"ଭାରତର ପ୍ରଧାନମନ୍ତ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୩୧ କ ଧାଡ଼ି:
ସମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସମସ୍ତ କାର୍ଯ୍ୟପାଳିକା କ୍ଷମତା [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]]ଙ୍କ ହାତରେ ଥିଲେ ବି ବାସ୍ତବ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ପରିଚାଳିତ କେନ୍ଦ୍ର ମନ୍ତ୍ରୀପରିଷଦ ଏହି ସମସ୍ତ କ୍ଷମତା ପ୍ରୟୋଗ କରନ୍ତି । ସେଥିପାଇଁ କୁହାଯାଇଛି ଯେ ଭାରତରେ ସମସ୍ତଙ୍କ ଅପେକ୍ଷା ଅଧିକ କ୍ଷମତାଶାଳୀ ସାମ୍ବିଧାନିକ ପଦବୀର ଅଧିକାରୀ ହେଉଛନ୍ତି ସ୍ଵୟଂ ପ୍ରଧାନମନ୍ତ୍ରୀ ।
== କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗଠନ ==
କେନ୍ଦ୍ରମନ୍ତ୍ରୀମଣ୍ଡଳ ଗଠନରେ ପ୍ରଧାନମନ୍ତ୍ରୀଙ୍କର ଭୂମିକା ବିଶେଷ ଭାବେ ଗୁରୁତ୍ଵପୂର୍ଣ୍ଣ । ପ୍ରଥମେ, ପ୍ରତ୍ୟେକ ସାଧାରଣ ନିର୍ବାଚନ ପରେ, ରାଷ୍ଟ୍ରପତି ଲୋକସଭାରେ ଥିବା ସଂଖ୍ୟା ଗରିଷ୍ଠ ଦଳର ନେତାଙ୍କୁ ଆମନ୍ତ୍ରଣ କରି ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି ଏବଂ ତାଙ୍କର ପର|ମର୍ଶକ୍ରମେପରାମର୍ଶକ୍ରମେ ଅନ୍ୟମନ୍ତ୍ରୀମାନଙ୍କୁ ନିଯୁକ୍ତ କରନ୍ତି । ମାତ୍ର ଯଦି କୈଣସି ଦଳର ସଂଖ୍ୟା ଗରିଷ୍ଠତା ନ ଥାଏ, ତେବେ ରାଷ୍ଟ୍ରପତି ତାଙ୍କର ସ୍ଵେଚ୍ଛକୃତ କ୍ଷମତା ବ୍ୟବହାର କରି ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରନ୍ତି ।
 
== ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାବଳୀ ==