"ଗାଣିତିକ ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଶିତିକଣ୍ଠ ଦାଶ ଗାଣିତିକବିଜ୍ଞାନ ପୃଷ୍ଠାଟି ଗାଣିତିକ ବିଜ୍ଞାନକୁ ଘୁଞ୍ଚାଇଲେ
merge section
୪ କ ଧାଡ଼ି:
 
== ବୈଦିକ ଗଣିତ ==
{{merge to|ବୈଦିକ ଗଣିତ|ଗଣିତ}}
{{main|ବୈଦିକ ଗଣିତ}}
ଗଣିତ ଶାସ୍ତ୍ରକୁ [[ଭାରତ]]ର ଅବଦାନ ଅତି ଗୁରୁତ୍ତ୍ୱପୂର୍ଣ୍ଣ । ବୈଦିକ ୟୁଗରୁ ଭାରତରେ [[ଜ୍ୟାମିତି]] ତଥା ଗଣିତ ଶାସ୍ତ୍ରର ପୂର୍ଣ୍ଣ ବିକାଶ ହୋଇ ସାରିଥିବା ସୂଚନା ମିଳେ । ଗୋବର୍ଦ୍ଧନ ମଠ, [[ପୁରୀ]]ର ଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ସ୍ଵାମୀ ଶ୍ରୀ ଭାରତୀକୃଷ୍ଣ ତୀର୍ଥଜୀ ମହାରାଜ ୧୬ଟି ଅତି ସରଳ ସୂତ୍ର ବେଦରୁ ଉଦ୍ଧାର କରିଥିଲେ ଯାହାକୁ ଆଧାରକରି ବୈଦିକ ଗଣିତ ଆମ ସମୟରେ ପ୍ରଚଳିତ ହେବାର ସୁଯୋଗ ପାଇଲା ।