଲିଭରଟି ଦୋଳନ କରୁଥାଏ । ଲିଭରଟିର ଦୋଳନକୁ ଗୋଟିଏ ଘୂରୁଥିବା ଡ୍ରମ ଉପରେ କାଗଜ ଖଞ୍ଜି ତାହା ଉପରେ ଲିପିବଦ୍ଧ କରାଯିବାର ବ୍ୟବସ୍ଥା ରହିଥାଏ । ସେହି ତଥ୍ୟରୁ ଭୂମିକମ୍ପ ସମ୍ପର୍କରେ ସୂଚନା ମିଳିଥାଏ । ଏଥିରୁ ଭୂମିକମ୍ପ ସୃଷ୍ଟିର ସ୍ଥାନ, ସମୟ ଓ ପରିମାଣ ଗଣନା କରାଯାଏ । ପ୍ରଥମେ ୧୮୫୫ ମସିହାରେ ଇଟାଲିର ଲୁଇଗି ପାଲ୍ମିରି ଗୋଟିଏ ସିସ୍ମୋଗ୍ରାଫ ଯନ୍ତ୍ର ଉଦ୍ଭାବନ କରିଥିଲେ । ମାତ୍ର ୧୮୮୦ ମସିହାରେ ଜନ୍ ମିଲ୍ନେ ଏକ ଆଧୁନିକ ସିସ୍ମୋଗ୍ରାଫ ତିଆରି କରିଥିଲେ
 
== ଇତିହାସ ==
ଭୂମିକମ୍ପର ତୀବ୍ରତା ମାପ କରିବା ପାଇଁ ଏକ ପ୍ରକାର ସ୍କେଲ ମଧ୍ୟ ବ୍ୟବହାର କରାଯାଏ । ଏହାକୁ [[ରିକ୍ଟର ସ୍କେଲ୍]] କୁହାଯାଏ । ୧୯୩୫ ମସିହାରେ ଆମେରିକାର ଚାର୍ଲସ ଫ୍ରାଙ୍କିସ୍ ରିକ୍ଟର ଏହାକୁ ବାହାର କରିଥିଲେ । ଏହା "୦' ଠାରୁ ଆରମ୍ଭ କରି ୧୨ ପର୍ଯ୍ୟନ୍ତ ଭୂମିକମ୍ପ ତୀବ୍ରତାକୁ ମାପ କରିପାରେ । ଏଥିରେ ପ୍ରତିଟି ସଂଖ୍ୟା ତାହାର ପୂର୍ବ ସଂଖ୍ୟାଠାରୁ ୧୦ ଗୁଣ ଅଧିକ ହୋଇଥାଏ । ଏହି ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୦ରୁ କମ୍ ହୋଇଥିଲେ ତାହାକୁ ଜାଣିହୁଏ ନାହିଁ । ମାତ୍ର ଏହି ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୦ ବା ତା ଠାରୁ ଅଧିକ ହୋଇଥିଲେ ତାହା କ୍ଷୟକ୍ଷତି ଘଟାଇଥାଏ । ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୦ ରୁ ଅଧିକ ହେଲେ ସେହି ଭୂମିକମ୍ପ ଜନିତ କ୍ଷୟ କ୍ଷତି ଅତି ଭୟାବହ ହୋଇଥାଏ ।
ପ୍ରଥମେ ୧୮୫୫ ମସିହାରେ ଇଟାଲିର ଲୁଇଗି ପାଲ୍ମିରି ଗୋଟିଏ ସିସ୍ମୋଗ୍ରାଫ ଯନ୍ତ୍ର ଉଦ୍ଭାବନ କରିଥିଲେ । ମାତ୍ର ୧୮୮୦ ମସିହାରେ ଜନ୍ ମିଲ୍ନେ ଏକ ଆଧୁନିକ ସିସ୍ମୋଗ୍ରାଫ ତିଆରି କରିଥିଲେ ।
 
== ଆଧୁନିକ ଉପକରଣ ==
 
== ଆହୁରି ଦେଖନ୍ତୁ ==
* [[ରିକ୍ଟର ସ୍କେଲ୍]]
 
== ଆଧାର ==
{{ଆଧାର}}
 
== ବାହାର ଲିଙ୍କ ==
{{Commons category|Seismometers|ସିସେମୋମିଟର୍‌}}
*[http://neic.usgs.gov/neis/seismology/history_seis.html The history of early seismometers]
* [http://www.geonet.org.nz/mrz-drum.html Link to live '''Seismic Drum''' at Geonet's Mangatainoka River station in New Zealand]
* [http://psn.quake.net/lehman.txt The Lehman amateur seismograph, from Scientific American]- not designed for calibrated measurement.
* [http://www.eas.slu.edu/People/STMorrissey/index.html Sean Morrisey's professional design of an amateur teleseismograph] [http://www.bryantlabs.net/VertSeis.html Also see Keith Payea's version] Both accessed 2010-9-29 Morrissey was a professional seismographic instrument engineer. This superior design uses a zero-length spring to achieve a 60 second period, active feedback and a uniquely convenient variable reluctance differential transducer, with parts scavenged from a hardware store. The frequency transform is carefully designed, unlike most amateur instruments. Morrisey is deceased, but the site remains up as a public service.
* [http://geohazards.cr.usgs.gov/staffweb/mcnamara/Pubs/Reports/sts2OFR2.0.pdf USGS evaluation of Streckheisen STS-2 Seismometer models]- Streckheisen is a common make of research seismometers
* [http://www.pnsn.org/ Pacific Northwest Seismograph Network]-PNSN is a seimograph network in the northwest USA
* [http://www.suitable.com/tools/seismac.html SeisMac] is a free tool for recent Macintosh laptop computers that implements a real-time three-axis seismograph.
* [http://www.iris.edu The Incorporated Research Institutions for Seismology (IRIS)] is a principal U.S. seismological instrumentation and data facility, principally supported by the [[National Science Foundation]] and the [[U.S. Department of Energy]].
* [http://www.aip.org/history/pubs/collabs/phase2rep2.htm#appendixB The Development Of Very-Broad-Band Seismography: Quanterra And The Iris Collaboration] discusses the history of development of the primary technology in global earthquake research.
* [http://www.flickr.com/photos/waiferx/2658307394/in/set-72157606105014024/ Video of seismograph at [[Hawaiian Volcano Observatory]]] - on [[Flickr]] - retrieved on 2009-06-15.
*[http://seismoscope.allshookup.org/ Seismoscope] - Research References 2012
* [http://www.iris.edu/hq/files/publications/brochures_onepagers/doc/OnePager7.pdf Iris EDU] - How Does A Seismometer Work?
 
[[ଶ୍ରେଣୀ:ବୈଷୟିକ ବିଜ୍ଞାନ]]