"ଭୀମ ସିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
<big>ଶ୍ରୀ ଭୀମ ସିଂ ଓଡିଆ ନାଟକ , ଆକାଶବାଣୀ, ଦୂରଦର୍ଶନ ଓ ଚଳଚ୍ଚିତ୍ରର ଏକ ବହୁ ଚର୍ଚ୍ଚିତ ନାଁ । ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡିଶାର ବିଶିଷ୍ଟ ନିର୍ଦ୍ଦେଶକ ଶ୍ରୀ ନିତାଇ ପାଲିତଂକ ସହ ବହୁ ଓଡିଆ ଚଳଚ୍ଚିତ୍ରରେ କାମ କରିବାର ସୌଭାଗ୍ୟ ଲାଭ କରିଛଂତି । ଚିତ୍ରନାଟ୍ୟ, ସଂଳାପ ଲିଖନ କ୍ଷେତ୍ରରେ ସେ ବହୁତ ଫିଲ୍ମ ସହିତ ସଂଶ୍ଳିଷ୍ଟ ଥିଲେ । ଏତତ ବ୍ୟତୀତ ସେ ବହୁ ପ୍ରାମଣିକ (documentary) ଚଳଚ୍ଚିତ୍ର ପାଣ୍ଡୁଲିପି ଲେଖିବା ସହ ଓଡିଆ ନାଟକ , ସଂଗୀତ , ଭକ୍ତିକଥା, ଲୋକ ପରମ୍ପରା ସମ୍ପର୍କ୍ରେ ବହୁ ଉଚ୍ଚକୋଟିର ପ୍ରବଂଧ ମାନ ଲେଖିଛଂତି ।
 
ତାଂକର ୨୦୦୮ରେ ପ୍ରକାଶ ପାଇଥିବା ପୁସ୍ତକ "ଓଡିଆ ଚଲଚ୍ଚିତ୍ରର ଅଙାତ ଅଧ୍ୟାୟ" ଓଡିଆ ସିନେମା ବିଶେଷ କରି ପୁରୁଣା ସିନେମାର ଗୋଟିଏ ଏନସାଇକ୍ଲୋପିଡିଆ ଅଟେ ।
 
ତାଂକ ଅଭିନୀତ କିଛି ଓଡିଆ ସିନେମା ହେଲା ମଲା ଜହ୍ନ, ମାଟିର ମଣିଷ, କିଏ କାହାର, ବନ୍ଧନ, ଧରିତ୍ରୀ, କୃଷ୍ନ ସୁଦାମା, ମନ ଆକାଶ, ବଂଧୁ ମହାଂତି, ରଘୁ ଅରକ୍ଷିତ, , ନିର୍ବାଚନ, ଭାଗ୍ୟ ହାତେ ଡୋରି, ଜୀବନ ସାଥୀ ଓ ସତ କହିବାକୁ କିଆଁ ଡରିବି ।
"https://or.wikipedia.org/wiki/ଭୀମ_ସିଂ"ରୁ ଅଣାଯାଇଅଛି