"ପୋଲିଓମାୟେଲାଇଟିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ deadlink fix: content removed from google cache, found on web archive
ଟିକେ Wikipedia python library
୫୩ କ ଧାଡ଼ି:
[[ଫାଇଲ:Polio EM PHIL 1875 lores.PNG|thumb|right| [[Transmission electron microscopy|ଇଲେକ୍‌ଟ୍ରନ୍ ମାଇକ୍ରୋସ୍କୋପରେ]] ପୋଲିଓ ଭୁତାଣୁ]]

ପୋଲିଓମାୟେଲାଇଟିସ ରୋଗ ଏକ ପ୍ରକାର ଭୁତାଣୁ ଯୋଗୁ ହୁଏ ଯାହାର ନାମ ପୋଲିଓ ଭୁତାଣୁ ।ଏହା ଏକ ପ୍ରକାର ଆର୍.ଏନ୍.ଏ. ଭୁତାଣୁ; ଖାଦ୍ୟ ନଳୀରେ କଲୋନି କରି ରହନ୍ତି । ଏହାର ରୋଗ ପୁଷ୍ଟି ସମୟ (incubation time) ୩ ରୁ ୩୫ ଦିନ, ସାଧାରଣତଃ ୬ ରୁ ୨୦ ଦିନ । ଏହାର ଗଠନ ସରଳ ଓ କାପ୍ସିନ୍ ନାମକ ପ୍ରୋଟିନ୍ ଘୋଡଣି ମଧ୍ୟରେ ଥାଏ । ଏହି କାପ୍ସିଡ କେତେକ ନିର୍ଦ୍ଦିଷ୍ଟ କୋଷମାନଙ୍କୁ ଆକ୍ରମଣ କରେ । ଟାଇପ ୧, ୨ ଓ ୩ ଏହି ତିନି ପ୍ରକାର ଭୁତାଣୁ ଅଛନ୍ତି । ଏମାନେ ଅତ୍ୟନ୍ତ ଆକ୍ରମଣକାରୀ ଓ ଏକା ପ୍ରକାର ଲକ୍ଷଣ ଦେଖାନ୍ତି । ଟାଇପ୍ ୧ ଭୁତାଣି ଅତି ସାଧାରଣ ଓ ପାରାଲିସିସ୍ କରେଇବାରେ ଅଗ୍ରଣୀ ।

ଭୁତାଣୁ ଦେହକୁ ଗଲେ ବା ଟିକା ନେଲେ ଦେହରେ ପ୍ରତିରୋଧ ଶକ୍ତି ସୃଷ୍ଟି ହୁଏ । ଖାଦ୍ୟନଳୀରେ ଓ ଟନସିଲରେ ଆଇ.ଜି.ଏ. ଆଣ୍ଟିବଡିଆଣ୍ଟିବଡ଼ି ରହି ଭୁତାଣୁ ବିଭାଜନ ରୋକନ୍ତି । ଆଇ.ଜି.ଜି. ଓ ଆଇ.ଜି.ଏମ୍ ଆଣ୍ଟିବଡିଆଣ୍ଟିବଡ଼ି ସ୍ନାୟୁମଣ୍ଡଳକୁ ଯିବାକୁ ରୋକନ୍ତି । ଗୋଟିଏ ପ୍ରଜାତିର ଟିକା ଅନ୍ୟ ପ୍ରଜାତିର ଭୁତାଣୁକୁ ରୋକି ପାରେନାହିଁ । ଏଣୁ ତିନୋଟି ପ୍ରକାର ପ୍ରଜାତି ନିମନ୍ତେ ଟିକା ଆବଶ୍ୟକ ହୁଏ ।

=== ସଂକ୍ରମଣ ===
ପୋଲିଓ ଖାଦ୍ୟ ମାଧ୍ୟମରେ ବ୍ୟାପେ । ଏହା ଏକ ଡିଆଁ ରୋଗ । ରୋଗ ପ୍ରବଣ ଇଲାକାରେ ସର୍ବଦା ରୋଗ ଥାଏ, କିନ୍ତୁ ଗ୍ରିଷ୍ମ ଋତୁରେ ଅଧିକ ସଂଖ୍ୟକ ରୋଗ ଦେଖାଯାଏ । ଗ୍ରୀଷ୍ମ ମଣ୍ଡଳୀୟ ଜାଗାରେ ଋତୁର ବିଶେଷ ପ୍ରଭାବ ପଡେ ନାହିଁ । ମଳରେ ଥିବା ଭୁତାଣୁ ସଂକ୍ରମିତ ହୁଏ । ଭୁତାଣୁ ଦେହରେ ପ୍ରବେଶ କରିବା ପରଠାରୁ ଲକ୍ଷଣ ପ୍ରକାଶ ପାଇବା ପର୍ଯ୍ୟନ୍ତ ସମୟକୁ ଇନ୍‌କ୍ୟୁବେସନ ସମୟ କୁହାଯାଏ । ଭୁତାଣୁ ଅଣୁ ଅନେକ ସପ୍ତାହ ପର୍ଯ୍ୟନ୍ତ ମଳ ମାଧ୍ୟମରେ ନିସ୍କାସିତ ହୁଏ । ପୋଲିଓ ରୋଗର ୧୦ ଦିନ ପୂର୍ବରୁ ଓ ୧୦ଦିନ ପରେ ସଂକ୍ରମଣ ହୋଇପାରେ । ଲାଳ ଓ ମଳ ମାଧ୍ୟମରେ ଏହା ବିସ୍ତାର ହୁଏ ଯେ ପର୍ଯ୍ୟନ୍ତ ଭୁତାଣୁ ସେଠାରେ ବଞ୍ଚି ରହିଥାଆନ୍ତି ।

ପ୍ରତିରୋଧ ଅକ୍ଷମତା, ପୋଷକ ଅଭାବ ଓ ଟନସିଲ ଅପରେଶନ ପରେ, ଗର୍ଭାବସ୍ଥରେ ରୋଗ ବ୍ୟାପିବା ସମ୍ଭାବନା ଅଧିକ ରହେ । ଭୁତାଣୁ ପ୍ଲାସେଣ୍ଟା ଭିତରକୁ ଯାଇପାରେ କିନ୍ତୁ ମାଆ ପାଖାରୁ ସଂକ୍ରମିତ ହୋଇ ପାରେ ନାହିଁ । ମାଆ ଦେହରେ ଥିବା ଆଣ୍ଟିବଡିଆଣ୍ଟିବଡ଼ି ପ୍ଲାସେଣ୍ଟା ଭିତରକୁ ଯାଇ ଗର୍ଭସ୍ଥ ଶିଶୁର ପ୍ରତିରୋଧ ଶକ୍ତି ବଢାଏ ।
== ନିଦାନ-ଶରୀରତତ୍ତ୍ଵ ==
[[ଫାଇଲ:Polio spine.png|thumb|left|ମେରୁଦଣ୍ଡକୁ ରକ୍ତ ବାହୀ ନଳୀ ଭୁତାଣୁ ଦ୍ଵାରା ବନ୍ଦ ହୋଇଯାଇଛି ।]]
୭୭ କ ଧାଡ଼ି:
== ରୋଗ ନିର୍ଣ୍ଣୟ ==
କୌଣସି ରୋଗୀର ହଠାତ୍ ଶିଥିଳ ପାରାଲିସିସ୍ ହେଲେ, ପେଶୀ ରଜ୍ଜୁ ରିଫ୍ଲେକ୍ସ କମିଗଲେ ବା ଅନୁପସ୍ଥିତ ରହିଲେ ଓ ସମ୍ବେଦନଶୀଳତା(Sensory loss) ନ ଥିଲେ ପୋଲିଓ ହୋଇଛି ବୋଲି ସନ୍ଦେହ କରାଯାଏ ।<ref>{{cite journal |title=Case definitions for infectious conditions under public health surveillance. Centers for Disease Control and Prevention |url= ftp://ftp.cdc.gov/pub/Publications/mmwr/rr/rr4610.pdf |format=PDF|journal= Morbidity and mortality weekly report |volume=46 |issue=RR–10 |pages=26–7 |year=1997 |pmid=9148133 }}</ref>

ମଳ ଓ ତଣ୍ଟିରୁ ନିଆ ଯାଇଥିବା ସ୍ଵାବରେ ଭୁତାଣୁ ଉପସ୍ଥିତି ପରୀକ୍ଷା କରି ଦେଖାଯାଏ । ରକ୍ତରେ ଆଣ୍ଟିବଡିଆଣ୍ଟିବଡ଼ି ଉପସ୍ଥିତି ମଧ୍ୟ ରୋଗ ନିର୍ଣ୍ଣୟ କରେ । କଟି ରନ୍ଧ୍ର ଦ୍ଵାରା ସି.ଏସ୍.ଏଫ୍.([[C.S.F.]]) ବାହାର କରି ପରୀକ୍ଷା କଲେ ଶ୍ଵେତ ରକ୍ତ କଣିକା, ବିଶେଷତଃ ଲିମ୍ଫୋସାଇଟ୍ ଅଧିକ ଦେଖାଯାଅନ୍ତି ଓ ପ୍ରୋଟିନ୍ ମାତ୍ରା ସାମାନ୍ୟ ଅଧିକ ରହେ । ଭୁତାଣୁ ଉପସ୍ଥିତି ନିର୍ଣ୍ଣୟାତ୍ମକ, କିନ୍ତୁ କ୍ଵଚିତ ଦେଖାଯାଏ ।

ଭୁତାଣୁ ଅଲଗା କଲା ପରେ ତାହାର ପ୍ରକାର ଜାଣିବା ନିମନ୍ତେ ଓଲିଗୋନ୍ୟୁକ୍ଲିଓଟାଇଡ୍ ମ୍ୟାପିଙ୍ଗ ବା ପି.ସି.ଆର୍. ଆମ୍ପ୍ଲିଫିକେସନ୍ ପରୀକ୍ଷା କରାଯାଏ । ଏହା ଦ୍ଵାରା ଭୁତଣୁ ଟିକା ଶ୍ରେଣୀର ବା ବଣୁଆ(Wild) ଶ୍ରେଣୀର ତାହା ଜଣାଯାଏ ।<ref>{{cite journal |author=Chezzi C |title=Rapid diagnosis of poliovirus infection by PCR amplification |pmc=229102 | journal=[[Journal of Clinical Microbiology|J Clin Microbiol]] |volume=34 |issue=7 |pages=1722–5 |pmid=8784577 |year=1996 | month=July}}</ref> ବଣୁଆ ଜଣା ପଡିଲେପଡ଼ିଲେ ସନ୍ଦେହ ହୁଏ ଏହି ଭୁତାଣୁ ଯେଉଁଠୁ ଆସିଛି ସେଠାରେ ୨୦୦ ରୁ ୩୦୦୦ ପର୍ଯ୍ୟନ୍ତ ଭୁତାଣୁବାହୀ ଲୋକ(Carrier) ଅଛନ୍ତି ।<ref>{{cite journal |authorlink = Atul Gawande |author= Gawande A |title = The mop-up: eradicating polio from the planet, one child at a time | work = [[The New Yorker]] | issn = 0028-792X | pages = 34–40 | date = 2004-01-12}}</ref>
== ପ୍ରତିଷେଧ ==
=== ନିଷ୍କ୍ରିୟ ପ୍ରତିରୋଧ(Passive immunization) ===
ଉଇଲିଅମ୍ ହାମୋନ୍ ୧୯୫୦ ମସିହାରେ ପିଟ୍ସଗର୍ଗରେ ପ୍ରଥମେ ବଞ୍ଚି ଯାଇଥିବା ପୋଲିଓ ରୋଗୀଙ୍କର ରକ୍ତରେ ଥିବା ଗାମା ଗ୍ଲୋବ୍ୟୁଲିନରେ ଥିବା ଆଣ୍ଟିବଡିକୁଆଣ୍ଟିବଡ଼ିକୁ ପୋଲିଓ ରୋଗର ପ୍ରତିଷେଧକ ରୁପେ ଓ ଭୟାବହତା ରୋକିବା ନିମନ୍ତେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଲେ । ଡାକ୍ତରୀ ନିରୀକ୍ଷାରେ ଏହା ୮୦ % ଫଳପ୍ରଦ ବୋଲି ଜଣା ପଡିଲାପଡ଼ିଲା ।<ref>{{cite journal |author=Hammon W, Coriell L, Ludwig E, ''et al.'' |title=Evaluation of Red Cross gamma globulin as a prophylactic agent for poliomyelitis. 5. Reanalysis of results based on laboratory-confirmed cases |journal=J Am Med Assoc |volume=156 |issue=1 |pages=21–7 |year=1954 |pmid=13183798}}</ref> ଗାମା ଗ୍ଲୋବ୍ୟୁଲିନ ବ୍ୟବହାର ବହୁଳ ବ୍ୟବହାର ନିମନ୍ତେ ସୁବିଧା ଜନକ ନୁହେଁ କାରଣ ଏତେ ପରିମାଣ ରକ୍ତ ମିଳିବା ଅସମ୍ଭବ । ଏଣୁ ଡାକ୍ତର ଗୋଷ୍ଠୀ ଟିକା ଉଦ୍ଭାବନ ନିମନ୍ତେ ଲାଗିପଡିଲେଲାଗିପଡ଼ିଲେ ।<ref name=Rinaldo>{{cite journal |author=Rinaldo C |title=Passive Immunization Against Poliomyelitis: The Hammon Gamma Globulin Field Trials, 1951–1953 |journal=[[American Journal of Public Health|Am J Public Health]] |volume=95 |issue=5 |pages=790–9 |year=2005 |pmid=15855454 |doi=10.2105/AJPH.2004.040790 |pmc=1449257}}</ref>
=== ଟିକା ===
{{main|Polio vaccine}}